Yearly Archives

2022

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ ସହ ଧନ୍ୟବାଦ ଦେଲେ ‘ସୁବର୍ଣ୍ଣାଶ୍ରୀ’ର ବୋର୍ଡ…

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ବଳିଷ୍ଠ ନେତୃତ୍ୱ ଓ ପ୍ରତ୍ୟକ୍ଷ ତତ୍ୱାବଧାନରେ ଭୁବନେଶ୍ୱରରେ 'ସୁବର୍ଣ୍ଣାଶ୍ରୀ' ଏକ ଏକ୍ସକ୍ଲୁସିଭ୍ ହ୍ୟାଣ୍ଡଲୁମ୍ ରିଟେଲ୍ ଆଉଟଲେଟ୍ ଉଦ୍‌ଘାଟନ ତା ୧୮/୦୯/୨୨ରେ ହୋଇଯାଇଛି । 'ସୁବର୍ଣ୍ଣାଶ୍ରୀ'ର ଏହି ବିଶେଷ ଏକ୍ସକ୍ଲୁସିଭ୍
Read More...

ବଜ୍ରାଘାତରେ ମହିଳା ମୃତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା କୋମନା ଥାନା ସୁନାବେଡା ଅଭୟାରଣ୍ୟ ତାଲାବେଲା ଗାଁରେ ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ମହିଳା ଜଣକ ହେଲେ ତାଲାବେଲା ଗାଁର ଶ୍ରାବଣୀ ମାଝି(୩୭) । ସୂଚନାନୁଯାୟୀ, ଗତକାଲି ସନ୍ଧ୍ୟାରେ ତାଲାବେଲା ଗାଁର ଡ଼ମୃଧର
Read More...

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଟାଉନ ବାଳିକା ହାଇସ୍କୁଲ ଠାରେ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଗତକାଲି ଟାଉନ ବାଳିକା ହାଇସ୍କୁଲ ଠାରେ ସାଇବର କ୍ରାଇମ ଓ ସୋସିଆଲ ମିଡ଼ିଆର ଆପ ବ୍ୟବହାର ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ବିନୟ
Read More...

ନାରୀ ଶକ୍ତି ଫାଉଣ୍ଡେସନ୍‌ ଦ୍ୱାରା ମାଗଣା ବୁଷ୍ଟର ଡୋଜ୍ କାର୍ଯ୍ୟକ୍ରମ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବଲାଙ୍ଗିର ଦ୍ୱାରା ସମର୍ଥିତ ମାଗଣା ବୁଷ୍ଟର ଡୋଜ୍ କାର୍ଯ୍ୟକ୍ରମ ହାଟପଦାପଡା କମ୍ୟୁନିଟି ସେଣ୍ଟର ପରିସରରେ ନାରୀ ଶକ୍ତି ଫାଉଣ୍ଡେସନ୍‌ ଦ୍ୱାରା ଆୟୋଜିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ୨୪୫ ଜଣ ଟୀକା ନେଇଛନ୍ତି । ଏହି
Read More...

ଝୁଲନ୍ତା ଅବସ୍ଥାରେ ସ୍ଵାମୀ ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର : କାରଣ ଅସ୍ପଷ୍ଟ, ତଦନ୍ତ ଜାରୀ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ପାବୁରିଆ ପଞ୍ଚାୟତର ମାଲେରିମାହା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ପରିବାରର ଦୁଇଜଣ ଆତ୍ମହତ୍ୟା କରିଛନ୍ତି, ଯାହା ଫଳରେ ସମଗ୍ର ଅଞ୍ଚଳରେ ଶୋକର ଛାୟା
Read More...

ଏନ୍‌ଆର୍‌ଇଜିଏସ୍‌ କାମର ପାରିଶ୍ରମିକ ଟଙ୍କା ନମିଳିବାରୁ ୪ ଜଣ ବନ କର୍ମଚାରୀଙ୍କୁ ଅଟକ ରଖିଛନ୍ତି ବାନ୍ଧେନମାଲର ଶ୍ରମିକ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବନାଞ୍ଚଳ ରେଞ୍ଜ ଲରମ୍ଭା ସର୍କଲର ବାନ୍ଧେନମାଲ ଗ୍ରାମରେ ବନ କର୍ମଚାରୀଙ୍କୁ ଦୀର୍ଘ ସମୟ ଧରି ଗ୍ରାମବାସୀ ଅଟକ ରଖିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ଲରମ୍ଭା ସର୍କଲର ବାନ୍ଧେନମାଲ ଓ ଖୋଲାଗଡ ଗ୍ରାମରେ ବନ ବିଭାଗ ତରଫରୁ
Read More...

ଇସ୍ପାତ ସାହିତ୍ୟ ସଂସଦର ନାରୀକବି ସମ୍ମିଳନୀ

ନାରୀ ମନସ୍ତତ୍ତ୍ବର ନିଖୁଣ ଚିତ୍ରଣ ଓଡିଆ ଉପନ୍ୟାସକୁ କାଳଜୟୀ କରିପାରିଛି ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ନାରୀକବି ସମ୍ମିଳନୀ ମହାସମାରୋହରେ ପାଳିତ ହୋଇଯାଇଛି । ସଂସଦର ଉପସଭାପତି ରଶ୍ମିବାଳା ରାଉତରାୟଙ୍କ
Read More...

ପୋଷାକ ବିତରଣ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ପାନପୋଷ ସରକାରୀ ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟରେ ନୂତନ ସରକାରୀ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଉର୍ବଶୀ ଦାଶ ଏବଂ ଶିକ୍ଷକ ଏମ୍‌ଡି ମୋହିବଙ୍କ ତତ୍ତ୍ୱାବଧାନରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିବା
Read More...

ଡମ୍ପିଂ ୟାର୍ଡ ସାଜିଛି ବିଜୁ ଏକ୍ସପ୍ରେସ ସଡ଼କ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଡମ୍ପିଂ ୟାର୍ଡ ସାଜିଛି ବିଜୁ ଏକ୍ସପ୍ରେସ ସଡ଼କ । ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସଦର ଗ୍ରାମର ଅବସ୍ଥା ଦେଖିଲେ ଓଡ଼ିଶାର ପୂର୍ତ୍ତ ବିଭାଗର ଅସଲ ରୂପ ତଥା ପାଇକମାଲ ବ୍ଲକ ପ୍ରଶାସନର ସ୍ଥାଣୁତା ଜଳ ଜଳ ଦେଖିବାକୁ ମିଳୁଛି
Read More...

କୋସଲ ରାଜ୍ୟ ମୁକ୍ତି ମୋର୍ଚ୍ଚାର ପ୍ରଥମ ରାଜ୍ୟ ସ୍ତରୀୟ ସାଙ୍ଗଠନିକ ବୈଠକ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ସ୍ଥିତ ମଙ୍ଗଲମ୍ ପେଲେସ୍ ହୋଟେଲରେ କୋସଲ ରାଜ୍ୟ ମୁକ୍ତି ମୋର୍ଚ୍ଚା (କେ ଏମ୍ଏମ୍)ର ପ୍ରଥମ ରାଜ୍ୟ ସ୍ତରୀୟ ସାଙ୍ଗଠନିକ ବୈଠକ ସମ୍ୱଲପୁରର କୋଶଳବାଦୀ ନେତା ଭକ୍ତ ପ୍ରସାଦ ନନ୍ଦଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରଗଡ଼, ବଲାଙ୍ଗିର,
Read More...