Daily Archives

ଦରମା ବୃଦ୍ଧି ଓ ନିୟମିତ ଚାକିରି ଦାବୀରେ ସ୍ଵଚ୍ଛସାଥୀ ଓ ସୁପରଭାଇଜର ସଂଘର ବିକ୍ଷୋଭ

ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ପରିମଳ ସେବା କାର୍ଯ୍ୟରେ ନିୟୋଜିତ ହୋଇ ଶତାଧିକ ସ୍ଵଚ୍ଛସାଥୀ ଓ ସୁପରଭାଇଜର ମାନେ ସମସ୍ତଙ୍କର ନିଜର ଦରମା ବୃଦ୍ଧି କରିବା,
Read More...

କେଭି ମହାବିଦ୍ୟାଳୟରେ ଓଡିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ସଂପାନ ଆୟୋଜିତ

ଓଡିଆ ଉପନ୍ୟାସରେ ନାରୀ ଚେତନାନାରୀ ମନସ୍ତତ୍ୱକୁ ନେଇ ଆହୁରୀ ଉପନ୍ୟାସ ଲେଖା ଜରୁରୀ କଂଟାବାଞ୍ଜି, (କେପିଏନ୍‌ଏସ୍‌) : ନାରୀ ମନସ୍ତତ୍ୱକୁ ନେଇ ଆହୁରୀ ଉପନ୍ୟାସ ଲେଖା ଜରୁରୀ । ଓଡିଆ ଉପନ୍ୟାସ ଜଗତରେ ନାରୀ ଚେତନାକୁ ନେଇ ଅନେକ ଉପନ୍ୟାସ ରଚିତ ହୋଇଛି । ଫକୀର ମୋହନ, କାହ୍ନୁ ଚରଣ,
Read More...

ସମଗ୍ର ଗଞ୍ଜାମ ଜିଲ୍ଲାରେ ଆଧାର କାର୍ଡ ସକାଶେ ନୂତନ ପଞ୍ଜୀକରଣ ଏବଂ ସଂଶୋଧନ ପ୍ରକ୍ରିୟାରମ୍ଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମଗ୍ର ଗଞ୍ଜାମ ଜିଲ୍ଲାରେ ଆଧାର କାର୍ଡ ସକାଶେ ନୂତନ ପଞ୍ଜୀକରଣ ଏବଂ ସଂଶୋଧନ ପ୍ରକ୍ରିୟାରମ୍ଭ ହୋଇଯାଇଛି । ଜିଲ୍ଲାର ସମସ୍ତ ଶିଶୁଙ୍କର ଜନ୍ମରୁ ଆରମ୍ଭ କରି ୫ ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କର ନାମ ଆଧାର କାର୍ଡ ସକାଶେ ପଞ୍ଜୀକରଣ କରିବା
Read More...

ଗାନ୍ଧୀ ଷ୍ଟାଡିୟମରେ ଓ.ସି.ଏ ଭିଜନ ୨୦୨୪ : ଇଣ୍ଟ୍ରା ଡିସ୍‌ଟ୍ରିକ୍ଟ କ୍ଲବ କ୍ରିକୋଟ ଲିଗ୍‌ ର ଶୁଭାରମ୍ଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମରେ ଆଗାମୀ ତା.୧୮.୧୨.୨୦୨୨ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଜୁନିୟର ଇଣ୍ଟ୍ରା ଡିସ୍‌ଟ୍ରିକ୍ଟ କ୍ଲବ ଲିଗ୍‌ ଆଜି ଉଦ୍‌ଘାଟିତ ହୋଇଯାଇଛି । ଓଡିଶା କ୍ରିକେଟ ଏସୋସିଏସନ ଆନୁକୂଲ୍ୟରେ ଓ ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିର ଦ୍ୱାରା
Read More...

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବର୍ଷା ସିଂ ବରିହା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜୟୀ ହେବା ପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ନେଇଛନ୍ତି ବର୍ଷା ସିଂ ବରିହା । ପଦ୍ମପୁର ଉପନିର୍ବାଚନରେ ବିଜେଡି ଦଳ ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ବର୍ଷା ସିଂ ବରିହା । ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ
Read More...

ଲଣ୍ଡାପଥର ହାଇସ୍କୁଲ ସ୍ୱୀକୃତିକରଣ ପ୍ରସଙ୍ଗ : ସ୍କୁଲ କର୍ତ୍ତୃପକ୍ଷ ଓ ଗ୍ରାମବାସୀ ନରସିଂହଙ୍କୁ ଦେଲେ ଭବ୍ୟ…

ଉତ୍ତମ ଶିକ୍ଷା ହିଁ ଅଂଚଳର ଅର୍ଥନୈତିକ ବିକାଶର ଚାବିକାଠି : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : କେବଳ ସହର ନୁହେଁ ଗାଁ ପିଲା ମଧ୍ୟ ଯେପରି ଉତ୍ତମ ଶିକ୍ଷା ପାଇ ପାରିବେ ତାହାର ଚେଷ୍ଟା ଅନବରତ ଜାରି ରହିଛି । ଅନେକ ଗାଁରେ ଖାଲି ଥିବା ଶିକ୍ଷକ ପଦବୀ ପୂରଣ କରିବା ସହ ସ୍କୁଲର
Read More...

ସୋହେଲା ବ୍ଲକସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସୋହେଲା ବ୍ଲକସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କୁଚିପାଲି ଠାରେ ଅନୁଷ୍ଠିତ ହୋଇଯାଇଛି । ସୋହେଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅମୃତା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା
Read More...

ସ୍କୁଲ କୋଠା ଛାତ ତଳୁ ଭିତରକୁ ହେଉଛି ମଳ ବର୍ଷା : ଗୁଣିଆ ସନ୍ଦେହ ନେଇ ଚର୍ଚ୍ଚା ଜୋର ଧରିଛି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସ୍କୁଲ କୋଠା ଛାତ ତଳୁ ଭିତରକୁ ହେଉଛି ମଳ ବର୍ଷା । କୋଠା ଉପରେ ସେମିତି କୌଣସି ଘରେ ବି ନାହିଁ, କି ପାଇଖାନା ଘର ନାହିଁ । ଛାତ ତଳକୁ ଖସୁଛି ମଣିଷ ତ୍ୟାଗ କରୁଥିବା ସେହି ସାଧାରଣ ମଳ । ଏହା କେମିତି ସମ୍ଭବ ? ଏ କଥାଟି ଶୁଣିଲେ ଅଜବ ଲାଗୁଥିଲେ
Read More...

ରାଜ୍ୟସଭାରେ କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ, ଅସ୍ଥାୟୀ କର୍ମଚାରୀ ପ୍ରସଙ୍ଗ ସହିତ ୧୮% ଜିଏସ୍‌ଟି ପ୍ରତ୍ୟାହାର ଦାବୀ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ରାଜ୍ୟସଭାରେ କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ, ଅସ୍ଥାୟୀ ଶ୍ରମିକ କର୍ମଚାରୀ ପ୍ରସଙ୍ଗ ସହିତ ୧୮% ଜିଏସ୍‌ଟି ପ୍ରତ୍ୟାହାର କରିବାକୁ ଦାବୀ ଉପସ୍ଥାପନ କରିଛନ୍ତି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି । ସାଂସଦ
Read More...

ଧନୁଯାତ୍ରାର ଶିଶୁ କଳାକାର ଶ୍ରେୟାଂଶଙ୍କ ଅକାଳ ବିୟୋଗ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ଧନୁଯାତ୍ରା ମହୋତ୍ସବରେ ବଳରାମ ଭୂମିକାର ଶିଶୁ କଳାକାର ଶ୍ରେୟାଂଶ ପୂଜାରୀ(୧୨)ଙ୍କ ଆଜି ଅକାଳ ବିୟୋଗ ହୋଇଥିବା ଜଣାପଡିଛି । ଆଜି ସେ ଘରେ ଖେଳୁଥିବା ସମୟରେ ହଠାତ୍ ଚେତା ହରାଇ ତଳେ ପଡି ଯାଇଥିଲେ । ପରିବାର ଲୋକେ ସଂଗେ ସଂଗେ ବରଗଡ଼ ଡାକ୍ତରଖାନାକୁ
Read More...