Daily Archives

ବିନ୍ଧାପାଲି ଠାରେ କଂସ ଦରବାର ଅନୁଷ୍ଠିତ

ଆଗଲପୁର, (କେପିଏନ୍‌ଏସ୍‌) : ଆଜି ବିନ୍ଧାପାଲି ଠାରେ କଂସ ଦରବାର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଏହି କଂସ ଦରବାରରେ ଅତିଥି ଭାବେ ଆଗଲପୁର ଉପ ସଭାପତି ନିରୁପମା ପଧାନ, ଭରସୁଜା ନାଏବ ସରପଂଚ ତଥା ସମାଜସେବୀ ଲଳିତ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମଂଚରେ ଧନୁଯାତ୍ରା
Read More...

ପ୍ରଧାନ ଶିକ୍ଷକ ଅଶ୍ୱିନୀ କୁମାର ମିଶ୍ରଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲା କୁଡାସିଂହା ହାଇସ୍କୁଲ ପ୍ରଧାନ ଶିକ୍ଷକ ଅଶ୍ୱିନୀ କୁମାର ମିଶ୍ର (୫୭)ଙ୍କ ମଙ୍ଗଳବାର ସନ୍ଧ୍ୟାରେ ବୁର୍ଲା ମେଡିକାଲ ଠାରେ ପରଲୋକ ଘଟିଛି । ସୂଚନା ଅନୁସାରେ ବଲାଙ୍ଗିର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଠାରେ ଦଶମ ଶ୍ରେଣୀ ସମ୍ମେଟିଭ ଖାତା
Read More...

ବିଜେଡି ସରକାର ଚାଷୀ ବିରୋଧୀ, ସାମ୍ବାଦିକ ସମ୍ମିଳନୀରେ କହିଲେ ବିଧାୟକ ମୁକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜେଡି ସରକାର ଚାଷୀ ବିରୋଧୀ, କଟ୍‌ନୀ ଛଟ୍‌ନୀକୁ ସପୋର୍ଟ କରୁଛି ବୋଲି ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଖୋଲମ୍‌ଖୋଲା କହିଛନ୍ତି ଲୋଇସିଂହା ବିଧାୟକ ଡଃ. ମୁକେଶ ମହାଲିଙ୍ଗ । ସୂଚନାଯୋଗ୍ୟ ଯେ, ଆଜି ରାତି ପ୍ରାୟ ୯ ଟା ସମୟରେ ସ୍ଥାନୀୟ ସାମ୍ବାଦିକ
Read More...

ଓଡିଶା ସରକାରୀ ଆଉଟ ସୋର୍ସିଂ କର୍ମଚାରୀ ମହାସଂଘର ବଲାଙ୍ଗିର ଜିଲ୍ଲାର ଉପଦେଷ୍ଟା ଭାବେ ଦାୟିତ୍ୱ ଗ୍ରହଣ କଲେ ସୂଚନା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶିଷ୍ଟ ସୂଚନା ଅଧିକାର କର୍ମୀ ତଥା ସ୍ତମ୍ଭ ଲେଖକ ଆଇନଜୀବୀ ହେମନ୍ତ ପଣ୍ଡା ଓଡିଶା ସରକାରୀ ଆଉଟ ସୋର୍ସିଂ କର୍ମଚାରୀ ମହାସଂଘର ବଲାଙ୍ଗିର ଜିଲ୍ଲାର ଉପଦେଷ୍ଟା ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ରହିଥିବା ଆଉଟ ସୋର୍ସିଂ ଭଳି
Read More...

ହାତୀ ଦାନ୍ତ ଜବତ, ୨ ଗିରଫ

ଦେବଗଡ : କଂସର ଫାଣ୍ଡି ଅଧିନ ଗୋହିରା ଡ୍ୟାମ ନିକଟରୁ ରିଆମାଳ ଥାନା ପୁଲିସ ହାତୀ ଦାନ୍ତ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ଗିରଫ ୨ ଜଣ ହେଲେ ଦେବଗଡ ଥାନା ତଥା ତିଲେଇବଣି ବ୍ଲକ ଅନ୍ତର୍ଗତ ଡିମିରିକୁଦର ଗ୍ରାମର ପିଟର ତିଗ୍ଗା ଓ ବିଲେଇଘଟୀ ଗ୍ରାମର
Read More...

ମାହେଶ୍ୱରୀ ସଂଗଠନ ପକ୍ଷରୁ ପଞ୍ଚାୟତ ସ୍ତରୀୟ ଶାଖା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଶିକାଛିଡା ଗ୍ରାମରେ ମାହେଶ୍ୱରୀ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ପଂଚାୟତ ସ୍ତରୀୟ ଶାଖାଟିଏ କାର୍ଯ୍ୟକାରୀ କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଘନଶ୍ୟାମ ଶତପଥି ଉପସ୍ଥିତ ଥିଲେ ।
Read More...

ମୁକେଶ ମହାଲିଙ୍ଗଙ୍କ ଗାଡିକୁ ଅଣ୍ଡା ମାଡ ଘଟଣା : ପୁଇଁନ୍ତଲା ଥାନାରେ ଦୁଇ ଜଣ ଅଟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁକେଶ ମହାଲିଙ୍ଗଙ୍କ ଗାଡିକୁ ଅଣ୍ଡା ମାଡ ଘଟଣାକୁ ନେଇ ପୁଇଁନ୍ତଲା ଥାନାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ନେଇ ଏସ୍‌ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ପୁଇଁନ୍ତଲା ପେକ୍ସ ପରିଦର୍ଶନରେ ଯିବା ସମୟରେ ବିଜେଡି କର୍ମୀ ମାନେ
Read More...

ସାଇବର ଥାନା ପୋଲିସ ଦ୍ୱାରା ସନ୍ତୋଷ ଭୋଳ ଗିରଫ ନେଇ ଏସ୍‌ଡିପିଓଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଜଣାଶୁଣା ବ୍ୟକ୍ତି ସନ୍ତୋଷ ଭୋଳ ଆଜି ସାଇବର ପୋଲିସ ଦ୍ୱାରା ଗିରଫ ହୋଇଥିବା ନେଇ ଏସ୍‌ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି । ଏସ୍‌ଡିପିଓଙ୍କ ସୂଚନା ଅନୁସାରେ, ସନ୍ତୋଷ ବିରମୁଣ୍ଡା ଠାରେ ଥିବା ଲୋଇସିଂହା ଅଂଚଳର କିଛି ଲୋକମାନଙ୍କଠୁ ଚାକିରି
Read More...

ପେନସନ୍ ଓ ପ୍ରମୋସନ ଅଦାଲତ ଖୁବ୍‌ଶୀଘ୍ର

ପେନସନ୍ ପାଇବାକୁ ଥିବା କର୍ମଚାରୀଙ୍କ ପାଇଁ ଖୋଲିବ ହେଲ୍ପଡେସ୍କପଦୋନ୍ନତି ପାଇଁ ବିଚାର କରିବେ କମିଟି ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସରକାରୀ ଚାକିରିଆ ମାନଙ୍କ ନିମନ୍ତେ ଖୁସି ଖବର । ବିଭିନ୍ନ ପଦବୀରେ ସରକାରୀ ଚାକିରିଆ ଭାବେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନଙ୍କ ନିୟମାନୁଯାୟୀ
Read More...

କଲା ଦହନା ସାଂସ୍କୃତିକ ଅନୁଷ୍ଠାନ ତରଫରୁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ଆଜି କଟାପାଲି ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କଲା ଦହନା ସାଂସ୍କୃତିକ ଅନୁଷ୍ଠାନ ତରଫରୁ ପ୍ରତିଷ୍ଠାତା ଓ ସମ୍ପାଦକ ଦିନେଶ ଭୋଇଙ୍କ ସମ୍ପାଦନାରେ ଏକ ଗୀତ, ପ୍ରବନ୍ଧ ଓ କବିତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍କୁଲର ପ୍ରଧାନ ଶିକ୍ଷକ
Read More...