Daily Archives

ଦୁର୍ଘଟଣାରେ ଆହତଙ୍କ ପାଇଁ ରକ୍ଷକ ସାଜିଲେ ଶିକ୍ଷକ ଦିବସ କୁମାର ସାହୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ଯୋଖିପାଲି ଗ୍ରାମର ସ୍ୱେଚ୍ଛାସେବୀ ତଥା ଶିକ୍ଷକ ଦିବସ କୁମାର ସାହୁ ତାଙ୍କର ନିଃସ୍ୱାର୍ଥପର ସେବା ମନୋଭାବ ପାଇଁ ସବୁଠାରେ ପରିଚିତ ଅଛନ୍ତି । ମଙ୍ଗଳବାର ଦିନ ତାଙ୍କର ଏକ କାର୍ଯ୍ୟକୁ ଗାଇସିଲେଟ ବ୍ଲକର
Read More...

କପିଲାଭଟା ଏମ୍‌ଇ ସ୍କୁଲର ବିଭିନ୍ନ ସମସ୍ୟାକୁ ନେଇ ବିଇଓଙ୍କ ଦ୍ୱାରସ୍ଥ ହେଲେ ସମିତି ସଭ୍ୟ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଏମ୍‌ଇ ସ୍କୁଲର ବିଭିନ୍ନ ସମସ୍ୟାକୁ ନେଇ ଆଜି ବଙ୍ଗୋମୁଣ୍ଡା ସ୍ଥିତ ବିଇଓଙ୍କ ଦ୍ୱାରସ୍ଥ ହୋଇ ଆଲୋଚନା କରିଛନ୍ତି କପିଲାଭଟା ପଞ୍ଚାୟତର ସମିତି ସଭ୍ୟ କେଦାର ଭୋଇ । କପିଲାଭଟା ଏମ୍‌ଇ ସ୍କୁଲରେ ପ୍ରଥମରୁ
Read More...

ବଲାଙ୍ଗିର ଲୋକ ଉତ୍ସବର ସ୍ମରଣିକା ପାଇଁ ଲେଖା ଆବଶ୍ୟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨୧ତମ ବଲାଙ୍ଗିର ଲୋକ ଉତ୍ସବ ଆସନ୍ତା ୨୦ ଜାନୁୟାରୀରୁ ୨୪ ଜାନୁୟାରୀ ପର୍ଯ୍ୟନ୍ତ କୋଶଳ କଳା ମଣ୍ଡଳ ପଡିଆରେ ଅନୁଷ୍ଠିତ ହେବ । ଏହି ଅବସରରେ ଏକ ସୁଦୃଶ୍ୟ ସ୍ମରଣିକା ପ୍ରକାଶ ପାଇବ । ସ୍ମରଣିକା ନିମନ୍ତେ ପଶ୍ଚିମ ଓଡିଶାର ଲୋକ ସାହିତ୍ୟ, ଲୋକ ଧାରା, ଲୋକ
Read More...

ମହାମହର୍ଷି ବ୍ୟାସଦେବଙ୍କ ପ୍ରାଣ ପ୍ରତିଷ୍ଠା ମହୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ତ୍ରିବେଣୀ ସଙ୍ଗମ ବେଦବ୍ୟାସ ଠାରେ ମହାମହର୍ଷି ବ୍ୟାସଦେବ ଓ ଶ୍ରୀ ଗଣେଶଙ୍କ ବିଗ୍ରହ ସ୍ଥାପନା ପରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଏହି ପ୍ରାଣ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ କର୍ତ୍ତା ଭାବେ ଆଜି
Read More...

ରେଲୱେ ଜମିରୁ ଜବର ଦଖଲ ଉଚ୍ଛେଦ ନୋଟିସ ପ୍ରସଙ୍ଗ : ଜମିହୀନଙ୍କୁ ଜାଗା ମିଶନରେ ସାମିଲ କରିବା ନେଇ ଜିଲ୍ଲାପାଳଙ୍କୁ…

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜିରେ ଥିବା ଜବର ଦଖଲ ଜମିରୁ ବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦ ପାଇଁ ସ୍ଥାନୀୟ ରେଳ ପ୍ରଶାସନ ଦ୍ୱାରା ଉଚ୍ଛେଦ ନୋଟିସ ପରେ ଏହାର ପ୍ରତିବାଦ କରି ମଙ୍ଗଲବାର ଦିନ ବସ୍ତି ବାସିନ୍ଦା ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି ।
Read More...

ଜିଲ୍ଲା ପରିଷଦ ସଭ୍ୟାଙ୍କ ଚନ୍ଦନଭାଟି ପ୍ରାଥମିକ ବିଦ୍ୟାଳୟକୁ ଆକଷ୍ମିକ ପରିଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଚନ୍ଦନଭାଟି ପ୍ରାଥମିକ ବିଦ୍ୟାଳୟକୁ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଅନାମିକା ହୋତା, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ପଙ୍କଜିନୀ ସାହୁ ଏବଂ ସମିତି ସଭ୍ୟା ଶ୍ରୀମତୀ ସଙ୍ଗିତା ପାଣିଗ୍ରାହୀ ଆକଷ୍ମିକ ଭାବେ ଆସି ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ସ୍କୁଲର
Read More...

ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡି ଉପରକୁ ଅଣ୍ଡା ମାଡ

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ପୁଇଁନ୍ତଲା ପେକ୍ସ ଠାରେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡି ଉପରକୁ ଅଣ୍ଡା ମାଡ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ପୁଇଁନ୍ତଲା ମଣ୍ଡି ପରିଦର୍ଶନରେ ଯାଇଥିବା ସମୟରେ ବିଜେଡି କର୍ମୀ ଅଣ୍ଡାମାଡ କରିଛନ୍ତି
Read More...