pakka

ମୁକେଶ ମହାଲିଙ୍ଗଙ୍କ ଗାଡିକୁ ଅଣ୍ଡା ମାଡ ଘଟଣା : ପୁଇଁନ୍ତଲା ଥାନାରେ ଦୁଇ ଜଣ ଅଟକ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁକେଶ ମହାଲିଙ୍ଗଙ୍କ ଗାଡିକୁ ଅଣ୍ଡା ମାଡ ଘଟଣାକୁ ନେଇ ପୁଇଁନ୍ତଲା ଥାନାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ନେଇ ଏସ୍‌ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ପୁଇଁନ୍ତଲା ପେକ୍ସ ପରିଦର୍ଶନରେ ଯିବା ସମୟରେ ବିଜେଡି କର୍ମୀ ମାନେ ବିଧାୟକଙ୍କ ଗାଡିକୁ ଅଣ୍ଡା ମାଡ କରିଥିଲେ । ଯାହା ଫଳରେ ଉଭୟ ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ବଲାଙ୍ଗିର ଏସ୍‌ଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

five − two =