Daily Archives

ଯୁବା ଗ୍ରାମ ଠାରେ କ୍ରିକେଟ ଟୁର୍ନାମେଣ୍ଟ ଆୟୋଜିତ : ଯୋଗ ଦେଲେ ବିଧାୟକ ସରୋଜ

ପାଟଣାଗଡ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ବେଲପଡା ବ୍ଲକର ଯୁବା ଗ୍ରାମ ଠାରେ ଆଜି ଏକ କ୍ରିକେଟ ଟୁର୍ନାମେଣ୍ଟ ଆୟୋଜିତ ହୋଇଥିଲା । ଆୟୋଜିତ କ୍ରିକେଟ ଟୁର୍ନାମେଣ୍ଟରେ ମୁଖ୍ୟ ଅତିଥି ଭାବେ ସରାକାରୀ ଦଳ ଉପମୁଖ୍ୟ ସଚେତକ ତଥା ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ଯୋଗ ଦେଇ
Read More...

ବିଧିବଦ୍ଧ ଭାବେ ଘୋଷଣା ହେଲା ଜିଲ୍ଲା ଘୋରୋଇ ବସ ମାଲିକ ସଂଘର ନୂତନ କାର୍ଯ୍ୟକର୍ତ୍ତାଙ୍କ ତାଲିକା : ଦୁର୍ଗା ଚରଣ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଘୋରୋଇ ବସ ମାଲିକ ସଂଘର ନୂତନ କାର୍ଯ୍ୟକର୍ତ୍ତାଙ୍କ ତାଲିକା ବିଧିବଦ୍ଧ ଭାବରେ ଘୋଷଣା ହୋଇଥିବା ଜଣାପଡିଛି । ତେବେ ସଂଘର ନୂତନ ସଭାପତି ଭାବେ ଦୁର୍ଗା ଚରଣ ବେହେରା ର୍ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ବେଳେ ସାଧାରଣ ସମ୍ପାଦକ ଭାବରେ
Read More...

କଳିଙ୍ଗ ଉତ୍ସବ- ୨୦୨୨ ଉଦ୍‌ଘାଟିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ଠାରେ ଦୁଇ ଦିନିଆ କଳିଙ୍ଗ ଉତ୍ସବ ୨୦୨୨ ଉଦ୍‌ଘାଟିତ ହୋଇଯାଇଛି । କଳିଙ୍ଗ ଉତ୍ସବରେ ଇନ୍ଦିରା ଗାନ୍ଧୀ ଜାତୀୟ କଳା ଓ ନିର୍ଦ୍ଦେଶକ, କେନ୍ଦ୍ରୀୟ ଡ୍ରାମା ଓ ସଂସ୍କୃତି ବିଭାଗର ଏଚ୍‌ଓଡି ପ୍ରଫେସର୍ ରମେଶ ଚନ୍ଦ୍ର ଗୌର, ସଂସ୍କୃତି ବିଭାଗର ଯୁଗ୍ମ
Read More...

କେନ୍ଦୁପତ୍ର ମୁଖ୍ୟ ବନ ସଂରକ୍ଷକଙ୍କ ମାଲକାନଗିରି ଗସ୍ତ

ମାଲକାନଗିରି : କେନ୍ଦୁପତ୍ର ମୁଖ୍ୟ ବନ ସଂରକ୍ଷକ ପି.କେ ମହାପାତ୍ର ୨ ଦିନିଆ ମାଲକାନଗିରି ଜିଲ୍ଲା ଗସ୍ତ କରି କେନ୍ଦୁପତ୍ର ବିଭାଗର ଉନ୍ନୟନ କାର୍ଯ୍ୟ ଓ ତୋଳାଳିଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ସମୀକ୍ଷା କରିଛନ୍ତି । ମାଲକାନଗିରି ଜିଲ୍ଲା ମାଥିଲି କେନ୍ଦୁପତ୍ର ରେଞ୍ଜ ଅଫିସ ଠାରେ ମୁଖ୍ୟ
Read More...

ସୁବଳୟା ଜଗନ୍ନାଥ ସେନା ଦ୍ୱାରା ରକ୍ତଦାନ ଶିବିର ଆୟୋଜିତ

ସୁବଳୟା, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଗ୍ରାମରେ ଜଗନ୍ନାଥ ସେନାର ସଦସ୍ୟଙ୍କ ଦ୍ୱାରା ଦ୍ଵିତୀୟ ବର୍ଷ ପାଇଁ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଆରମ୍ଭରୁ ଜଗନ୍ନାଥ ସେନାର ସଦସ୍ୟ ଏବଂ ସୁବର୍ଣ୍ଣପୁର ଜୁନିଅର ରେଡ଼କ୍ରସ୍‌ର
Read More...

କୋଲକାତାରେ ଅନୁଷ୍ଠିତ ମିଷ୍ଟର ଇଣ୍ଡିଆ ପ୍ରତିଯୋଗିତାରେ ରନର ଅପ୍‌ ହେଲେ ବିଜେପୁରର ଅମିତ ମେହେର

ବରଗଡ, (କେପିଏନ୍‌ଏସ୍‌) : କୋଲକାତାରେ ଅନୁଷ୍ଠିତ ମିଷ୍ଟର ଇଣ୍ଡିଆ ପ୍ରତିଯୋଗିତାରେ ବରଗଡ ଜିଲ୍ଲା ବିଜେପୁରର ଅମିତ ମେହେର ସାରା ଭାରତରୁ ୮୦ ଜଣଙ୍କୁ ପଛରେ ପକାଇ ରନର୍‌ ଅପ୍‌ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ, ସେ ଆଗରୁ ମିଷ୍ଟର ଓଡିଶା ମଧ୍ୟ ହୋଇସାରିଛନ୍ତି ।
Read More...

ବିଜାଖମନଠାରେ ଜଣେ ଚାଷୀଙ୍କ ଜମିରେ ଗୋମାତାକୁ ହତ୍ୟା କରି ମାଂସ ନେଇ ଯାଇଥିବା ଥାନାରେ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବିଜାଖମନଠାରେ ଅନିରୁଦ୍ଧ ମାଝୀ ନାମକ ଜଣେ ଚାଷୀଙ୍କ ଜମିରେ ଗୋମାତାକୁ ହତ୍ୟା କରି ମାଂସ ନେଇ ଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ଅନିରୁଦ୍ଧଙ୍କ ଅଭିଯୋଗ ଅନୁସାରେ, ସେ ଆଜି ସକାଳେ ଶୌଚ ହେବା ପାଇଁ ଯାଉଥିବା ବେଳେ ତାଙ୍କର
Read More...

ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ପକ୍ଷରୁ ଜାତୀୟ ଖାଉଟି ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପତିତପାବନ ଏକାଡେମୀ ସଭାଗୃହରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ତରଫରୁ ଉପ ନିୟନ୍ତ୍ରକ ବୈଧ ମାପ ବିଜ୍ଞାନ, ବଲାଙ୍ଗିର ପ୍ରୟୋଜନାରେ ଜାତୀୟ ଖାଉଟି ଦିବସ ୨୦୨୨ ପଞ୍ଚାୟତର ସଭାପତି ଗୋପବନ୍ଧୁ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ
Read More...