pakka

ବିଧିବଦ୍ଧ ଭାବେ ଘୋଷଣା ହେଲା ଜିଲ୍ଲା ଘୋରୋଇ ବସ ମାଲିକ ସଂଘର ନୂତନ କାର୍ଯ୍ୟକର୍ତ୍ତାଙ୍କ ତାଲିକା : ଦୁର୍ଗା ଚରଣ ବେହେରା ହେଲେ ନୂତନ ସଭାପତି

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଘୋରୋଇ ବସ ମାଲିକ ସଂଘର ନୂତନ କାର୍ଯ୍ୟକର୍ତ୍ତାଙ୍କ ତାଲିକା ବିଧିବଦ୍ଧ ଭାବରେ ଘୋଷଣା ହୋଇଥିବା ଜଣାପଡିଛି । ତେବେ ସଂଘର ନୂତନ ସଭାପତି ଭାବେ ଦୁର୍ଗା ଚରଣ ବେହେରା ର୍ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ବେଳେ ସାଧାରଣ ସମ୍ପାଦକ ଭାବରେ ପ୍ରଦ୍ୟୁତ ମିଶ୍ର, ଉପସଭାପତି ଭାବରେ ସୌମେନ୍ଦ୍ର ପରିଛା, କୋଷାଧ୍ୟକ୍ଷ ଭାବରେ ମାନସ ରଞ୍ଜନ ନାୟକ ଓ ସହସମ୍ପାଦକ ଭାବରେ ଶଙ୍କର ପଟ୍ଟନାୟକ ନିର୍ବାଚନରେ ଜୟଯୁକ୍ତ ହୋଇଥିବା ଜଣାପଡିଛି । ତେବେ ଆଜି ଏହି ନିର୍ବାଚିତତ କାର୍ଯ୍ୟକର୍ତ୍ତାମାନଙ୍କୁ ବିଭିନ୍ନ ସଂଗଠନ ତରଫରୁ ଶୁଭେଚ୍ଛା ଜଣାଯାଇଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.

12 + four =