Daily Archives

ରାସ୍ତାକଡରୁ ଗୁରୁତର ଅବସ୍ଥାରେ ଯୁବକ ଉଦ୍ଧାର

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ଥାନା ଡାହିମାଲ ଦେଉଲଗୁଡି ରାସ୍ତା ପାଖରୁ ମ.ରାମପୁର ଥାନା ପାଜିକେରି ଗାଁର ଉଆଁସୁ କୁମୁରା ନାମକ ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ବହୁ ସମୟ ଧରି ସେ ରାସ୍ତାକଡରେ ପଡି ରହିଥିଲେ । ଲୋକେ ମୃତଦେହ ପଡିଥିବା ସନ୍ଦେହରେ ପାଖକୁ
Read More...

କମଳା ଶତପଥୀଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର : ଲେଖିକା କମଳା ଶତପଥୀ ଅନୁବାଦ ପାଇଁ ୨୦୨୨ର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ । ତେଲୁଗୁ ଉପନ୍ୟାସ 'ଭେନ୍ଦି ମେଘମ' ପୁସ୍ତକର ଓଡ଼ିଆ ଅନୁବାଦ 'ସୁନେଲି ବାଦଲ' ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ମୂଳ ତେଲୁଗୁ ପୁସ୍ତକର ରଚୟିତା ହେଉଛନ୍ତି ସୟଦ ସଲିମ ।
Read More...

ଭାରସାମ୍ୟ ହରାଇ ଓଲଟିଲା ଡ଼ଙ୍ଗା

ପାରାଦୀପ : ପାରାଦୀପ ନେହେରୁ ବଙ୍ଗଳା ନିକଟ ମୁହାଣ ପାଖରୁ କିଛି ଦୂରରେ ଶନିବାର ଏକ ଡ଼ଙ୍ଗା ଭାରସାମ୍ୟ ହରାଇ ଓଲଟି ପଡିଛି । ଡ଼ଙ୍ଗା ଓଲଟିବା ଫଳରେ ସେଥିରେ ଥିବା ୫ ଜଣ ମତ୍ସ୍ୟଜୀବୀ ପାଣୀକୁ ଖସି ପଡ଼ିଥିଲେ । ସେମାନେ ନିଜେ ନିଜକୁ ଉଦ୍ଧାର କରି ସେହି ଡ଼ଙ୍ଗାକୁ ଠିକ୍‌ କାି ପୁଣି ସେଥିରେ
Read More...

ବିର୍ସା ମୁଣ୍ଡା ଷ୍ଟାଡିୟମରେ ହେବ ପୁରୁଷ ହକି ବିଶ୍ୱକପ୍ ୨୦୨୩ : ସ୍ଥିତି ପରଖିଲେ ଅଗ୍ନିଶମ ସେବା ଡିଜି

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ହେବ ପୁରୁଷ ହକି ବିଶ୍ୱକପ୍ ୨୦୨୩ର ମ୍ୟାଚ୍ । ଏଥିପାଇଁ ସଜେଇ ହେଉଛି ଷ୍ଟାଡିୟମ । ବିଭିନ୍ନ ପ୍ରକାର ପ୍ରସ୍ତୁତି କାମ ଆଗେଇ ଚାଲିଛି । ଦର୍ଶକଙ୍କ ବସିବାଠାରୁ ଆରମ୍ଭ କରି ଖେଳାଳିଙ୍କ ସୁରକ୍ଷା ପର୍ଯ୍ୟନ୍ତ ସବୁ
Read More...

ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ପ୍ରବାସ ସଂଗଠନ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇକମାଲ ବ୍ଲକ ଦୂର୍ଗା ମନ୍ଦିର ସାମନାରେ ବିଜେପି ମହିଳା ପ୍ରତିନିଧିମାନଙ୍କ ଦ୍ଵାରା ପ୍ରବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ବିଜେପି ମହିଲା ମୋର୍ଚ୍ଚାର କର୍ମୀମାନଙ୍କୁ ସ୍ୱାଗତ ସର୍ମ୍ବଦ୍ଧନା ଜ୍ଞାପନ
Read More...

ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ ଚଳିତ ଶତାବ୍ଦୀର ବଡ ଦୁର୍ଘଟଣା : କେଆର୍‌ଏସ୍‌ଏସ୍‌

ହାଇକୋର୍ଟ ଆନ୍ଦୋଳନରେ ସାମିଲଥିବା ଆଇନଜୀବୀ, ବୁଦ୍ଧିଜୀବୀ ସ୍ୱତନ୍ତ୍ର ରାଜ୍ୟଦାବୀ ଆନ୍ଦୋଳନକୁ ଆସନ୍ତୁ ବଲାଙ୍ଗିର, (କେପିଏନ୍‌ଏସ୍‌) : କୋସଳାଞ୍ଚଳ ଦୀର୍ଘବର୍ଷ ହେଲା ଅବହେଳାର ଶୀକାର ହୋଇଛି । ଦୀର୍ଘ ୭୫ ବର୍ଷର ଦାବୀ ଓ ୩ ଦଶନ୍ଧୀର ଆନ୍ଦୋଳନ ପରେ ମଧ୍ୟ ଆମକୁ ଅଣଦେଖା କରାଯାଇଛି । ଏବେ
Read More...

ବିଦ୍ୟାଭାରତୀ ଆବାସିକ ବିଦ୍ୟାଳୟର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଛାତ୍ର ଜୀବନର ପ୍ରତିମୁହୂର୍ତ୍ତରେ କଠୋର ଶୃଙ୍ଖଳା ସର୍ବାଦୌ ବାଂଛନୀୟ ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଦ୍ୟାଭାରତୀ ଆବାସିକ ବିଦ୍ୟାଳୟର ସପ୍ତମ ବାର୍ଷିକ ଉତ୍ସବ ଶିକ୍ଷାବିତ୍‌ ରାମ ଶରଣ ହୋତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ପଦ୍ମଶ୍ରୀ ନରସିଂହ ପ୍ରସାଦ
Read More...

ଚାଷ ସରିଲା ପରେ ଏଲ୍‌ଆଇ ପଏଣ୍ଟରୁ ବିଦ୍ୟୁତ କାଟ କରିବାକୁ ଦାବୀ ସତ୍ତ୍ୱେ ବିଲ୍ ଆସୁଥିବା ଚାଷୀଙ୍କ ଅଭିଯୋଗ : ବିଦ୍ୟୁତ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବିଜାଡିହୀ ଗ୍ରାମର ହରିବୋଲ ସାହୁ, ଅକ୍ଷୟ ସାହୁ ଓ ଚତୁର୍ଭୁଜ ସାହୁ ଏକ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଅନୁସାରେ ହରିବୋଲ ସାହୁ, ଅକ୍ଷୟ କୁମାର ସାହୁ ଓ ଚତୁର୍ଭୁଜ ସାହୁ ବିଜାଡିହୀ ଉଠା ଜଳସେଚନ ପ୍ରକଳ୍ପର ଜଣେ ଜଣେ
Read More...

ଯୁବ ହଷ୍ଟେଲର ସଚେତନତା ବାର୍ତ୍ତା ନେଇ ବାଇକ୍ ଶୋଭାଯାତ୍ରା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଓ ଭୁବନେଶ୍ୱରରେ ହେବାକୁ ଥିବା ବିଶ୍ୱକପ ହକିର ପ୍ରଚାର ଓ ପ୍ରସାର, ପରିବେଶ ସଚେତନତା, ପଶୁ ସଂପଦ ସୁରକ୍ଷା ଓ ସଡକ ସୁରକ୍ଷା ସଚେତନତା ବାର୍ତ୍ତା ନେଇ ଭାରତୀୟ ଯୁବ ହଷ୍ଟେଲ ରାଉରକେଲା ଶାଖା ଓ ଓଡିଶା ଶାଖାର ମିଳିତ ଆନୁକୂଲ୍ୟରେ ଏକ ମୋଟର ସାଇକେଲ
Read More...

୨୦୨୫ ସୁଦ୍ଧା ଭାରତ ବର୍ଷରେ ସମ୍ପୂର୍ଣ୍ଣ ଟିବି ମୁକ୍ତ ସମାଜ ଗଠନ ଦିଗରେ ସ୍ୱାସ୍ଥ୍ୟ ବିଭାଗର ପ୍ରୟାସ

ଛତ୍ରପୁର ମୁଖ୍ୟ ଚିକିତ୍ସାଳୟରେ ଟିବି ରୋଗୀଙ୍କୁ ପୃଷ୍ଟିକର ଖାଦ୍ୟ ଓ ଔଷଧ ବିତରଣ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଧାନମନ୍ତ୍ରୀ ଟିବି-ମୁକ୍ତ ଭାରତ ଅଭିଯାନ ଏକ ନିଆରା ପ୍ରୟାସ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ରହିଛି । ଶୁକ୍ରବାର ପ୍ରଧାନମନ୍ତ୍ରୀ ଟିବି
Read More...