Daily Archives

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ବିଜ୍ଞାନ ମେଳା ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ମାଣଚିନା ପ୍ରାଙ୍ଗଣରେ ବାର୍ଷିକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ସଭାପତି ଅତୁଲ୍ୟ ଶତପଥୀ ଓ ସଂପାଦକ ଜିତେନ୍ଦ୍ର ସ୍ୱାଇଁଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଉକ୍ତ ମେଳାରେ ୫୦ଟି
Read More...

ମହିମୁଣ୍ଡା ସରଶ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୨୧ତମ ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଯାପିତ

ବିଦ୍ୟାଳୟର ଭିତ୍ତିଭୂମିର ଉନ୍ନତି ପାଇଁ ପଦକ୍ଷେପ ନିଆଯିବ - ବ୍ଲକ ଅଧ୍ୟକ୍ଷ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକର ମହିମୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଦୁଇଦିନ ଧରି ଚାଲିଥିବା ୨୧ତମ ବାର୍ଷିକ କ୍ରୀଡା ଉତ୍ସବ ଆଜି ଉଦ୍‌ଯାପିତ ହୋଇଯାଇଛି ।
Read More...

ମୂନିନ୍ଦାରେ ଲକ୍ଷ୍ମୀ ପୂଜା ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକର ମୁନିନ୍ଦା ଗ୍ରାମରେ ମା' ମହାଲକ୍ଷ୍ମୀଙ୍କ ପୁଜା ମହାସମାରୋହରେ ପାଳିତ ହୋଇଯାଉଛି । ୧୪ ଜଣ କଳସ ଧରି ନିକଟସ୍ଥ ଲୁଣା ନଦୀରେ କଳସ ବୁଡ଼ାଇବା ସହ ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ । ପ୍ରଥମ ଦିବସରେ ଅଙ୍କୁରା ରୋପଣ, ଗୋ ପୁଜା, ସୂର୍ଯ୍ୟ
Read More...

ହାତୀ ଆକ୍ରମଣରେ ମୃତ ମାଛୁଙ୍କ ପରିବାର ପାଖକୁୁ ପହଞ୍ଚିଲେ ନରସିଂହ

ହାତୀପଲ ଦ୍ୱାରା ଫସଲ କ୍ଷୟକ୍ଷତିର ଠିକ ଭରଣା ଦେଉ ସରକାର - ନରସିଂହମୃତକଙ୍କ ପରିବାରକୁ ଉଚିତ କ୍ଷତିପୂରଣ ପାଇଁ ଚାଲିଛି ଚେଷ୍ଟା - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ତିନି ଚାରି ଦିନ ତଳେ କୁଲତାପଡା ପଞ୍ଚାୟତ ଅନ୍ତର୍ଗତ ଖଇରଗୁଡା ଗାଁର ମାଛୁ ମହାନନ୍ଦଙ୍କ ହାତୀ ଆକ୍ରମଣରେ ପ୍ରାଣ
Read More...

ଗଞ୍ଜାମ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷ ଓ ନିର୍ଦ୍ଦେଶକଙ୍କୁ ନେଇ ଅଗ୍ରଣୀ ସଂସ୍ଥାନ ଓକେସିଏଲର କର୍ମଶାଳା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରସ୍ଥ ଜିଲ୍ଲା ପରିଷଦ ଭବନର ଋଷିକୁଲ୍ୟା ସମ୍ମିଳନୀ ଗୃହରେ ରାଜ୍ୟର ଅଗ୍ରଣୀ ସଂସ୍ଥାନ ଓକେସିଏଲ୍‌ ପକ୍ଷରୁ "ଜ୍ଞାନ କେନ୍ଦ୍ର ମାଧ୍ୟମରେ ଅର୍ଥନୈତିକ ଓ ସାମାଜିକ ନେତୃତ୍ୱ ଗଠନ "ଶୀର୍ଷକ କର୍ମଶାଳାର ଆୟୋଜନ
Read More...

ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୬ତମ ବାର୍ଷିକ ଖେଳକୁଦ ସାମାରୋହ ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଶ୍ରୀରାମନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୨୬ତମ ବାର୍ଷିକ ଖେଳକୁଦ ସାମାରୋହ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ଶନିବାର ଏକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପରିଚାଳନା କମିଟିର ସଭାପତି
Read More...

ରେଣ୍ଡୋ ମାଝୀଙ୍କ ୧୬୭ତମ ସହିଦ ଦିବସ ପାଳିତ

ରେଣ୍ଡୋ ମାଝୀ କଳାହାଣ୍ଡିର ଅସ୍ମିତାର ପରିଚାୟକ ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ଉର୍ଲାଦାନୀଠାରେ କଳାହାଣ୍ଡିର ପ୍ରଥମ ସହିଦ ରେଣ୍ଡୋ ମାଝୀଙ୍କ ୧୬୭ତମ ସହିଦ ଦିବସ ପାଳିତ ହେଇଯାଇଛି । ଏଥିରେ ଅତିଥିମାନେ ରେଣ୍ଡୋ ମାଝୀଙ୍କୁ କଳାହାଣ୍ଡିର
Read More...

ସମାଜରେ ମହିଳାମାନଙ୍କ ପ୍ରତି ଦୃଷ୍ଟିକୋଣ ଓ ବିଚାର ଧାରା ବଦଳାଇବା ନେଇ ‘ସଖୀ’ର ପ୍ରୟାସ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମହିଳାମାନଙ୍କର ମୌଳିକ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଆଇଏସଆରଡ଼ି - ୱାନ ସ୍ଟପ ସେଣ୍ଟର (ସଖୀ) ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ କୁକୁଡାଖଣ୍ଡି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ମହିଳାମାନଙ୍କର ମୌଳିକ ଅଧିକାର ବିଷୟରେ ଏକ କାର୍ଯ୍ୟକ୍ରମ
Read More...

ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ କମ୍ବଳ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ତ୍ତମାନ ସାରା ଦେଶ ପ୍ରବଳ ଶୀତ ପାଇଁ ଥରୁ ଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେଉଛି । ଏହି ଶୀତକୁ ଆଖି ଆଗରେ ରଖି ଅସହାୟ ବ୍ୟକ୍ତି ମାନଙ୍କୁ ଶୀତ ଦାଉରୁ ରକ୍ଷା କରିବା ପାଇଁ ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ କମ୍ବଳ ବଣ୍ଟନ
Read More...

ଓଡିଶା ସୂଚନା ଅଧିକାର ଅଭିଯାନ ବଲାଙ୍ଗିର ଶାଖା ତରଫରୁ ମାନବାଧିକାର ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଅମଲା ଭବନ ଠାରେ ମାନବ ଅଧିକାର ଦିବସ ପାଳନ ଅବସରରେ ଏକ ଆଲୋଚନାଚକ୍ର “ସାଂପ୍ରତିକ ସ୍ଥିତିରେ ମାନବ ଅଧିକାର ଓ ସୂଚନା ଅଧିକାର ଆଇନ” ବିଷୟକୁ ନେଇ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଓଡିଶା ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ
Read More...