Daily Archives

ଭାରତରତ୍ନ ବାବା ସାହେବ ଭୀମ ରାଓ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣି) : ଭାରତରତ୍ନ ବାବା ସାହେବ ଭୀମ ରାଓ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ଝାରବନ୍ଧ ବ୍ଲକ ରାଜେନ୍ଦ୍ରପୁର ଠାରେ ପାଳିତ ହୋଇଯାଇଛି । ଆମ୍ବେଦକର ୱାରିୟର ସଂଗଠନ ତରଫରୁ ଝାରବନ୍ଧ କଲେଜରୁ ଏକ ବିଶାଳ ବାଇକରେଲି ଡଭାରାସ୍ତା ଦେଇ ରାଜେନ୍ଦ୍ରପୁର ଠାରେ
Read More...

ରିଷିଡା କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ

ସିଆଲି ସୋନପୁରକୁ ହରାଇ ତୁଷୁରା ଫାଇନାଲରେ କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଠାରେ ରିଷିଡା ଯୁବାମଞ୍ଚ ପକ୍ଷରୁ ବାପୁଜୀ ମିନିଷ୍ଟାଡିୟମ ଠାରେ ଚାଲିଥିବା ରିଷିଡା କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ପଞ୍ଚମ ଦିନ ମ୍ୟାଚ୍‌ ତଥା ପ୍ରଥମ
Read More...

ସିଡିଏମଓଙ୍କୁ ଦାବୀପତ୍ର ପ୍ରଦାନ

ବରଗଡ, (ନିରୋଜ କୁମାର ପାଣୀ) : ଓଡ଼ିଶା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଏବଂ ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘର ବରଗଡ ଜିଲ୍ଲା ଶାଖା ପକ୍ଷରୁ ଆଜି ଓଡ଼ିଶା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱାସ୍ଥ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ବରଗଡ ମୁଖ୍ୟ
Read More...

ଛତ୍ରପୁର ପୁରୁଣା ରିଜର୍ଭ ପୋଲିସ ଲାଇନରେ ନୂତନ ଆବାସିକ ଗୃହର ଆନୁଷ୍ଠାନିକ ଉଦ୍‌ଘାଟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପୁରୁଣା ରିଜର୍ଭ ପୋଲିସ ଲାଇନ ନିକଟରେ ୬୦ ଜଣ ରହିବା ବାସସ୍ଥଳି ବିଶିଷ୍ଟ ନୂତନ ପୁରୁଷ ବ୍ୟାରେକ ଗୃହ ଆପାର୍ଟମେଣ୍ଟର ଆନୁଷ୍ଠାନିକ ଭାବେ ଗୁରୁବାର ଉଦ୍‌ଘାଟନ ହୋଇଯାଇଛି । ଏହାକୁ ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ମୁଖ୍ୟ ଅତିଥି ରୂପେ
Read More...

ଦୃଷ୍ଟିହୀନମାନଙ୍କ ତ୍ରାଣକର୍ତ୍ତା ଡ଼ା. କେ. ସତ୍ୟନାରାୟଣ ରାଓଙ୍କ ୧୦୩ତମ ଜୟନ୍ତୀ ପାଳିତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଦୃଷ୍ଟିହୀନ ବିଦ୍ୟାଳୟ ଓ ବ୍ରେଲ ପ୍ରେସ୍‌ର ପ୍ରତିଷ୍ଠାତା ତଥା ରାଜ୍ୟରେ ଦୃଷ୍ଟିହୀନମାନଙ୍କ ଶିକ୍ଷା, ନିଯୁକ୍ତି ଏବଂ ଥଇଥାନ କରାଇବାରେ ଡ଼ାକ୍ତର କେ. ସତ୍ୟନାରାୟଣ ରାଓଙ୍କ ଅବଦାନ ଅତୁଳନୀୟ ବୋଲି ଓଡ଼ିଶା ଦୃଷ୍ଟିହୀନ ପ୍ରତିଷ୍ଠାନ ପକ୍ଷରୁ ସ୍ୱର୍ଗତ ରାଓଙ୍କ
Read More...

ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୨୬ତମ ବାର୍ଷିକ କ୍ରୀଡା ଉଦ୍‌ଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହର ଶ୍ରୀରାମ ନଗରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୨୬ତମ ବାର୍ଷିକ କ୍ରୀଡା ଉତ୍ସବ ଜିଲ୍ଲା ସଦର ଷ୍ଟାଡିୟମ ଠାରେ ଆୟୋଜିତ ହୋଇଯାଇଅଛି । ସଭାପତି ଉପେନ୍ଦ୍ର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ
Read More...

ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ କମ୍ବଳ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ତ୍ତମାନ ସାରା ଦେଶ ପ୍ରବଳ ଶୀତ ପାଇଁ ଥରୁ ଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେଉଛି । ଏହି ଶୀତକୁ ଆଖି ଆଗରେ ରଖି ଅସହାୟ ବ୍ୟକ୍ତି ମାନଙ୍କୁ ଶୀତ ଦାଉରୁ ରକ୍ଷା କରିବା ପାଇଁ ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ କମ୍ବଳ ବଣ୍ଟନ
Read More...

ମହାଲକ୍ଷ୍ମୀ ପୂଜା ଉପଲକ୍ଷେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ଭାଲୁମୁଣ୍ଡା ବରଗଛପଡା ମେହେର କ୍ଲବ ତରଫରୁ ୨୨ତମ ମା' ମହାଲକ୍ଷ୍ମୀ ପୂଜା ଚାଲିଥିବା ବେଳେ ଆଜି ପୂର୍ଣ୍ଣାହୁତି ହୋଇଯାଇଛି । ଏହି ପୂଜା ଗତ ୫ ଦିନ ଧରି ଚାଲୁରହିଥିଲା । ଏହି ପୂଜା ଉପଲକ୍ଷେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ନୃତ୍ୟ
Read More...

ନିଜ ପୁଅ ବହୁ ଘରୁ ତଡି ଦେଇଥିବା ବୃଦ୍ଧାଙ୍କୁ ଉଦ୍ଧାର କରି ଆଶ୍ରୟ ଦେଲା ମାହେଶ୍ୱରୀ ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଲେଭଟା ଗ୍ରାମରେ ନିଜ ପୁଅ ବହୁ ଘରୁ ତଡି ଦେଇଥିବା ବୃଦ୍ଧାଙ୍କୁ ଉଦ୍ଧାର କରି ଆଶ୍ରୟ ଦେଲା ମାହେଶ୍ୱରୀ ସଂଗଠନ । ସୂଚନା ଅନୁସାରେ ଏହି ଶୀତ ରାତିରେ ନିଜ ଜନ୍ମ କଲା ମାଙ୍କୁ ପୁଅ ବହୁ ଘରୁ ତଡି ଦେଇଥିବାରୁ ବୃଦ୍ଧା ଜଣକ ବଲାଙ୍ଗିର
Read More...

ଲଇରପଡା ଠାରେ ବନ ବିଭାଗ ପକ୍ଷରୁ ଚଢାଉ ନେଇ ଡିଏଫ୍ଓଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଲଇରାପଡା ଠାରେ ଆଜି ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ୭୯ ଟି ଶାଗୁଆନ ପଟା, ଗୋଟିଏ କାଠ ସାମଗ୍ରୀ ତିଆରି ମେସିନ, ଗୋଟିଏ ଟାଙ୍ଗିଆ ସହ ଗୋଟିଏ ବାଇକ୍ ଜବତ କରିଥିବା ବେଳେ ଘଟଣାରେ ସମ୍ପୃକ୍ତ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ
Read More...