Daily Archives

ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲର ରକ୍ତ ସଂଗ୍ରହ ଗାଡିରେ ପିକ୍‌ନିକ୍‌ କରିଯିବା ଘଟଣା : ଦୃଢ କାର୍ଯ୍ୟାନୁଷ୍ଠାନ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ କିଛି ଦିନ ତଳେ ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ପରିସରରେ ଏକ ଭିଡିଓ ଭାଇରାଲ ହୋଇଥିବା ବେଳେ ଆଜି ପୁଣି ଏକ ଭିଡିଓ ଭାଇରାଲ ହୋଇଛି । ଯାହାକୁ ନେଇ ସହରର ସାରା ଚର୍ଚ୍ଚା ଲାଗି ରହିିଛି । ଭାଇରାଲ ଭିଡିଓରେ ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲର ରକ୍ତ
Read More...

କ୍ରିକେଟ୍‌ ପ୍ରତିଯୋଗିତା ଉଦ୍‌ଯାପିତ

ବିଜେପୁର, (କେପିଏନ୍‌ଏସ୍‌) : ବିଜେପୁରଠାରେ ଚାଲିଥିବା ୨୪ତମ ଜୟ ଜଗନ୍ନାଥ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ୍‌ ଖେଳ ଭାଟିପଡ଼ା ଏବଂ ନାନଝେର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଭାଟିପଡା ପ୍ରଥମେ ବ୍ୟାଟିଂ କରି ୧୦ ଓଭର୍‌ରେ ୬୩ ରନ୍‌ କରିଥିଲା । ଜବାବ୍‌ ରେ
Read More...

କୋଏଲନଗର ସବୁଜ ଉଦ୍ୟାନର ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲନଗର ଡିବ୍ଲକ ସ୍ଥିତ ସବୁଜ ଉଦ୍ୟାନର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଜେଡିର ଯୁବନେତା ତଥା ସାଧାରଣ ସଂପାଦକ ଲୁଟୁ ପୁହାଣ ଓ ସହସଂପାଦକ ଜୟଶ୍ରୀ ପାଣିଗ୍ରାହୀଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ତଥା ଜିଲ୍ଲା
Read More...

ଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟରେ ଅନିୟମିତତା ଅଭିଯୋଗ : କାମ କରିନଥିବା ଶ୍ରମିକଙ୍କୁ ମିଳୁଛି ମଜୁରୀ

ସୂଚନା ଫଳକ ନାହିଁ, ୭୨ ଜଣ ସ୍ଥାନରେ ୧୫୦ ଜଣ ଶ୍ରମିକ କାମ କରିଥିବା ନେଇ ଅଭିଯୋଗ ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ମହରାପଦର ପଂଚାୟତ ଅନ୍ତର୍ଗତ ସର୍ଗିପାଲି ଗ୍ରାମରେ ଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟରେ ଅନିୟମିତତା ଏବଂ ଅର୍ଥ ହେରଫେର ହୋଇଥିବା ନେଇ ଅଭିଯୋଗ ହୋଇଛି ।
Read More...

ଅଭିଷେକ ବେହୁରିଆ ହେଲେ ମିଷ୍ଟର ରାଉରକେଲା ୨୦୨୨

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ଭଂଜଭବନ ଠାରେ ମୁକ୍ତ ରାଉରକେଲା ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାର ବଡି ବିଲଡିଂରେ ଅଭିଷେକ ବେହୁରିଆ ମିଷ୍ଟର ରାଉରକେଲା ୨୦୨୨ ହେବାର ଗୌରବ ହାସଲ କରିଛନ୍ତି । ଗଣେଶ ବି ଜିମ୍ ଆୟୋଜିତ ଓ ରାଉରକେଲା ଫିଜିକ୍ କଲଚର ଆସୋସିଏସନର ସହଯୋଗରେ ଅନୁଷ୍ଠିତ
Read More...

ସରସ୍ଵତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସରସ୍ୱତୀ ଶିଶୁ ମନ୍ଦିର, ମାଣଚିନା ପରିସରରେ ଆଜି ଶିଶୁ ମନ୍ଦିରର ନବମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ସଭ୍ୟ ଧରଣୀଧର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ହରେକୃଷ୍ଣ
Read More...

ଲୋୟର ସୁକତେଲ ପ୍ରକଳ୍ପ ସ୍ତରୀୟ ଥଇଥାନ ଓ ପୂନର୍ବାସ ବୈଠକ

ପ୍ରକଳ୍ପର ସମ୍ପୂର୍ଣ୍ଣ ଏବଂ ବିସ୍ଥାପିତଙ୍କ ଉଚିତ କ୍ଷତିପୂରଣ ଉପରେ ଗୁରୁତ୍ୱ ଦେଲେ ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୀର୍ଘ ଲଢେଇ ପରେ ଆଜି ଲୋୟର ସୁକତେଲ ଆରମ୍ଭ ହେବାକୁ ଯାଉଛି । ପ୍ରତ୍ୟେକ ପ୍ରଭାବିତ ଲୋକେ ବର୍ତ୍ତମାନ ଲୋୟର ସୁକତେଲ ହେଉ ବୋଲି ଚାହୁଁଛନ୍ତି କିନ୍ତୁ କିଛି
Read More...

ଦେଓଗାଁ ରେଞ୍ଜ ଅଫିସରେ ଗଜସାଥୀଙ୍କ ପ୍ରଶିକ୍ଷଣ ଶିବିର

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ବଲାଙ୍ଗିର ଏବଂ ଦେଓଗାଁ ରେଞ୍ଜର ମିଳିତ ଭାବେ ଗଜସାଥୀମାନଙ୍କର ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଦେଓଗାଁ ରେଞ୍ଜରେ ଆୟୋଜିତ ହୋଇଯାଇଛି । ରେଞ୍ଜ ଅଫିସର ଆଲୋକ ମାଝୀଙ୍କ ସଭାପତିତ୍ୱରେ ବଲାଙ୍ଗିର ବନଖଣ୍ଡର ଏ.ସି.ଏଫ୍. ଅଜିତ ବିଶି ମୁଖ୍ୟ ଅତିଥି
Read More...

ମ.ରାମପୁର ବ୍ଲକସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ମହିଳା ବିଭାଗରେ ମ.ରାମପୁର ଓ ପୁରୁଷ ବିଭାଗରେ ମୁଡ଼ିଂ ଚାମ୍ପିୟନ ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଉତ୍ସବ ଘୁମୁରା ପାଇଁ ବିଭିନ୍ନ ବିଭାଗରେ ବ୍ଲକସ୍ତରୀୟ ପ୍ରତିଯୋଗିତା ଆୟୋଜନ ହେଉଥିବା ବେଳେ ମ.ରାମପୁର ପଂଚାୟତ ସମିତି ତରଫରୁ ପୁରୁଷ ଓ ମହିଳା ବିଭାଗର ଫୁଟବଲ ଟୁର୍ଣ୍ଣାମେଣ୍ଟ
Read More...

ଜୋନ ୧୭ରେ ବିଜେପିର ସତ୍ୟାଗ୍ରହ

ବିଜେଡି ରାଜନୀତିର ଅପରାଧିକରଣ କରିଛି : ବିଜେପି ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜୋନ ନଂ ୧୭ରେ ଭରତୀୟ ଜନତା ପାର୍ଟି ପକ୍ଷରୁ ଧାରଣା ପ୍ରଦର୍ଶନ କରାଯାଇଛି । ରାଜ୍ୟରେ ସରକାର ଗଠନ କରିଥିବା ବେଜେଡି ଦଳ ରାଜନୀତିର ଅପରାଧିକରଣ କରିଥିବା ବିଜେପି ପକ୍ଷରୁ ଅଭିଯୋଗ
Read More...