Daily Archives

ସର୍ବ ଭାରତୀୟ ଓପନ କରାଟେ : ବଲାଙ୍ଗିର କରାଟେ ସ୍କୁଲର ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୁବନେଶ୍ୱର ସ୍ଥାନୀୟ କରାଟେ ସ୍କୁଲଠାରେ ଚାଲିଥିବା ଦ୍ୱାଦଶ ସର୍ବ ଭାରତୀୟ ଓପନ୍‌ କରାଟେ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି । ଏଥିରେ ବଲାଙ୍ଗିର କରାଟେ ସ୍କୁଲର ତମନ୍ନା ମେହେର ଓ ୪୦ କେ.ଜି ବର୍ଗ କମିତିରେ ସ୍ୱର୍ଣ୍ଣ, ଆୟୁଷି ସିଂ ବାରିକ ୩୦
Read More...

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସାଧାରଣ ପରିଷଦ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସାଧାରଣ ପରିଷଦ ବୈଠକ ରାଧାକୃଷ୍ଣ ମନ୍ଦିର ସଦେଇପାଲିଠାରେ ଅନୁଷ୍ଠିତ ହେଇଯାଇଛି । ସଭାର ପ୍ରାରମ୍ଭରେ ଉପଦେଷ୍ଟା ଧନଞ୍ଜୟ ମିଶ୍ର ଭଗବାନଙ୍କ ମନ୍ତ୍ରପାଠ କରିଥିଲେ । ମଂଚର ସଭାପତି ପ୍ରଭାକର ମିଶ୍ର ସଭାପତିତ୍ୱ କରିଥିବା ବେଳେ
Read More...

ବଲାଙ୍ଗିର ଜିଲ୍ଲା ଷାଠିଏ ଘର ଡୁମାଲ ସମାଜର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ସଭାପତି ଲମ୍ବୋଦର ମହାକୁରଙ୍କ ସଭାପତିତ୍ୱରେ ବେଲପଡା ବ୍ଲକ ଶେମେଲପାଲିଠାରେ ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୂର୍ବତନ ରାଜ୍ୟ ସଭାପତି ଦେବାର୍ଚ୍ଚନ ଚାଉଲିଆ, ପୂର୍ବତନ କୋଷାଧ୍ୟକ୍ଷ ଜିତେନ୍ଦ୍ର ବେହେରା, ହର୍ଡଖୋଲ
Read More...

୪ର୍ଥ କୋଏଲ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍‌ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ୪ର୍ଥ କୋଏଲ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍‌ ପ୍ରତିଯୋଗିତା କୋଏଲନଗର ସ୍ଥିତ ଏ ବ୍ଲକ ଦୁର୍ଗାପୂଜା ପଡିଆ ଠାରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଚମ୍ପିୟାନସିପ୍‌ର କାର୍ଯ୍ୟକାରୀ ସଂପାଦକ ସୁମନ୍ତ ଜେନାଙ୍କ ଆବାହକତ୍ୱ ଓ ଅଧ୍ୟାପକ ରଶ୍ମିରଂଜନ ରାଉତଙ୍କ ସଂଯୋଜନାରେ
Read More...

ଶାନ୍ତିପଡା ଛକଠାରେ ସଡକ ଦୁର୍ଘଟଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ଥାନା ଅନ୍ତର୍ଗତ ଶାନ୍ତିପଡା ଛକଠାରେ ଏକ ସଡକ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ସୂଚନା ଅନୁସାରେ, ପାଟଣାଗଡ ପଟୁ ଏକ ବସ୍‌ ଆସି ସ୍ଥାନୀୟ ଛକ ଠାରେ ଅଟକି ଥିବା ବେଳେ ଏକ କାର୍‌ ତାକୁ ଓଭରଟେକ କରିବା ସମୟରେ ସାମ୍ନା ପଟୁ ତଥା ଭୁଲ ରାସ୍ତା
Read More...

ବିଶ୍ୱାତ୍ମ ବିଦ୍ୟା ମନ୍ଦିରରେ ବିଜ୍ଞାନ ମେଳା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଷଷ୍ଠ ଅନ୍ତଃସ୍ତରୀୟ ବିଶ୍ୱାତ୍ମ ବିଦ୍ୟା ମନ୍ଦିର, ଖୁଜେନପାଲି ବଲାଙ୍ଗିରଠାରେ ଆୟୋଜିତ ହୋଇଥିବା ବିଜ୍ଞାନ ମେଳାରେ ବିଶ୍ୱାତ୍ମ ବିଦ୍ୟା ମନ୍ଦିର, ସାହାଜବାହାଲର ମୁଖ୍ୟ ଆଚାର୍ଯ୍ୟ ଚନ୍ଦ୍ର କୁମାର ପୁରୋହିତଙ୍କୁ ଷଷ୍ଠ ବିଜ୍ଞାନ ଗାଇଡ ଶିକ୍ଷକ ଭାବେ
Read More...

ଜାମପାଲି ଗ୍ରାମରେ ଗ୍ରାମ ପଞ୍ଚାୟତସ୍ତରୀୟ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ

ଭଣ୍ଡାରପୁରୀ ଦଳ ଚାମ୍ପିୟନ ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଭଣ୍ଡାରପୁରୀ ଗ୍ରାମ ପଞ୍ଚାୟତର ଜାମପାଲି ଖେଳ ପଡିଆଠାରେ ଗ୍ରାମ ପଞ୍ଚାୟତସ୍ତରୀୟ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ
Read More...

ଅବସର ନେବାର ୩ବର୍ଷ ବିତିଲା, ଶିକ୍ଷକଙ୍କୁ ମିଳିଲାନି ତାଙ୍କ ପେନ୍‌ସନ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର । ଗୁରୁ ସମାଜର ସର୍ବାଗ୍ରେ ପୂଜ୍ୟ । ତୃଣମୂଳ ସ୍ତରରେ ପ୍ରାଥମିକ ଶିକ୍ଷକଙ୍କ ଭୂମିକା ଅବର୍ଣ୍ଣନୀୟ ଅଟେ । ସେ କୋମଳମତି ଶିଶୁମାନଙ୍କୁ ଜ୍ଞାନାଲୋକ ପ୍ରଦାନ କରି ସମାଜରେ ପ୍ରତ୍ୟେକ କ୍ଷେତ୍ରରେ ମଣିଷ
Read More...

ଧନୁଯାତ୍ରା ଏପ୍ ଉଦ୍‌ଘାଟିତ

ବରଗଡ଼, (ନିରୋଜ କୁମାର ପାଣୀ) : ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ପାଇଁ ଆଜି 'ଆମର ବରଗଡ଼ ଧନୁଯାତ୍ରା' ଏପ୍‌କୁ ବରଗଡ଼ ଜିଲ୍ଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତିର ସଭାନେତ୍ରୀ ମୋନୀଷା ବାନାର୍ଜୀ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଆୟୋଜିତ ସଭାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ
Read More...

କରୋନା ପାଇଁ ସଚେତନ କଲା ସଚେତନ ନାଗରିକ ମଞ୍ଚ

ରାଉରକେଲା, (ସସ୍ମିତା ପ୍ରଧାନ) : ପୁଣି ଫେରିଛି କରୋନାର ଭୟ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏଥିପାଇଁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଜନସାଧାରଣ ମଧ୍ୟ ଏଥିପ୍ରତି ସଚେତନ ରହିବା ଦରକାର । ଏନେଇ ରାଉରକେଲା ସଚେତନ ନାଗରିକ ମଞ୍ଚ ରାଜ୍ୟ ତଥା ସହରବାସୀଙ୍କୁ ଏହି
Read More...