Daily Archives

କର୍ଲାମୁଣ୍ଡା ବ୍ଲକସ୍ତରୀୟ ଯାଦବ ସମାବେଶ

ତୃତୀୟ ଥର ପାଇଁ ଗରୁଡଧ୍ୱଜ ସଭାପତି ଭାବେ ଓ ନରୋତ୍ତମ ସଂପାଦକ ଭାବେ ମନୋନୀତ କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ତେରେସିଂହା ସ୍ଥିତ ବେଲପଡା ପାଟଖଣ୍ଡା ଯାତ୍ରା ପଡିଆ ଠାରେ କର୍ଲାମୁଣ୍ଡା ବ୍ଲକସ୍ତରୀୟ ଯାଦବ ସମାବେଶ ଓ ବ୍ଲକସ୍ତରୀୟ ନୂତନ
Read More...

ପଲସର୍‌ ଆତଙ୍କ : ଦିନ ଦ୍ୱିପ୍ରହରରେ ୫୦ ହଜାର ଲୁଟ୍‌ ଅଭିଯୋଗ

କଂଟାବାଂଜି, (ଗୁରୁଦୟାଲ ହଂସ) : ଶୁକ୍ରବାର ଅପରାହ୍ନ ପ୍ରାୟ ଦିନ ୧ ଘଂଟା ସମୟରେ ସ୍ଥାନୀୟ ଡାକ ବଙ୍ଗଳା ସମ୍ମୁଖରେ ଜଣେ ବାଇକ୍‌ ଆରୋହୀଙ୍କ ଠାରୁ ଦୁଇ ଜଣ ପଲସର୍‌ ଲୁଟେରା ୫୦ ହଜାର ଟଙ୍କା ଲୁଟ୍‌ ହୋଇଥିବା ନେଇ କଂଟାବାଂଜି ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ, ତୁରେକେଲା
Read More...

ଜିଲ୍ଲା କିଶାନ କଂଗ୍ରେସର ମଣ୍ଡି ପରିଦର୍ଶନ

ମିଲର୍ସଙ୍କ ଉପସ୍ଥିତିରେ କିଣା ବିକା, କଟନୀ ଛଟନୀ ବ୍ୟାପକ ଅନିୟମିତତାକୁ ନେଇ ଉଦ୍‌ବେଗ ପ୍ରକାଶ କଲା କିଶାନ କଂଗ୍ରେସ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ଜିଲ୍ଲା କିଶାନ କଂଗ୍ରେସ କମିଟିର ସଭାପତି ସାନନ୍ଦ ମିଶ୍ର ଓ
Read More...

କୋଚ ଶିବପ୍ରସାଦ ପଟ୍ଟନାୟକ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଦ୍ୱିତୀୟ ଦିନରେ କାଲସାଏପାଲିକୁ ହରାଇ ଆଗଲପୁର ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନିକଟସ୍ଥ ଖଲିଆପାଲି ଆମ୍ବେଦକର ଷ୍ଟାଡିଅମଠାରେ ଜଗନ୍ନାଥ ସ୍ପୋର୍ଟିଂ କ୍ଲବ ଖଲିଆପାଲି ଓ ସ୍ପୋର୍ଷ୍ଟ ହଷ୍ଟେଲ ବଲାଙ୍ଗିର ମିଳିତ ଆନୁକୂଲ୍ୟରେ ତୃତୀୟ ବର୍ଷ କୋଚ ଶିବ ପ୍ରସାଦ ପଟ୍ଟନାୟକ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦ୍ୱିତୀୟ ଦିନରେ ମୁଖ୍ୟ
Read More...

ଦେଓଗାଁ କଲେଜରେ ବାର୍ଷିକ କ୍ରୀଡ଼ା ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୨ତମ ବାର୍ଷିକ କ୍ରୀଡା ଉତ୍ସବ ଗୁରୁବାର ଦିନ ଉଦ୍‌ଘାଟିତ ହୋଇଥିବା ବେଳେ ଶୁକ୍ରବାର ଦିନ ଉଦ୍‌ଯାପିତ ହୋଇଯାଇଛି । ଏହି ଦୁଇ ଦିନିଆ କ୍ରୀଡ଼ା ଉତ୍ସବକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଉପମନ୍ୟୁ
Read More...

କଫ ସିରଫ୍ ଜବତ, ଦୁଇ କୋର୍ଟ ଚାଲାଣ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ପୋଲିସ ବେଆଇନ କଫ୍ ସିରପ କାରବାର ଅଭିଯୋଗରେ ଶୁକ୍ରବାର ଦୁଇ ଜଣକୁ କୋର୍ଟ ଚାଲାଣ କରିଥିବା ଜଣାଯାଇଛି । କୋର୍ଟ ଚାଲାଣ ହୋଇଥିବା ଦୁଇ ଜଣ ହେଲେ ଧଣ୍ଡାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ପାଟିମାଲ ଗାଁର ସିଦ୍ଧେ ପ୍ରଧାନ (୩୮) ଓ
Read More...

ପଶ୍ଚିମ ଓଡ଼ିଶାର ଲୋକ ପରମ୍ପରା ସଂପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଂଚଳ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଡ. ଲଲିତେନ୍ଦୁ ନାୟକଙ୍କ ସଭାପତିତ୍ୱରେ ଲୋକ ପରମ୍ପରା ସଂପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଆଲୋଚନାଚକ୍ରରେ ଆୟରଲାଣ୍ଡ ଜାତୀୟ ବିଶ୍ୱ ବିଦ୍ୟାଳୟର ପ୍ରଫେସର୍ ନୃତତ୍ତ୍ୱବିତ ଡ. ଲିଡିଆଗୁଜୀ
Read More...

କେନ୍ଦ୍ର କୋଇଲା ସଚିବ ଏବଂ କୋଲଇଣ୍ଡିଆ ଅଧ୍ୟକ୍ଷଙ୍କ ଜିନ୍ଦଲ ଷ୍ଟିଲ ପ୍ଲାଣ୍ଟ ପରିଦର୍ଶନ

ଅନୁଗୁଳ, (କେପିଏନ୍‌ଏସ୍‌) : କେନ୍ଦ୍ର କୋଇଲା ସଚିବ ଅମ୍ରିତ ଲାଲ ମୀନା ଏବଂ କୋଲ ଇଣ୍ଡିଆ ଲିମିଟେଡ଼ ଅଧ୍ୟକ୍ଷ ପ୍ରମୋଦ ଅଗ୍ରୱାଲ ୨୯ ଡିସେମ୍ବର ଦିନ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସ୍‌ପି)ର କୋଲ୍ ଗ୍ୟାସିଫିକେସନ ପ୍ଲାଣ୍ଟ (ସିଜିପି) ପରିଦର୍ଶନ କରିଥିଲେ । ଏହି ଅବସରରେ ଜିନ୍ଦଲ ଷ୍ଟିଲ
Read More...

କୁଡାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା

କୁଡାସିଂହା, (କେପିଏନ୍‌ଏସ୍‌) : କୁଡାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ଅଧ୍ୟକ୍ଷ ଛବିଳ ବଗର୍ତ୍ତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କ୍ରୀଡା ପ୍ରତିଯୋଗିତାଟି ଦୁଇ ଦିନ ବ୍ୟାପି ଚାଲିଥିଲା ।
Read More...

ବାର୍ଷିକ କ୍ରୀଡା ଉଦ୍‌ଯାପିତ

ଜରାସିଂହା, (କେପିଏନ୍‌ଏସ୍‌) : ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ୱାରା ଜରାସିଂହା ମିନି ଷ୍ଟାଡିୟମଠାରେ ଅନୁଷ୍ଠିତ ବାର୍ଷିକ କ୍ରୀଡା ଉତ୍ସବ ଆଜି ଉଦ୍‌ଯାପିତ ହୋଇଯାଇଛି । ଅଧ୍ୟକ୍ଷ ବସନ୍ତ କୁମାର ମନହିରା କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିବା ସଙ୍ଗେ ସଙ୍ଗେ ଉଦ୍‌ଯାପନୀ ଉତ୍ସବରେ
Read More...