Daily Archives

ଭାରତ ନିର୍ବାଚନ ଆୟୋଗଙ୍କ ନୂଆ ଯୋଜନା : ଘରୋଇ ପ୍ରବାସୀ ଭୋଟରମାନେ ନିଜ ସ୍ଥାନରେ ଭୋଟ ଦେଇପାରିବେ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ନିର୍ବାଚନ ସମୟରେ ଘରୋଇ ପ୍ରବାସୀ ଭୋଟରମାନଙ୍କ ମତଦାନ ନିମନ୍ତେ ଭାରତ ନିର୍ବାଚନ ଆୟୋଜ ଏକ ସୁବ୍ୟବସ୍ଥିତ ଯୋଜନା ପ୍ରଣୟନ କରିବାକୁ ଯାଉଛନ୍ତି । ଘରୋଇ ପ୍ରବାସୀ ଭୋଟରମାନେ ଶିକ୍ଷା, ରୋଜଗାର ଏବଂ ଅନ୍ୟାନ୍ୟ କାରଣରୁ ନିଜ ନିର୍ବାଚନ ମଣ୍ଡଳୀ ବାହାରେ
Read More...

ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି

୫ ଦଫା ଦାବୀ, ୭ ଦିନ ମହଲତ ମାଗିଲେ ଉପଜିଲ୍ଲାପାଳ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲାର ଧାନମଣ୍ଡିମାନଙ୍କରେ ଲାଗି ରହିଥିବା ଅବ୍ୟବସ୍ଥା, କଟନୀ ଛାଟନୀ ନାମରେ ଚାଷୀଙ୍କୁ ଶୋଷଣ ତଥା ଅନୈତିକ କାମରେ ଲିପ୍ତ ଥିବା ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ବଦଳି ଦାବୀ କରି ଆଜି ଭାରତୀୟ
Read More...

୧୧ତମ ଖ୍ରୀଷ୍ଟମାସ କପ ଅନୁଷ୍ଠିତ

ଫାଇନାଲ୍‌ରେ ବୁରୋମୁଣ୍ଡା ଓ ଖଏରପାଲି ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଦିପ୍ତିପୁର ଠାରେ ୧୧ତମ ଖ୍ରୀଷ୍ଟମାସ କପ ଅନୁଷ୍ଠିତ ହୋଇଯାଇଛି । ଆଜିର ଚତୁର୍ଥ ଦିବସରେ ପ୍ରଥମ ସେମିଫାଇନାଲ୍‌ ମ୍ୟାଚ୍‌ ତେଲମହୁଲ ଦଳ ଓ ବୁରୋମୁଣ୍ଡା ଦଳ ମଧ୍ୟରେ ମ୍ୟାଚ୍‌ ହୋଇଥିଲା । ଏଥିରେ
Read More...

୪ ପ୍ରତିଶତ ମହଙ୍ଗା ଭତ୍ତା ଘୋଷଣା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନ ଭୋଗୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାରି ପ୍ରତିଶତ ଅତିରିକ୍ତ ମହଙ୍ଗା ଭତ୍ତା ଓ ଞଓ ମଞ୍ଜୁର କରିଛନ୍ତି । ଜୁଲାଇ ପହିଲା ୨୦୨୨ରୁ ଏହା ପିଛିଲା ଭାବେ ଲାଗୁ ହେବ ।
Read More...

ବ୍ରଜରାଜନଗରରେ ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

କିଶୋର ବାବୁଙ୍କ ସରଳତା ଥିଲା ତାଙ୍କ ବଡ ପରିଚୟ - ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବ୍ରଜରାଜନଗର ଠାରେ ବିଧାନ ସଭାର ପୂର୍ବତନ ବାଚସ୍ପତି ସ୍ୱର୍ଗତ କିଶୋର ମହାନ୍ତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ
Read More...

ଦେଓଗାଁ ଡିଗ୍ରୀ କଲେଜରେ ବାର୍ଷିକ କ୍ରୀଡ଼ା ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ମଙ୍ଗଳବାର ଦିନ ବାର୍ଷିକ କ୍ରୀଡ଼ା ଉଦ୍‌ଯାପିତ ହୋଇଯାଇଛି । ଅଧ୍ୟକ୍ଷା ରମେଶ ଚନ୍ଦ୍ର ପ୍ରଧାନୀ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ କର୍ତ୍ତବ୍ୟ ପାରାୟଣ, ଶୃଙ୍ଖଳିତ,
Read More...

ଦୁର୍ଗା ପ୍ରସାଦ ମେମୋରିଆଲ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦୁର୍ଗା ପ୍ରସାଦ ମେମୋରିଆଲ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଆପ୍ ନେତା ଆଶିଷ ପାଣ୍ଡେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଶିକ୍ଷକ ପ୍ରଦୀପ ଛତ୍ରିଆ, ଆଶିଷ ବାରିକ, ପ୍ରକାଶ ମହାନନ୍ଦ ଯୋଗ ଦେଇଥିଲେ
Read More...

୨ୟ କୃପା ଷାଣ୍ଢ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁର ପଲ୍ଲିଶ୍ରୀ ହାଇସ୍କୁଲ ପଡିଆରେ ରାମଚନ୍ଦ୍ରପୁରର ଶ୍ରୀ ସତ୍ୟସାଇ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଦ୍ଵିତୀୟ କୃପା ଷାଣ୍ଢ ମେମୋରିଆଲ୍ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛିି । ଏହି ପ୍ରତିଯୋଗିତାରେ ୨୪ଟି
Read More...

ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦ୍‌ଯାପିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦ୍‌ଯାପିତ ହୋଇଯାଇଛି । ଏହି ଉଦ୍‌ଯାପିତ ଉତ୍ସବରେ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଗରୁଡ଼ଧ୍ୱଜ ବେହେରାଙ୍କ ଅଧ୍ୟକ୍ଷତାରେ
Read More...

ଛତ୍ରପୁର ବ୍ଲକର ବ୍ରାହ୍ମଣୀଆପଲ୍ଲୀ ଗ୍ରାମକୁ ସମ୍ପୂର୍ଣ୍ଣ ଟିବି ମୁକ୍ତ ଗ୍ରାମ କରିବା ନେଇ ସାମୂହିକ ପଦକ୍ଷେପ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଭିକାରୀପଲ୍ଲୀ ପଞ୍ଚାୟତର ବ୍ରାହ୍ମଣୀଆପଲ୍ଲୀ ଗ୍ରାମରେ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୁଲ୍ୟରେ ଯକ୍ଷ୍ମାରୋଗର ପାଦୁର୍ଭାବର ଲକ୍ଷଣ ଚିହ୍ନଟ କରିବା, ଯକ୍ଷ୍ମାରୋଗର ନିରାକରଣ ଓ ସତର୍କତା ଅବଲମ୍ବନ କରିବା
Read More...