ଦୁର୍ଗା ପ୍ରସାଦ ମେମୋରିଆଲ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦୁର୍ଗା ପ୍ରସାଦ ମେମୋରିଆଲ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଆପ୍ ନେତା ଆଶିଷ ପାଣ୍ଡେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଶିକ୍ଷକ ପ୍ରଦୀପ ଛତ୍ରିଆ, ଆଶିଷ ବାରିକ, ପ୍ରକାଶ ମହାନନ୍ଦ ଯୋଗ ଦେଇଥିଲେ । ଶିରାବାହାଲ ଏବଂ ଉଡାର ମଧ୍ୟରେ ଫାଇନାଲ ଖେଳରେ ଶିରାବାହାଲ ଦଳ ବିଜୟୀ ହୋଇ ଚାମ୍ପିଅନ ହୋଇଥିଲା । ପ୍ରଭାତ ମହନନ୍ଦଙ୍କ ସଭାପତିତ୍ୱରେ ସୁରେଶ ମହାନନ୍ଦ, ରୋଶନ ଛତ୍ରିଆ ଖେଳ ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ଅନାଦି ଛତ୍ରିଆ ଏବଂ ମନୋଜ ଦୀପ, ସର୍ଜନ ସାହୁ ଧାରା ବିବରଣୀ ଦାୟିତ୍ଵ ତୁଲାଇଥିଲେ ।

Leave A Reply

Your email address will not be published.

fifteen − one =

error: Content is protected !!