Daily Archives

ପଦ୍ମପୁର ବ୍ଲକରେ ପିଲାଙ୍କ ପାଖରେ ପାଠାଗାର କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପୁସ୍ତକ ବ୍ୟକ୍ତି ଭିତରେ ଥିବା ଜିଜ୍ଞାସା ପ୍ରବୃତ୍ତିକୁ ଜାଗ୍ରତ କରେ । ଅଜ୍ଞାନର ପରଦା ହଟାଇ ଜ୍ଞାନର ଗବାକ୍ଷ ଉନ୍ମୁକ୍ତ କରେ । ତେଣୁ ଛାତ୍ରଛାତ୍ରୀମାନେ ପୁସ୍ତକ ପଠନ ପ୍ରତି ଯତ୍ନବାନ ହେବାକୁ 'ଶିଶୁଶ୍ରୀ ଭ୍ରାମ୍ୟମାଣ ପାଠାଗାର'ର ବ୍ଲକ ପରିକ୍ରମା
Read More...

ତୁଲାପଡା ଦାମୋଦର ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଅନୁଷ୍ଠିତ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅଧିନ ତୁଳାପଡା ସ୍ଥିତ ଦାମୋଦର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଶୁକ୍ରବାର ଦିନ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରୀଡ଼ା ଉତ୍ସବ ଶୁକ୍ରବାର ଓ ଶନିବାର ଦୁଇଦିନ ଧରି ଅନୁଷ୍ଠିତ ହେବ । ଏହି ଅବସରରେ
Read More...

ସ୍ୱର୍ଗତ ପିତାଙ୍କ ସ୍ମୃତି ଅବସରରେ ପୁତ୍ରଙ୍କ ଭୂମିଦାନ

କଳାହାଣ୍ଡି, (ପି. କେ ସାହୁ) : କଳାହାଣ୍ଡି ଜିଲ୍ଲା କୁଲତା ସମାଜର ପୂର୍ବତନ ସଭାପତି ଦିବଂଗତ ତ୍ରିଲୋଚନ ପଧାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ସୁପୁତ୍ର ଅଶୋକ ପଧାନ ଏକ ଭବନ ନିର୍ମାଣ ନିମନ୍ତେ ଶୁକ୍ରବାର ଦିନ କୁଲତା ସମାଜର ଜିଲ୍ଲା, ଆଞ୍ଚଳିକ ତଥା ଗ୍ରାମ୍ୟ କମିଟି ଭାନପୁରର ଉପସ୍ଥିତିରେ
Read More...

ସଇଁତଲାରେ ବ୍ଲକସ୍ତରୀୟ କ୍ରୀଡା ଚୟନ ଶିବିର ଉଦ୍‌ଯାପିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ଘୁନସର ବଣାବିଜାର ଷ୍ଟାଡିୟମ ଠାରେ ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ୧୪ରୁ ୧୭ ବର୍ଷର ସବ୍‌ଜୁନିୟର ଓ ସିନିୟର ବାଳକ ଓ ବାଳିକାମାନଙ୍କୁ ନେଇ ଚୟନ ଶିବିର ଉଦ୍‌ଯାପିତ ହୋଇଯାଇଛି । ଏହି କ୍ରୀଡାରେ ବ୍ଲକ ସମ୍ପାଦିକା
Read More...

ଭବାନୀପାଟଣା ଠାରେ ସ୍ଥାୟୀ ଜୀବିକା ଓ ଜଳବାୟୁ ପରିବର୍ତ୍ତନ ଶୀର୍ଷକ କର୍ମଶାଳା ଅନୁଷ୍ଠିତ

କଳାହାଣ୍ଡି, (ପି.କେ. ସାହୁ) : ଆଜି କଳାହାଣ୍ଡି ଜିଲ୍ଲା ଯୋଜନା କାର୍ଯ୍ୟଳୟର ସଭାଗୃହରେ ସ୍ତାୟୀ ଜୀବିକା ଓ ଜଳବାୟୁ ଶୀର୍ଷକ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଜିଲ୍ଲାସ୍ତରୀୟ ଅଧିକାରୀ, ବେସରକାରୀ ସଂସ୍ଥା ଗୁଡ଼ିକର ପ୍ରତିନିଧି ପଞ୍ଚାଜୟତିରାଜ
Read More...

୪୨ ଦିନରେ ପଦ୍ମପୁର ଜିଲ୍ଲା ଦାବୀ ଆନ୍ଦୋଳନ

ପଦ୍ମପୁର ବିଧାୟିକା ନେଲେ ଜିଲ୍ଲା ଗଠନ ଦାୟିତ୍ଵ ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବୀକୁ ଅଗ୍ରାଧିକାର ଦେଇ ଦାୟିତ୍ଵ ନେଲି ବୋଲି କହିଲେ ନବ ନିର୍ବାଚିତ ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା । ଗତ ତିନି ଦଶଂଧି ଧରି ପଦ୍ମପୁର ଉପଖଣ୍ଡକୁ
Read More...

ବଲାଙ୍ଗିର ପୋଲିସ ପଡିଆରେ ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ସିଜ୍‌ ଗାଡି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୋଲିସ ପଡିଆରେ ଭୟାବହ ଅଗ୍ନିକାଣ୍ଡ ଘଟି ସିଜ୍‌ ଗାଡି ଜଳି ଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, ଗତ ଗୋଟିଏ ମାସ ତଳେ ଥାନାମାନଙ୍କରେ ପଡି ରହିଥିବା ସିଜ୍‌ ଗାଡିଗୁଡିକୁ ନିଲାମୀ କରିବା ପାଇଁ କୋର୍ଟ ତରଫରୁ ନିଷ୍ପତ୍ତି ନିଆଯାଇଥିଲା । ତେଣୁ
Read More...

ଓଡ଼ିଶାର ବିଶିଷ୍ଟ ଗଣକ ଜ୍ୟୋତିର୍ବିଦ ବାଚସ୍ପତି ପଣ୍ଡିତ ନରସିଂହ ଶତପଥୀଙ୍କ ଦେହାନ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ଜଣେ ପ୍ରତିଷ୍ଠିତ ଜ୍ୟୋତିଷ ବିଶାରଦ, ଗଣକ, କର୍ମକାଣ୍ଡ ବିଶାରଦ, ଓଡ଼ିଶାରେ ପ୍ରକାଶିତ ଏକ ମାତ୍ର ନିର୍ଭରଯୋଗ୍ୟ ସୁପ୍ରସିଦ୍ଧ ରାଧାରମଣ ପଞ୍ଜିକାର ପ୍ରକାଶକ ଜ୍ୟୋତିର୍ବିଦ ବାଚସ୍ପତି ପଣ୍ଡିତ ନରସିଂହ ଶତପଥୀଙ୍କ ଦେହାନ୍ତ ହୋଇଯାଇଥିବା ଖବର
Read More...

ସମାଜସେବୀ ଜୟ ପ୍ରକାଶ ଅଗ୍ରୱାଲଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମାଜସେବୀ ତଥା କବି ଜୟପ୍ରକାଶ ଅଗ୍ରୱାଲଙ୍କ (୭୨) ବର୍ଷ ବୟସରେ ମାଲପଡା ସ୍ଥିତ ବାସଭବନରେ ପରଲୋକ ହୋଇଯାଇଥିବା ଖବର ମିଳିଛି । ସେ ଜଣେ ସମାଜସେବୀ, ପରୋପକାରୀ, ଧର୍ମପରାୟଣ ବ୍ୟକ୍ତି ଥିଲେ । ତାଙ୍କ ଶେଷ ସମୟରେ ତାଙ୍କ ପାଞ୍ଚ ପୁତ୍ର ରାଜୀବ, ଡା. ମନୋଜ, ଇଂ.
Read More...

ରେଲୱେ ବିଭାଗର ସମସ୍ୟା ସମ୍ବନ୍ଧରେ ବିଭାଗୀୟ ମନ୍ତ୍ରୀଙ୍କ ସହିତ ଆଲୋଚନା ଏବଂ ସ୍ମାରକପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ନୂଆଦିଲ୍ଲୀ ଠାରେ ଭାରତ ସରକାରଙ୍କ ରେଲୱେ, ସଂଚାର, ସୂଚନା ପ୍ରୋଦ୍ୟୋଗୀକ, ଇଲେକ୍ଟ୍ରୋନିକ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ସୁଜିତ କୁମାର, ଶ୍ରୀମତୀ ମମତା ମହନ୍ତ ପ୍ରମୁଖ ପଶ୍ଚିମ ଓଡିଶାର ରେଲୱେ ବିଭାଗ
Read More...