Daily Archives

ଝାଙ୍କରପାଲି ପଞ୍ଚାୟତ ଠାରେ ଗ୍ରାମସଭା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଝାଙ୍କରପାଲି ପଞ୍ଚାୟତ ଠାରେ ଏକ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ଅନାମିକା ହୋତା ଯୋଗ ଦେଇଥିବା ବେଳେ ବ୍ଲକ ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ହୋତା, ସରପଞ୍ଚ ବୃନ୍ଦାବତି
Read More...

ଜିଲ୍ଲା ଛାତ୍ର କଂଗ୍ରେସ କମିଟି ତରଫରୁ ଦସ୍ତଖତ ଅଭିଯାନ ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ କମିଟି ତରଫରୁ ଆଗଲପୁର ବିଜ୍ଞାନ କଲେଜ ଗୁହୁରିଆମୁଡ଼ା ଠାରେ ରାହୁଲଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ଭାରତ ଯୋଡୋ ଯାତ୍ରାକୁ ସମର୍ଥନ ଜଣାଇଥିଲେ । ଏହି ଅବସରରେ ଛାତ୍ର କଂଗ୍ରେସ ତରଫରୁ ଛାତ୍ରଛାତ୍ରୀ ମାନଙ୍କର ବିଭିନ୍ନ
Read More...

ନୂଆଁପଡ଼ାରେ ଅଙ୍ଗନୱାଡି କେନ୍ଦ୍ର(କ) ଉଦ୍‌ଘାଟିତ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ କୁଡାସିଂହା ପଞ୍ଚାୟତ ଅଧିନରେ ଥିବା ନୂଆପଡ଼ା ଗାଁରେ ଅଙ୍ଗନୱାଡି କେନ୍ଦ୍ର(କ) ଉଦ୍‌ଘାଟିତ ହୋଇଯାଇଛି । ସଦର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରୀତା ବାଗ, ବିଡିଓ ପ୍ରୀତମ ତନ୍ତୀ, ଜିପିଇଓ ଦାମୋଦର ଦାଶ, ଇଓ ଶ୍ୟାମ ମୋହନ ବଢେଇ, ବ୍ଲକ
Read More...

କନ୍ଧମାଳ ଜିଲ୍ଲାପାଳଙ୍କ ତୁରନ୍ତ କାର୍ଯ୍ୟାନୁଷ୍ଠାନ : କାର୍ଯ୍ୟରେ ଅବହେଳା ଅଭିଯୋଗ ନେଇ ଶିକ୍ଷକ ନିଲମ୍ବିତ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଗୋଛାପଡ଼ା ପଂଚାୟତ ଅନ୍ତର୍ଗତ ପିପଲମାଲ ବିଦ୍ୟାଳୟରେ ଗତ ୧୨ ତାରିଖରେ ଦେଖାଯାଇଥିବା ଅଭାବନୀୟ ଘଟଣା ପ୍ରକାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି ବିହିତ କାର୍ଯ୍ୟାନୁଷ୍ଠାନ । ସୂଚନା ଅନୁସାରେ କାର୍ଯ୍ୟରେ ଅବହେଳା ପାଇଁ
Read More...

ନେହେରୁ ଯୁବକେନ୍ଦ୍ର ସଂଗଠନ ପକ୍ଷରୁ ବିଜୟ ଦିବସ ପାଳିତ

ଭବାନୀପାଟଣା, (ପି.କେ ସାହୁ) : ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ଥ ଶାଖା ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ ତିଳଯୋଡି ହାଇସ୍କୁଲ ଖେଳ ପଡିଆ ଠାରେ ବିଜୟ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗଣ୍ଡବାରାଝୋଲା ସରପଞ୍ଚ
Read More...

ଦ୍ଵିତୀୟ କନ୍ୟା ସନ୍ତାନର ଏକୋଇଶା ଉତ୍ସବରେ ଶୀତବସ୍ତ୍ର ବଣ୍ଟନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଆଜିକା ସମୟରେ ଯେଉଁଠି କନ୍ୟା ସନ୍ତାନ ମାନଙ୍କୁ ମାତୃ ଗର୍ଭରୁ ହତ୍ୟା କରାଯାଉଛି ସେହି ସମୟରେ ନିଜର ଦ୍ୱିତୀୟ କନ୍ୟାର ଏକୋଇଶା ଦିବସକୁ ଏକ ନିଆରା ଢଙ୍ଗରେ ପାଳନ କରି ଡେଲାଙ୍ଗ ଅଞ୍ଚଳରେ ଏକ ଉଦାହରଣ ପାଲଟିଛନ୍ତି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ
Read More...

ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଉତ୍ତର ଭୋଗରାଇ ଶାଖା ପକ୍ଷରୁ ୨୯ତମ ‘ଶିଶୁ ଉତ୍ସବ’

ଭୋଗରାଇ : ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଉତ୍ତର ଭୋଗରାଇ ଶାଖା ପକ୍ଷରୁ ୨୯ତମ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଗୁଣସାର୍ଥା ପଞ୍ଚାୟତ ଅନ୍ତର୍ଗତ ଦୁବସାହି ଗୟାପ୍ରସାଦ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବର୍ଣ୍ଣାଢ୍ୟ ପରିବେଶ
Read More...

ରେଳ ଲାଇନରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବୁର୍ଡା ନିକଟସ୍ଥ ରେଳଷ୍ଟେସନ ଠାରେ ଆଜି ସକାଳେ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି । ବୃଦ୍ଧ ଜଣକ ଲୋଇସିଂହା ଥାନା ଅନ୍ତର୍ଗତ କଦଳୀପାଲିର ଅଟମ୍ବର ବରିହା ବୋଲି ଜଣାପଡିଛି । ସେ ଘରୁ ନିଜ ଝିଅ ଘରକୁ ଯାଉଛି
Read More...

କପିଲାଭଟାରେ ଗ୍ରାମ ପଞ୍ଚାୟତସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଂଚାୟତର ତାଳଭଟା ସର୍ବସାଧାରଣ ଖେଳପଡିଆ ଠାରେ ଗ୍ରାମ ପଞ୍ଚାୟତସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗ୍ରାମ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ କୁଳମଣି
Read More...

ସ୍ୱର୍ଗତ ମନୋହର ନାଗଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଟେମରୀ ପଞ୍ଚାୟତ ସୋଢା ଗ୍ରାମର ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ମନୋହର ନାଗଙ୍କ ଆକଷ୍କିକ ଦୂର୍ଘଟଣାରେ ମୃତ ବରଣ ହୋଇଥିଲା । ତାଙ୍କର ଅକାଳ ବିୟୋଗରେ ଅଞ୍ଚଳରେ ଶୋକରେ ଚ୍ଛାୟା ଖେଳି ଯାଇଥିଲା । ତାଙ୍କର ପଛରେ ମାତା, ପିତା, ସ୍ତ୍ରୀ
Read More...