jsm

ନୂଆଁପଡ଼ାରେ ଅଙ୍ଗନୱାଡି କେନ୍ଦ୍ର(କ) ଉଦ୍‌ଘାଟିତ

csstore

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ କୁଡାସିଂହା ପଞ୍ଚାୟତ ଅଧିନରେ ଥିବା ନୂଆପଡ଼ା ଗାଁରେ ଅଙ୍ଗନୱାଡି କେନ୍ଦ୍ର(କ) ଉଦ୍‌ଘାଟିତ ହୋଇଯାଇଛି । ସଦର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରୀତା ବାଗ, ବିଡିଓ ପ୍ରୀତମ ତନ୍ତୀ, ଜିପିଇଓ ଦାମୋଦର ଦାଶ, ଇଓ ଶ୍ୟାମ ମୋହନ ବଢେଇ, ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ପୁଷ୍ପାଞ୍ଜଳି ହୋତା, ସରପଂଚ ଶ୍ରୀମତୀ ଜ୍ୟୋସ୍ନାରାଣୀ ସାହୁ, ସମିତି ସଭ୍ୟା ଶ୍ରୀମତୀ କାମିନୀ ପୁଟେଲ ସମେତ ଗାଁର ବହୁ ଜନସାଧାରଣ ଯୋଗ ଦେଇଥିଲେ ।

yuvodaya
Leave A Reply

Your email address will not be published.