Daily Archives

ସର୍ଗିବାହାଲ ସରସ୍ଵତୀ ଶିଶୁ ମନ୍ଦିରର ୧୪ତମ ବାର୍ଷିକ କ୍ରୀଡା ମହୋତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ସରସ୍ଵତୀ ଶିଶୁ ମନ୍ଦିରର ୧୪ତମ ବାର୍ଷିକ କ୍ରୀଡା ମହୋତ୍ସବ ହୋଇଥିଲା । ଏହି ଉତ୍ସବର ଉଦ୍‌ଘାଟନୀ ଉତ୍ସବରେ ସର୍ଗିବାହାଲ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥିନୀ ଶ୍ରୀମତୀ ନେପୁର ସୁନା ଦୀପ ପ୍ରଜ୍ଜଳନ କରି ଉଦ୍‌ଘାଟନୀ ଘୋଷଣା
Read More...

ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅବସରରେ ରକ୍ତଦାନ ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଉପଖଣ୍ଡ ଗାଈସିମା ଗ୍ରାମରେ ଶ୍ରୀ ଶ୍ରୀ ଶନିଶ୍ଚର ମହାରାଜଙ୍କ ବିଗ୍ରହ ଓ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅବସରରେ ମନ୍ଦିର ପ୍ରତିଷ୍ଠା କମିଟି ଓ ନିଷ୍ଠା ପରିବାରର ମିଳିତ ଆନୁକଲ୍ୟରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାିଛି ।
Read More...

ଟାଉନ ପୋଲିସ ପକ୍ଷରୁ ବରପାଲି ପଡା ଠାରୁ ୧୧୪ ବୋତଲ କୋରେକ୍ସ ଜବତ, ଜଣେ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ଥାନା ଅନ୍ତର୍ଗତ ବରପାଲି ପଡା ଠାରେ ଏସ୍‌ପି ନିତିନ କୁଶଲକରଙ୍କ ନିର୍ଦ୍ଦେଶ କ୍ରମେ ଗତ ବିଳମ୍ବିତ ରାତ୍ରୀରେ ଟାଉନ ପୋଲିସ ପକ୍ଷରୁ ଚଢାଉ କରାଯାଇ ୧୧୪ ବୋତଲ କୋରେକ୍ସ ଜବତ କରାଯାଇଥିବା ବେଳେ ଏହି ମାମାଲାରେ ରାଜ କୁମାର ମେହେର ନାମକ ଜଣେ
Read More...

ଜିଲା ପୋଲିସ ଦ୍ୱାରା ବିଜାଖମନଠାରେ ଜିଲ୍ଲାର ୧୭ଟି ଥାନାରୁ ଜବତ ହୋଇଥିବା ୭୦୦୦ ଲିଟରରୁ ଅଧିକ ଦେଶୀ ମଦ ନଷ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲା ପୋଲିସ ଦ୍ୱାରା ବଲାଙ୍ଗିର ସ୍ଥିତ ବିଜାଖମନ ଠାରେ ଜିଲ୍ଲାର ୧୭ଟି ଥାନା ଯଥା ଟାଉନ ଥାନା, ସଦର ଥାନା, ଦେଓଗାଁ ଥାନା, ଲୋଇସିଂହା ଥାନା, ପୁଇଁନ୍ତଲା ଥାନା, ଲାଠୋର ଥାନା, ଲରମ୍ଭା ଥାନା, ବଙ୍ଗୋମୁଣ୍ଡା ଥାନା, ମୁରିବାହାଲ ଥାନା, କଣ୍ଟାବାଞ୍ଜି ଥାନା,
Read More...

ଜେଏସ୍‌ଏଲ୍‌ ପରିସରରେ ଇଭି ଯାନର ଶୁଭାରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଯାଜପୁର ୟୁନିଟ୍‌ ପରିସରରେ ଇଲେକ୍ଟ୍ରି ଭେଇକିଲ (ଇଭି) ଚଳପ୍ରଚଳର ଶୁଭାରମ୍ଭ କରାଯାଇଛି । ବିଶେଷ କରି କମ୍ପାନୀ କର୍ମଚାରୀଙ୍କ ଯାତାୟାତ ପାଇଁ କାରଖାନା ପରିସରରେ ୪ଟି ଟାଟା ନେକ୍ସନ୍‌ ଇଭି ମ୍ୟାକ୍ସର
Read More...

ବ୍ରାଉନସୁଗାର ଜବତ : ୨ ଗିରଫ

ଭଦ୍ରକ : ଭଦ୍ରକ ସହରର ଜାତୀୟ ରାଜପଥ ଗେଲପୁର ନିକଟରେ ଗୁରୁବାର ରାତିରେ ଗ୍ରାମାଞ୍ଚଳ ପୋଲିସ ୧୧ ଗ୍ରାମ ବ୍ରାଉନସୁଗାର ଜବତ ସହ ୨ ଜଣ ଯୁବକଙ୍କୁ ଗିରଫ କରିଥିବା ଜଣାପଡିଛି । ଏମ୍‌ଭି ଚେକିଂ ବେଳେ ଏକ ବାଇକ୍‌ରେ କଟକର ୨ ଜଣ ଯୁବକ ବ୍ରାଉନସୁଗାର ସହ ଧରା ପଡ଼ିଥିଲେ । ଗିରଫ ଅଭିଯୁକ୍ତ ଦ୍ୱୟ
Read More...

କଂଗ୍ରେସର ଭାରତ ଯୋଡୋ ଯାତ୍ରାକୁ ପୂରଣ ହେଲା ୧୦୦ ଦିନ

ନୂଆଦିଲ୍ଲୀ : କଂଗ୍ରେସର ଭାରତ ଯୋଡୋ ଯାତ୍ରାକୁ ୧୬ ଡିସେମ୍ବର ଅର୍ଥାତ୍ ଶୁକ୍ରବାର ୧୦୦ ଦିନ ପୂରଣ ହୋଇଛି । ଏହାରି ଭିତରେ ରାହୁଲ ଗାନ୍ଧୀ ୨୮୦୦ କିଲୋମିଟରରୁ ଅଧିକ ବାଟ ଅତିକ୍ରମ କରି ସାରିଲେଣି । ଭାରତ ଯୋଡୋ ଯାତ୍ରା ଏବେ ୭ଟି ରାଜ୍ୟ ଅତିକ୍ରମ କରି ସାରିଲାଣି । ଏଥି ମଧ୍ୟରେ ରହିଛି
Read More...

ତୁଡୁକପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ମଳଛିଟା ପଡ଼ିବା ଭଳି ଅଦ୍ଭାବନୀୟ ଘଟଣାକୁ ବିତିଲା ଆଠ ଦିନ

ଆଜି ସୁଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ଘଟଣାର ତଦନ୍ତ ସ୍ଥଳ ପରିଦର୍ଶନ କରିନଥିବା ଏକ ବିଡ଼ମ୍ବନାର ବିଷୟ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ତୁଡୁକପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ମଳଛିଟା ପଡ଼ିବା ଭଳି ଏକ ଅଦ୍ଭାବନୀୟ ଘଟଣା ଖୁବ ଆଲୋଡନ ସୃଷ୍ଟି କରିଛି । ଘଟଣାର ଆଠଦିନ ବିତିଗଲା,
Read More...

ସୁକତେଲ ବ୍ରିଜ ଉପରେ ଦୁଇ ମାଲ୍ ବୋଝେଇ ଟ୍ରକ୍‌ ମୁହାଁମୁହିଁ ଧକ୍କା

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଲୋଇସିଂହା ରାସ୍ତାର ଫାସଡ ସୁକତେଲ ବ୍ରିଜ ଉପରେ ଦୁଇ ମାଲ୍‌ ବୋଝେଇ ଟ୍ରକ୍‌ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି । ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଗୁରୁବାର ରାତି ୧୨ଟାରେ ବିଶାଖାପାଟଣାରୁ ରାୟଗଡ଼
Read More...

ପଞ୍ଚାୟତସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ପୁଇଁନ୍ତଲା ହାଇସ୍କୁଲ ଖେଳ ପଡିଆ ଠାରେ ହାଇସ୍କୁଲ ପକ୍ଷରୁ ପଞ୍ଚାୟତସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଶଶିକାନ୍ତ ଯୋଶୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଇଓ ଲୋକନାତ ସୁନା, ଏବିଡିଓ ଉପେନ୍ଦ୍ର ମାଝୀ,
Read More...
error: Content is protected !!