Daily Archives

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧୦ରୁ ଅଧିକ ଯାତ୍ରୀ ଆହତ

କୁଳିଅଣା : ୧୮ ନଂ ଜାତୀୟ ରାଜପଥର ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଛକ ନିକଟରେ ଶୁକ୍ରବାର ରାସ୍ତା କଡ଼କୁ ଓଲଟି ପଡ଼ିଛି ଏକ ଯାତ୍ରୀବାହୀ ବସ୍‌ । ଗୌରୀ ନାମକ ଏହି ଘରୋଇ ବସ୍‌ଟି ଖିଚିଂରୁ ବାରିପଦା ଅଭିମୁଖେ ଆସୁଥିବା ସମୟରେ କୁଳିଅଣା ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଏଥିରେ
Read More...

ସାରଳା ଶକ୍ତିପୀଠରେ ନାଗପୂଜା ପ୍ରସ୍ତୁତି ବୈଠକ

ଲୋଇସିଂହା, (କେପିଏନ୍‌ଏସ୍‌) : ଆଗାମୀ ୧୯ ତାରିଖରେ ଢୋଲମହୁଲ ସ୍ଥିତ ସାରଳା ଶକ୍ତିପୀଠରେ ନାଗପୂଜା ପାଇଁ ପୀଠଧୀଶ ମୁରଲୀ ବାବାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ନିର୍ଦ୍ଦିଷ୍ଟ ସମୟରେ ଗୁରୁବରଣ, ନାଗ ବରଣ, ପୀଠ ମଣ୍ଡଳୀ ପୂଜା, ଦେବତା ବରଣ, ସନ୍ଧ୍ୟା
Read More...

୧୩ତମ ଉଦୟଗିରି ବୁଦ୍ଧ ମହୋତ୍ସବ ଉଦ୍‌ଘାଟିତ

ଯାଜପୁର : ବୌଦ୍ଧ ବିହାର ଉଦୟଗିରିଠାରେ ତ୍ରୟୋଦଶତମ ବୁଦ୍ଧ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଉଦୟଗିରି ବୁଦ୍ଧ ମହୋତ୍ସବ ସମିତି ପକ୍ଷରୁ ଏହି ଅନୁଷ୍ଠିତ ଏହି ମହତ୍ସୋବକୁ ସୂଦୂର ଶ୍ରୀଲଙ୍କାର ପ୍ରାଚୀନ ବୌଦ୍ଧ ବିହାର ଆଧ୍ୟାତ୍ମିକ ଜ୍ଞାନ କେନ୍ଦ୍ରର ବୌଦ୍ଧ ଭିକ୍ଷୁ ସୁବୋଧି ଭନ୍ତେ
Read More...

ନୂଆପଡାରେ ସଫେଇ କାର୍ଯ୍ୟକ୍ରମ

ଦେଓଗାଁ, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ କୁଡାସିଂହା ପଞ୍ଚାୟତ ଅଧୀନସ୍ଥ ନୂଆପଡା ଗାଁରେ ସରପଞ୍ଚ ଜ୍ୟୋସ୍ନାରାଣୀ ସାହୁଙ୍କ ନେତୃତ୍ୱରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗାଁ ମୁଣ୍ଡରେ ଥିବା ହଳଦୀଗୁଣ୍ଡି ପୋଖରୀ ରାସ୍ତା ମଇଳା ଆବର୍ଜନାରେ ପୂରି ରହିଥିଲା । ଗାଁର ମହିଳା
Read More...

ପାଟଣାଗଡରେ ମିଶନ ଶକ୍ତି ଋଣମେଳା

ପାଟଣାଗଡ (କେପିଏନ୍‌ଏସ୍‌) : ପାଟଣାଗଡ ବ୍ଲକ ମିଶନ ଶକ୍ତିର ଋଣମେଳା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବ୍ୟାଙ୍କ ଅଫ୍‌ ବରୋଦା ଶାଖାରେ ଅନୁଷ୍ଠିତ ମେଳାରେ ପାଟଣାଗଡ ଅନ୍ତର୍ଗତ ବହୁ ଏସ୍‌ଏଚ୍‌ଜିର ସଦସ୍ୟା ଯୋଗ ଦେଇଥିଲେ । ପ୍ରଥମ ପର୍ୟ୍ୟାୟରେ ୮ଟି ଏସ୍‌ଏଚ୍‌ଜିକୁ ୧୮ ଲକ୍ଷ ଟଙ୍କା ଋଣ
Read More...

ଅଙ୍ଗନୱାଡି କର୍ମୀଙ୍କ ଆନ୍ଦୋଳନକୁ ‘ଆପ୍‌’ର ସମର୍ଥନ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ଆଇସିଡିଏସ୍‌ ଅଫିସ ଆଗରେ ୮ ଦଫା ଦାବୀ ନେଇ ଅଙ୍ଗନୱାଡି କର୍ମୀଙ୍କ ଆନ୍ଦୋଳନ ଜାରି ରହିଛି । ଏଥିରେ ବ୍ଲକର ସମସ୍ତ ୨୧୩ ଅଙ୍ଗନୱାଡି କେନ୍ଦ୍ରରେ ତାଲା ପକାଇ କର୍ମୀ ଓ ସହାୟିକାମାନେ ସାମିଲ ହୋଇଛନ୍ତି । ଗୁରୁବାର ୨୫ତମ ଦିନରେ କଣ୍ଟାବାଞ୍ଜି
Read More...

ବନ୍ୟଜନ୍ତୁଙ୍କ ଚମଡା, ନଖ ଓ ଦାନ୍ତ ଜବତ କଲା ବନ ବିଭାଗ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଲାଠୋର ରେଞ୍ଜ ଅଧୀନ ହଳନଭଟା ଗ୍ରାମ ଠାରୁ ଲାଠୋର ରେଞ୍ଜର ପ୍ରଭାତି ସେଠ ବନ୍ୟଜନ୍ତୁଙ୍କ ଛାଳ, ନଖ ଓ ଦାନ୍ତ ଜବତ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଗୁରୁବାର ଦିନ ଟିଟିଲାଗଡ ନିକଟ କୁମୁଡ଼ାର ଅଭିନାସ ଶବର ନାମକ ଏକ ଯୁବକ ବନ୍ୟଜନ୍ତୁଙ୍କ
Read More...

ଜାତୀୟସ୍ତରୀୟ ଭାସ୍କର୍ଯ୍ୟ କଳା ପ୍ରତିଯୋଗିତାରେ ଓମ୍‌ପ୍ରକାଶଙ୍କ କୃତିତ୍ୱ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : ଉତ୍ତରପ୍ରଦେଶର ଝାନ୍ସି ସ୍ଥିତ ମଣିକର୍ଣ୍ଣିକା ଆର୍ଟ ଗ୍ୟାଲେରି ପକ୍ଷରୁ ଆୟୋଜିତ ଜାତୀୟସ୍ତରୀୟ ଚିତ୍ର ଓ ଭାସ୍କର୍ଯ୍ୟ କଳା ପ୍ରତିଯୋଗିତାରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଡଙ୍ଗରମୁଣ୍ଡା ଗ୍ରାମର ଯୁବ ବାଳୁକାଶିଳ୍ପୀ
Read More...

ମା’ ସାରଦା ଦେବୀଙ୍କ ୧୭୦ତମ ଜନ୍ମ ଜୟନ୍ତୀ ପାଳିତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ସ୍ଥିତ ଶ୍ରୀ ରାମକୃଷ୍ଣ ଆଶ୍ରମ ପରିସରରେ ମା' ସାରଦା ଦେବୀଙ୍କ ୧୭୦ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରାତଃ କାଳରୁ ମଙ୍ଗଳ ଆଳତି, ପୂଜା, ହୋମ ସମାପନ ପରେ ସ୍ଵାମୀ ଅଶୋକାନନ୍ଦଜୀ ମହାରାଜଙ୍କ ସଭାପତିତ୍ୱରେ ଏକ ଆଧ୍ୟାତ୍ମିକ
Read More...

୨୨ରେ ବାଲେଶ୍ୱର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବାଲେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱରବାସୀଙ୍କୁ ନୂଆବର୍ଷ ଭେଟି ଦେବେ । ଏଥିପାଇଁ ଆସନ୍ତା ୨୨ ତାରିଖରେ ବାଲେଶ୍ୱର ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ । ଜିଲ୍ଲାର ବହୁ ପ୍ରକଳ୍ପ ଲୋକାର୍ପଣ ସହିତ ଅନେକ ନୂତନ ପ୍ରକଳ୍ପର ଶିଳାନ୍ୟାସ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ
Read More...