pakka

ରେଳ ଲାଇନରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବୁର୍ଡା ନିକଟସ୍ଥ ରେଳଷ୍ଟେସନ ଠାରେ ଆଜି ସକାଳେ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି । ବୃଦ୍ଧ ଜଣକ ଲୋଇସିଂହା ଥାନା ଅନ୍ତର୍ଗତ କଦଳୀପାଲିର ଅଟମ୍ବର ବରିହା ବୋଲି ଜଣାପଡିଛି । ସେ ଘରୁ ନିଜ ଝିଅ ଘରକୁ ଯାଉଛି ବୋଲି କହି ଯାଇଥିଲେ । ହେଲେ ରେଳ ଧାରଣାରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଆର୍‌ପିଏଫ୍‌ କର୍ମଚାରୀ ମୃତଦେହକୁ ଉଦ୍ଧାର କରି ଭୀମ ଭୋଇ ମେଡିକାଲ କଲେଜକୁ ପଠାଇଥିଲେ । । ଆଜି ଅପରାହ୍ନରେ ଶବ ବ୍ୟବଚ୍ଛେଦ କରାଯାଇଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

17 − 5 =

error: Content is protected !!