Daily Archives

ବାଲୁକା ଶିଳ୍ପୀ ସଚୀଦାନନ୍ଦ ନୂତନ ବର୍ଷକୁ ସ୍ୱାଗତ ଜଣାଇଲେ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ନୂତନ ବର୍ଷ ୨୦୨୩କୁ ସ୍ୱାଗତ କରିବା ପାଇଁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ବଟେଶ୍ଵର ବେଳାଭୂମିରେ ସ୍ଥାନୀୟ କଣ୍ଟିଆଗଡ଼ ଗ୍ରାମର ଉଦୀୟମାନ ଯୁବ ବାଲୁକା ଶିଳ୍ପୀ ସଚ୍ଚିଦାନନ୍ଦ ପ୍ରଧାନ ଜଗତର ନାଥ ଜଗନ୍ନାଥଙ୍କ ମୁଖ ମଣ୍ଡଳ ବାଲୁକା ରାଶିକୁ
Read More...

ଭାଗବତତ୍ୱ ଯୋଗାଶ୍ରମର ପ୍ରତିଷ୍ଠାତା ସନ୍ଥ ରଘୁନାଥ ଜୀଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠରେ ଅବସ୍ଥିତ ଭାଗବତତତ୍ୱ ଯୋଗାଶ୍ରମ ପ୍ରତିଷ୍ଠାତା ସନ୍ଥ ରଘୁନାଥ ଜୀ (୮୫ )ଙ୍କ ଶନିବାର ଅପରାହ୍ନ ୬ ଟା ସମୟରେ ପରଲୋକ ହୋଇଯାଇଛି । ବାର୍ଦ୍ଧକ୍ୟ ଜନିତ ଅସୁସ୍ଥ ହେବାରୁ ତାଙ୍କୁ
Read More...

ମୁଣ୍ଡପଲା ଗାଁରେ ନରସିଂହଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ନରସିଂହ ଓ ଦଳ ପ୍ରତି ଆସ୍ଥା ପ୍ରକଟ କରି ଯୋଗ ଦେଲେ ଶହସ୍ରାଧିକ ଲୋକ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଦେଓଗାଁ ବ୍ଲକ ଅନ୍ତର୍ଗତ କୁଲୁତାପଡା ପଂଚାୟତ ମୁଣ୍ଡପଲା ଗାଁରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କୁ ଗ୍ରାମବାସୀ ତରଫରୁ ଏକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା
Read More...

ଦେଓଗାଁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଳପଡା ପଞ୍ଚାୟତ ଦେଓଗାଁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୁରିତ ସାହୁଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ
Read More...

ଛତ୍ରପୁରରେ ଖୋଲିଲା ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସହରରେ ଆର୍ବନ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଶନିବାର ଉଦ୍‌ଘାଟିତ ହୋଇଯାଇଛି । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଛତ୍ରପୁର ରେଳ ଷ୍ଟେସନ ରୋଡ଼ସ୍ଥ
Read More...

ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଜାତୀୟ ସେବା ଶିବିର ଉଦ୍‌ଯାପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ମହାବିଦ୍ୟାଳୟ ତଥା ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଶୀତକାଳୀନ ସ୍ୱତନ୍ତ୍ର ଜାତୀୟ ସେବା ଶିବିର ଆୟୋଜିତ ହୋଇ ଶନିବାର ଉଦ୍‌ଯାପିତ ହୋଇଯାଇଛି । ଉକ୍ତ ଶିବିର ଡିସେମ୍ବର ୨୫ ତାରିଖଠାରୁ ଆରମ୍ଭ ହୋଇଥିଲା ।
Read More...

ଭାରତ ଇତିହାସରେ ଶହୀଦ ମାଧୋ ସିଂ ଓ ପରିବାର ବର୍ଗଙ୍କର ବଳିଦାନର ଦୃଷ୍ଟାନ୍ତ ବିରଳ : ପ୍ରଫେସର ଡ. ସୁଜିତ୍ ପୃଷେଠ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତ ଇତିହାସରେ ଶହୀଦ ମାଧୋ ସିଂ ଓ ପରିବାର ବର୍ଗଙ୍କର ବଳିଦାନର ଦୃଷ୍ଟାନ୍ତ ବିରଳ" ଓ ଆଗାମୀ ପିଢିକୁ ଏହା ଦେଶପ୍ରେମରେ ଉଦ୍‌ବୁଦ୍ଧ କରୁଥିବ ବୋଲି କହିଛନ୍ତି ପ୍ରଫେସର ଡ. ସୁଜିତ୍ ପୃଷେଠ । ଆଜି ସ୍ଥାନୀୟ ବୀର ଛକରେ ଶହୀଦ ଓ ସଂଗ୍ରାମୀ ସ୍ମୃତି ସମିତି ଓ
Read More...

ଧୁମାମରାଠାରେ ସଡ଼କ ଦୁର୍ଘଟଣା, ୨ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଧୁମାମରାଠାରେ ଏକ ସଡ଼କ ଦୁର୍ଘଟଣାରେ ୨ ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ ଠାରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରୁତର ୨ ଜଣ ବ୍ୟକ୍ତି ହେଲେ ସଦର ବ୍ଲକ ଚେରୁପାଲି
Read More...

କୋଚ ଶିବପ୍ରସାଦ ପଟ୍ଟନାୟକ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ

ତୃତୀୟ ଦିନରେ ଅମାମୁଣ୍ଡାକୁ ହରାଇ ଖଲିଆପାଲି ବିଜୟୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନିକଟସ୍ଥ ଖଲିଆପାଲି ଆମ୍ବେଦକର ଷ୍ଟାଡିୟମଠାରେ ଜଗନ୍ନାଥ ସ୍ପୋର୍ଟିଂ କ୍ଲବ ଖଲିଆପାଲି ଓ ସ୍ପୋର୍ଷ୍ଟ ହଷ୍ଟେଲ ବଲାଙ୍ଗିର ମିଳିତ ଆନୁକୂଲ୍ୟରେ ତୃତୀୟ ବର୍ଷ କୋଚ ଶିବ ପ୍ରସାଦ ପଟ୍ଟନାୟକ
Read More...

ସମ୍ମାନିତ ହେଲେ ୱିନର ବ୍ରାଇଟ୍ ଫ୍ୟୁଚର୍‌ର ଅଧ୍ୟକ୍ଷା ଶ୍ରୀମତୀ ଅପାଳି ଅପରାଜିତା ଦାସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଉନ୍ନତମାନର ଶିକ୍ଷା, ସ୍ୱଚ୍ଛ ଓ ସ୍ଵତନ୍ତ୍ର ଶିକ୍ଷା ଉପଯୋଗୀ ପରିବେଶ, ଛାତ୍ରଛାତ୍ରୀଙ୍କ ପ୍ରତି ସହନଶୀଳତା ପାଇଁ ପଦ୍ମପୁର ସ୍ଥିତ ୱିନର ବ୍ରାଇଟ୍ ଫ୍ୟୁଚର୍‌କୁ ୨୦୨୨ ଶିକ୍ଷା ବର୍ଷ ପାଇଁ ଶ୍ରେଷ୍ଠ ସ୍କୁଲ ଏବଂ ଏଏଏପ୍ଲସ ମାନ୍ୟତା ପ୍ରଦାନ କରାଯାଇଛି ।
Read More...