Daily Archives

୨ ଡକାୟତ ଗିରଫ : କାର, ମୋବାଇଲ, ଭୁଜାଲି ଜବତ

ନୟାଗଡ : ନୟାଗଡ ସଦର ଥାନା ପୁଲିସ୍ ମଙ୍ଗଳବାର ୨ ଜଣ ଡକାୟତଙ୍କୁ ଗିରଫ କରିଛି । ସେମାନେ ହେଲେ ଫତେଗଡ ଥାନା ଚକ୍ରଧରପ୍ରସାଦ ଗ୍ରାମର ଦିଲ୍ଲୀପ୍ ପରିଡା(୨୬) ଓ ଅନ୍ୟ ଜଣେ ଶରଣକୁଳ ଥାନା କୁସପାଣ୍ଡେରି ଗ୍ରାମର ମାନସ ପ୍ରଧାନ(୨୯) । ଏମାନଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ରହିଛି । ଏହି ୨
Read More...

ପାଇକମାଲ ଉଚ୍ଚ ବିଦ୍ୟାଳୟରେ ହୀରକ ଜୟନ୍ତୀ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟର ଦୀର୍ଘ ୬୨ବର୍ଷ ପୂର୍ତ୍ତି ଅବସରରେ ହୀରକ ଜୟନ୍ତୀ ସମାରୋହ ବିଦ୍ୟାଳୟ ପରିସରରେ ଆଜି ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ନୃସିଂହନାଥ ଧର୍ମଶାଳାରୁ ଏକ ଭବ୍ୟ ଶିକ୍ଷାଜ୍ୟୋତି ମଶାଲ ଶୋଭାଯାତ୍ରାରେ ପୁରାତନ ଛାତ୍ରଛାତ୍ରୀ
Read More...

ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦର ୫୧ତମ ବାର୍ଷିକ କ୍ରୀଡା ଉଦ୍‌ଘାଟିତ

ଭାଗ ନେଲେ ୧୪ ଶହରୁ ଅଧିକ ପ୍ରତିଯୋଗୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଜିଲ୍ଲାର ୫୧ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତା ଓ ସାଧାରଣ
Read More...

ସ୍ତମ୍ଭକାର ଭୂପେନ ମହାପାତ୍ରଙ୍କ ପତ୍ନୀ ବିୟୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ସହର ତଥା ରାଜ୍ୟର ଜଣାଶୁଣା ସ୍ତମ୍ଭକାର ଭୂପେନ ମହାପାତ୍ରଙ୍କ ପତ୍ନୀ ରାଧାରାଣୀ ଦାସ ମହାପାତ୍ରଙ୍କ ୮୩ ବର୍ଷ ବୟସରେ ଛେଣ୍ଡ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ବାଲେଶ୍ୱର ଜିଲ୍ଲାର ପୋଟସାହିର ବାସିନ୍ଦା ସ୍ୱର୍ଗତା ରାଧାରାଣୀଙ୍କ ମୃତ୍ୟୁ ଖବର ପାଇ
Read More...

ବିଦ୍ୟାଭୂଷଣ ସଂସ୍କୃତ କଲେଜଠାରେ ଜିଲ୍ଲା ଛାତ୍ର କଂଗ୍ରେସ କମିଟି ତରଫରୁ ଦସ୍ତଖତ ଅଭିଯାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲୁଥିବା ଭାରତ ଯୋଡୋ ଯାତ୍ରାକୁ ସମର୍ଥନ କରି ଆଜି ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ କମିଟି ତରଫରୁ ବିଦ୍ୟାଭୂଷଣ ସଂସ୍କୃତ କଲେଜଠାରେ ଛାତ୍ରଛାତ୍ରୀମାନଙ୍କର ବିଭିନ୍ନ ଦାବୀ ଗୁଡିକୁ ନେଇ ଏବଂ ମହାବିଦ୍ୟାଳୟରେ ହେଉଥିବା
Read More...

କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଜି-୨୦ ବୈଠକ ହେବ

କୋଣାର୍କ : ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଆୟୋଜନ ହେବ ଜି-୨୦ ବୈଠକ । ଏନେଇ ମଙ୍ଗଳବାର ଏକ କେନ୍ଦ୍ରୀୟ ପ୍ରତିନିଧି ଦଳ ସୂର୍ଯ୍ୟ ମନ୍ଦିର ଓ ବ୍ୟାଖ୍ୟାନ କେନ୍ଦ୍ର ଅନୁଧ୍ୟାନ କରିଥିଲେ । କେନ୍ଦ୍ର ସଂସ୍କୃତି ବିଭାଗ ଯୁଗ୍ମ ସମ୍ପାଦକ ଲିଲି ପାଣ୍ଡେଆ, ଏଏସଆଇ ଏଡିଜି
Read More...

ଜାମକି ଗ୍ରାମରେ ୧୨ଟି କେନ୍ଦୁ କାଠଗଣ୍ଡିକୁ ଜବତ କଲା ବନ ବିଭାଗ, ସୂଚନା ଦେଲେ ଡିଏଫଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ବଙ୍ଗୋମୁଣ୍ଡା ରେଞ୍ଜର ପଣ୍ଡ୍ରେନ୍ ବିଭାଗର ଜାମକି ଗ୍ରାମରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ୧୨ଟି କେନ୍ଦୁ କାଠଗଣ୍ଡିକୁ ଜବତ କରାଯାଇଥିବା ନେଇ ଡିଏଫ୍‌ଓ ନିତିଶ କୁମାର ସୂଚନା ଦେଇଛନ୍ତି । ଜବତ ସାମଗ୍ରୀକୁ ରେଞ୍ଜ ଅଫିସ୍
Read More...

ରେଙ୍ଗାଲି ଗ୍ରାମରେ ବନ ବିଭାଗ ପକ୍ଷରୁ ଚଢାଉ : ବିପୁଳ ପରିମାଣର କାଠ ସାମାଗ୍ରୀ ଜବତ, ସୂଚନା ଦେଲେ ଡିଏଫଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଲରମ୍ଭା ବିଭାଗର ରେଙ୍ଗାଲି ଗ୍ରାମରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ୫ଟି ଶାଳ ଗଣ୍ଡି, ୪ଟି ଶାଳ ସାଇଜ୍, ୬ଟି ଶାଳ ପଟା ଏବଂ ୨ଟି ହାତ କରତ ଜବତ କରାଯାଇଥିବା ନେଇ ଡିଏଫ୍‌ଓ ସୂଚନା ଦେଇଛନ୍ତି । ଏହି ଚଢାଉରେ ପାଟଣାଗଡ
Read More...

ଜେଲ ପରିସର ଭିତରେ ଗୋବିନ୍ଦ ସୋହୁଙ୍କ ମୃତ୍ୟୁ : ହତ୍ୟା ନା ଆତ୍ମହତ୍ୟାକୁ ନେଇ ଦ୍ୱନ୍ଦ

ବଲାଙ୍ଗିର/ଟିଟିଲାଗଡ, (ଦେବାଶିଷ ମିଶ୍ର) : ମଙ୍ଗଳବାର ସକାଳୁ ଜେଲ ପରିସର ଭିତରେ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ଘଟିଛି । ତାଙ୍କୁ ବହୁ ଚର୍ଚ୍ଚିତ ମମିତା ମେହେର ଘଟଣାର ମୁଖ୍ୟ ଅଭିଯୁକ୍ତ ଭାବେ କଣ୍ଟାବାଞ୍ଜି ଜେଲରେ ବିଚାରାଧୀନ କଏଦି ଭାବେ ରଖାଯାଇଥିଲା । ସକାଳୁ ପ୍ରାୟ ୯ ଟା ସମୟରେ ଗୋବିନ୍ଦ
Read More...

ସାଂସଦ ମାନସ ମଙ୍ଗରାଜ ହେଲେ ସ୍ୱାଧିକାର କମିଟିର ସଦସ୍ୟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟସଭା ସାଂସଦ ତଥା ବିଜେଡି ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜକୁ ଗୃହରେ ନୂଆ ଦାୟିତ୍ୱ ଦିଆଯାଇଛି । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର୍‍ ମାନସ ମଙ୍ଗରାଜଙ୍କୁ ରାଜ୍ୟସଭାର ସ୍ୱାଧିକାର କମିଟିର ସଦସ୍ୟ ଭାବେ ମନୋନୀତ କରିଛନ୍ତି । ପୂର୍ବରୁ ବିଜେଡି
Read More...