Daily Archives

ନିଜ ଗାଡିରେ ଆହତ ମହିଳାଙ୍କୁ ହସ୍ପିଟାଲ ଆଣି ଚିକିତ୍ସା କରାଇଲେ ବିଜେଡିର ରାଜ୍ୟ ପରିଷଦ ସଦସ୍ୟ ନିହାର

ଗଇଁନ୍ତଲା, (କେପିଏନ୍‌ଏସ୍‌) : ବାଇକରୁ ପଡି ଜଣେ ମହିଳା ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଏନ୍‌ଏଚ୍‌ ୫୭ ଗଇଁନ୍ତଲାଠାରେ crp-cm, odisha livelihoods mission, mission saktiରେ କାର୍ଯ୍ୟରତ ସରିତା ରାଉତ ପୁଇଁନ୍ତଲା ବ୍ଲକରୁ କାମ ସାରି ନିଜ ସ୍ୱାମୀ ନରସିଂହ
Read More...

କ୍ରୀଡା ପାଇଁ ପ୍ରସ୍ତୁତି ବୈଠକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିୟମରେ ମଙ୍ଗଳବାର ୧୦ ଘଣ୍ଟା ସମୟରେ ସ୍ଥାନୀୟ ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦିଗଦର୍ଶନ ୟୁଥ କ୍ଲବ ଏବଂ ବ୍ରହ୍ମପୁର ନେହେରୁ ଯୁବକେନ୍ଦ୍ର ଆନୁକୂଲ୍ୟରେ କ୍ଲଷ୍ଟରସ୍ତରୀୟ କ୍ରୀଡା ମହୋତ୍ସବ
Read More...

ଦକ୍ଷିଣ ଭୋଗରାଇ ଶାଖା ପକ୍ଷରୁ ଦୁଇ ଦିନିଆ ୩୯ତମ ଶିଶୁ ଉତ୍ସବ ଅନୁଷ୍ଠିତ

ଭୋଗରାଇ : ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଦକ୍ଷିଣ ଭୋଗରାଇ ଶାଖା ପକ୍ଷରୁ ଦୁଇ ଦିନିଆ ୩୯ତମ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଭୋଗରାଇ ହେରମ୍ବଚନ୍ଦ୍ର ସରକାରୀ ହାଇସ୍କୁଲ ପରିସରରେ ଆୟୋଜିତ ଏହି ଦୁଇ ଦିନିଆ ଶିଶୁ ଉତ୍ସବରେ
Read More...

ଭିଜିଲାନ୍ସ ଜାଲରେ ଇଡକଲ୍ ଡେପୁଟି ମ୍ୟାନେଜର ଗୟା ସାନ୍ତରା

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଇଡକଲ୍‌ ଡେପୁଟି ମ୍ୟାନେଜର ଗୟା ସାନ୍ତରା । ଆମ୍ପା ଭାଲି ଲାଇମ୍ ଷ୍ଟୋନ୍ ମାଇନ୍ସ ଇଡକଲ୍ ଡେପୁଟି ମ୍ୟାନେଜର ଗୟାଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଭୁବନେଶ୍ୱର, କୋରାପୁଟ, ନୟାଗଡ ଓ ରାୟଗଡା ସ୍ଥିତ
Read More...

ମୁଖ୍ୟ ଡାକଘର କାର୍ଯ୍ୟାଳୟରେ ଇନ୍‌ଭଟର ଓ ଜେନେରେଟର ବ୍ୟବସ୍ଥା ନଥିବାରୁ ଲୋକେ ହଇରାଣ ହେଉଥିବା ଅଭିଯୋଗ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ମୁଖ୍ୟ ଡାକଘର କାର୍ଯ୍ୟାଳୟରେ ଇନ୍‌ଭଟର ଓ ଜେନେରେଟର ବ୍ୟବସ୍ଥା ନଥିବାରୁ ଲୋକେ ହଇରାଣ ହେଉଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ ଆଜି ବିଦ୍ୟୁତ ବିଭାଗ ପକ୍ଷରୁ କୌଣସି କାରଣରୁ ବିଦ୍ୟୁତ ସରବରାହ ସକାଳ ୯ରୁ ଅହରାହ୍ନ ୨ ପର୍ଯ୍ୟନ୍ତ ବନ୍ଦ ରହିବ
Read More...

ମୌଳିକ ସମସ୍ୟା ନେଇ ହାଡ଼ି ହରିଜନ ସେବା ସଙ୍ଘର ରାଲି ଜରିଆରେ ପ୍ରଶାସନର ଦୃଷ୍ଟି ଆକର୍ଷଣ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ସ୍ୱାଧୀନତାକୁ ଦୀର୍ଘ ୭୫ ବର୍ଷ ବିତିଯାଇଥିଲେ ମଧ୍ୟ ସମାଜର ମୁଖ୍ୟ ଧାରାରେ ହାଡ଼ି ହରିଜନ ଆଜି ମଧ୍ୟ ଦଳିତ ନିଷ୍ପେସିତ ହୋଇ ଆସୁଥିବାରୁ ହାଡ଼ି ହରିଜନ ସେବା ସଙ୍ଘର ସଭ୍ୟବୃନ୍ଦ ଦେଉଳବଡା ଗ୍ରୀନ୍ ଗ୍ରାସ୍ ଷ୍ଟାଡିୟମ୍ ଠାରୁ ତାଳଚେର ଉପଜିଲ୍ଲାପାଳ
Read More...

ୟୁଟ୍ୟୁବରେ ମିଥ୍ୟା ସୂଚନା ପ୍ରବାହ ଉପରେ ଭାରତ ସରକାରଙ୍କ କାର୍ଯ୍ୟାନୁଷ୍ଠାନ

ପିଆଇବିର ଫ୍ୟାକ୍ଟ ଚେକ୍ ୟୁନିଟ ମିଥ୍ୟା ଖବର ପ୍ରସାରଣ ପାଇଁ ୩ଟି ୟୁଟ୍ୟୁବ ଚ୍ୟାନେଲର ପର୍ଦ୍ଦାଫାସ କଲାସୁପ୍ରିମକୋର୍ଟ, ଭାରତର ପ୍ରଧାନ ବିଚାରପତି, ଏବଂ ପ୍ରଧାନମନ୍ତ୍ରୀଙ୍କ ସଂକ୍ରାନ୍ତରେ ମିଥ୍ୟା ଭିଡିଓର ଖୁଲାସା କଲା ପିଆଇବି ଫ୍ୟାକ୍ଟ ଚେକ୍ ୟୁନିଟଭାରତୀୟ ନିର୍ବାଚନ କମିଶନ,
Read More...

ସୋନପୁର ବ୍ଲକସ୍ତରୀୟ ଜେଆର୍‌ସି ସଚେତନତା ଅଭିଯାନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସଦର ସୋନପୁର ସ୍ଥିତ ବିଶ୍ୱ ଭାରତୀ ଚିନ୍ତନ ଶିକ୍ଷା ନିକେତନ ପ୍ରାଙ୍ଗଣରେ ଏକ ଦିବସୀୟ ବ୍ଲକସ୍ତରୀୟ ଜୁନିଅର ରେଡକ୍ରସ ସଚେତନତା ଅଭିଯାନ ଆୟୋଜିିତ ହୋଇଯାଇଛି । ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇ ରେଡକ୍ରସ ପତାକା ଉତ୍ତୋଳନ କରି
Read More...

ବୃଦ୍ଧାଶ୍ରମ ଅନ୍ତେବାସୀମାନଙ୍କୁ ନୃସିଂହନାଥ ଦର୍ଶନ କରାଇଲେ ସମାଜସେବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାରେ ପ୍ରବଳ ଶୀତ ସାଙ୍ଗକୁ ଆରମ୍ଭ ହୋଇଛି ବଣଭୋଜି ଋତୁ । ଏଥିପାଇଁ ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ମାନଙ୍କରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି । ଏହି ସବୁ ଭିତରେ ସମାଜରୁ ଅବହେଳିତ ନିଷ୍ପେସିତ ହୋଇ ଜରାଶ୍ରମରେ ରହୁଥିବା ଅନ୍ତେବାସୀମାନଙ୍କ ବିଷୟରେ
Read More...

ବାରପାହାଡ ମହୋତ୍ସବ ଉଦ୍‌ଯାପିତ

ବାରପାହାଡ ଦେବୀପୀଠର ଉନ୍ନତିକରଣ ହେବ : ମନ୍ତ୍ରୀ ନିରଂଜନ ପୂଜାହାରୀ ବଲାଙ୍ଗିର, (କେପିଏନ୍‌ଏସ୍‌) : ତରଭା ବ୍ଲକ ଅନ୍ତର୍ଗତ ମେଣ୍ଡା ତ୍ରିବେଣୀ ଛକରେ ବାରପାହାଡ ମହୋତ୍ସବ ଓ କଂସ ଦରବାର ଉଦ୍‌ଯାପିତ ହୋଇଯାଇଛି । ଉଦଯାପନୀ ସଂଧ୍ୟାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ଅର୍ଥ ଓ ସଂସଦୀୟ
Read More...