Daily Archives

ବ୍ରହ୍ମପୁର ଟାଉନ ହଲ୍‌ରେ ଦୁଇଦିନିଆ ଲୋକକଳା ମହୋତ୍ସବ ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଲୋକକଳା ମଞ୍ଚ ଆନୁକୂଲ୍ୟରେ ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ମହାନଗରରେ ଟାଟା ଷ୍ଟିଲ ଫାଉଣ୍ଡେସନ ଗୋପାଳପୁରର ସହଭାଗିତାରେ ଦୁଇଦିନିଆ ଲୋକକଳା ମହୋତ୍ସବ-୨୦୨୨ ଉଦ୍‌ଯାପିତ ହୋଇଯାଇଛି । ବ୍ରହ୍ମପୁର ଟାଉନ ହଲ୍ ଡାଇମଣ୍ଡ ଜୁବୁଲି
Read More...

ଜିନ୍ଦଲ ପାନ୍ଥର କପ୍୨୦୨୨ : ମହିଳା ବର୍ଗରେ ଡେୟର ଡେଭିଲ୍ସ ଚମ୍ପିୟାନ

ଅନୁଗୋଳ, (ଆର୍ତ୍ତତ୍ରାଣ ପାଣି) : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ର ଜିନ୍ଦଲ ଅଫିସର୍ସ କ୍ଲବ (ଜେଓସି) ଦ୍ୱାରା ଆୟୋଜିତ ଆନ୍ତବିଭାଗୀୟ ମହିଳା କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଗତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣମେଣ୍ଟର ଫାଇନାଲ ମ୍ୟାଚରେ ସୁରକ୍ଷା ବିଭାଗର ଖେଳାଳିଙ୍କୁ
Read More...

ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଅପମୃତ୍ୟୁ ପରେ ମମିତା ମେହେରଙ୍କୁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାରା ଓଡିଶାକୁ ଚହଳାଇ ଦେଇଥିବା ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ କଣ୍ଟାବାଞ୍ଜି ଜେଲ୍‌ର ଶୌଚାଳୟରେ ଗାମୁଛା ଲଗେଇ ଆତ୍ମହତ୍ୟା କରିଥିବା ଘଟଣା ପ୍ରଘଟ ହେବା ପରେ ଏବେ ମମିତା ମେହେରଙ୍କ ଦିବଂଗତ ଆତ୍ମାକୁ ଉଚିତ
Read More...

ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଜେଲ୍‌ ଭିତରେ ମୃତ୍ୟୁ : ଆତ୍ମହତ୍ୟା ନା ହତ୍ୟା,…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆଜି ଜେଲ ଭିତରେ ମୃତ୍ୟୁ ଘଟିଛି । କଣ୍ଟାବାଞ୍ଜି ଜେଲ୍‌ରେ ଗୋବିନ୍ଦ ଆଜି ସକାଳୁ ପ୍ରାୟ ୯ଟା ସମୟରେ ଶୌଚ ପାଇଁ ଯାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସୂଚନା ମୁତାବକ ଗୋବିନ୍ଦ ସାହୁ
Read More...

ଗ୍ରୋସେରି ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ଅଭିଯୋଗ

ଲଙ୍ଗଳେଶ୍ୱର/ରୂପ୍‌ସା : ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅଧୀନ ଦନେଇପୁର ଗ୍ରାମରେ ଥିବା ଏକ ଗ୍ରୋସେରି ଦୋକାନରୁ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଲୁଟେରାମାନେ ଦୋକାନର କବାଟ ଭାଙ୍ଗି ଫ୍ରିଜ୍‌, ଇନଭର୍ଟର ସମେତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଇଥିବା ଦୋକାନ
Read More...

ସରଗମ୍‌ କୌଶଲ ପିନ୍ଧିଲେ ବିଶ୍ୱ ସୁନ୍ଦରୀ ମୁକୁଟ

ନୂଆଦିଲ୍ଲୀ : ୨୧ ବର୍ଷ ପରେ ଦେଶକୁ ମିଳିଲା ମିସେସ୍ ୱାର୍ଲଡ଼ ୨୦୨୨ ତାଜ୍ । ବିଶ୍ୱ ସୁନ୍ଦରୀର ମୁକୁଟ ପିନ୍ଧିଲେ ସରଗମ୍ କୌଶଲ । ଲସ୍ ଭେଗାସ୍‌ରେ ଆୟୋଜିତ ହୋଇଥିଲା ଗାଲା ଇଭେଣ୍ଟ । ଏହି ମିସ୍‌ ଓ୍ୱାର୍ଲଡ ଗାଲା ଇଭେଣ୍ଟରେ ୬୩ ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସମସ୍ତଙ୍କୁ ପଛରେ
Read More...

‘ବଡମଣିଷଙ୍କ ବଡପଣ’ ଲୋକାର୍ପିତ

ବରଗଡ଼, (ନିରୋଜ କୁମାର ପାଣୀ) : ବଡମଣିଷଙ୍କ ଜୀବନୀ ଛାତ୍ରଛାତ୍ରୀମାନଙ୍କ ପାଇଁ ବତୀଘର ସଦୃଶ । ତେଣୁ ଛାତ୍ରଛାତ୍ରୀମାନେ ନିଜକୁ ଗଢ଼ିବା ପାଇଁ ମହାପୁରୁଷମାନଙ୍କ ଜୀବନୀ ପାଠ କରିବା ଉଚିତ ବୋଲି ଶିଶୁ ସାହିତ୍ୟିକ ଡକ୍ଟର ରବିନାରାୟଣ ସାହୁଙ୍କ ରଚିତ ମହାପୁରୁଷମାନଙ୍କ ଜୀବନୀ ଆଧାରିତ ପୁସ୍ତକ
Read More...

ନୂତନ ଫ୍ଲାଏଓଭର ନିର୍ମାଣ ପାଇଁ ପ୍ରସ୍ତାବ ଦେବାକୁ ପୂର୍ତ୍ତ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ରାୟଗଡ଼ା : ରାସ୍ତା ଘାଟ ବିକାଶ ପାଇଁ ସରକାର ଗୁରୁତ୍ବ ଦେଉଥିବା ବେଳେ ରାସ୍ତା ଅଧିକ ଓସାରିଆ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି । ତେଣୁ ଯେଉଁ ସ୍ଥାନରେ ଆବଶ୍ୟକ ରହିଛି ସେଠାରେ ନୂତନ ଫ୍ଲାଏଓଭର ନିର୍ମାଣ ପାଇଁ ପ୍ରସ୍ତାବ ଦେବାକୁ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ
Read More...

୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ବଳଙ୍ଗା : ବଳଙ୍ଗା ଥାନା ଅନ୍ତର୍ଗତ କୁଅଁରପୁରଠାରେ ଥିବା ଗୋଦାମ ଗୃହଠାରେ ବଳଙ୍ଗା ପୋଲିସ ପକ୍ଷରୁ ଚଢାଉ କରାଯାଇ ଜଣେ ବ୍ରାଉନ ସୁଗାର ବ୍ୟବସାୟୀକୁ ଗିରଫ କରିବା ସହ ତା ନିକଟରୁ ୨୦,୩ ଗ୍ରାମର ବ୍ରାଉନ ସୁଗର ଜବତ କରାଯାଇଛି । ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୨ ଲକ୍ଷ ୩୦ ହଜାର ଟଙ୍କା
Read More...

ଜାନୁଆରୀ ୨୫ରୁ ଆରମ୍ଭ ହେବ ଶ୍ରୀ ଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ଟ୍ରେନ୍

ନୂଆଦିଲ୍ଲୀ : ରେଳବାଇର ଭାରତ ଗୌରବ କାର୍ଯ୍ୟକ୍ରମ ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ଟ୍ରେନ୍‌ ଜାନୁଆରୀ ୨୫ରୁ ଆରମ୍ଭ ହେବ । ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ ଓ ଓଡ଼ିଶାର ପ୍ରମୁଖ ତୀର୍ଥସ୍ଥଳୀ ଓ ଐତିହ୍ୟସ୍ଥଳୀ ପରିଦର୍ଶନ କରିବେ । ପୁରୀର ଜଗନ୍ନାଥ ମନ୍ଦିର ବ୍ୟତୀତ ଝାଡ଼ଖଣ୍ଡର
Read More...