csstore

ରେଙ୍ଗାଲି ଗ୍ରାମରେ ବନ ବିଭାଗ ପକ୍ଷରୁ ଚଢାଉ : ବିପୁଳ ପରିମାଣର କାଠ ସାମାଗ୍ରୀ ଜବତ, ସୂଚନା ଦେଲେ ଡିଏଫଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଲରମ୍ଭା ବିଭାଗର ରେଙ୍ଗାଲି ଗ୍ରାମରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ୫ଟି ଶାଳ ଗଣ୍ଡି, ୪ଟି ଶାଳ ସାଇଜ୍, ୬ଟି ଶାଳ ପଟା ଏବଂ ୨ଟି ହାତ କରତ ଜବତ କରାଯାଇଥିବା ନେଇ ଡିଏଫ୍‌ଓ ସୂଚନା ଦେଇଛନ୍ତି । ଏହି ଚଢାଉରେ ପାଟଣାଗଡ ରେଂଜ କର୍ମଚାରୀମାନେ ସାମିଲ ଥିବା ବେଳେ ଜବତ ସାମଗ୍ରୀକୁ ରେଞ୍ଜ ଅଫିସ୍ କ୍ୟାମ୍ପସକୁ ଅଣାଯାଇ ଘଟଣାର ଅଧିକ ତଦନ୍ତ ଚାଲିଥିବା ନେଇ ଡିଏଫ୍‌ଓ ନିତିଶ କୁମାର କହିଛନ୍ତି ।

jayashree
Leave A Reply

Your email address will not be published.