Daily Archives

ଖଦ୍ୟୋତର ଷଷ୍ଠ ବାର୍ଷିକ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଖଦ୍ୟୋତର ଷଷ୍ଠ ବାର୍ଷିକ ଉତ୍ସବ ମଣ୍ଟେଶ୍ୱରୀ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସଂପାଦକ ଆକୁଳ ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ । ବାର୍ଷିକ ଉତ୍ସବରେ
Read More...

ସିନ୍ଧେକେଲା ପୋଲିସ ତରଫରୁ ସ୍ୱଚ୍ଛତା, ସଚେତନତା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ପୋଲିସ ପ୍ରଶାସନ ତରଫରୁ ସିନ୍ଧେକେଲା ସହରରେ ସ୍ୱଚ୍ଛତା, ସଚେତନତା କାର୍ଯ୍ୟକ୍ରମ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ସଂକ୍ରମଣରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ପ୍ରଥମେ
Read More...

କୋଚ ଶିବପ୍ରସାଦ ପଟ୍ଟନାୟକ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ସ୍ପୋର୍ଷ୍ଟ ହଷ୍ଟେଲକୁ ହରାଇ ତେନ୍ତୁଳିଖୁଣ୍ଟି ବିଜୟୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନିକଟସ୍ଥ ଖଲିଆପାଲି ଆମ୍ବେଦକର ଷ୍ଟାଡିଅମ ଠାରେ ଜଗନ୍ନାଥ ସ୍ପୋର୍ଟିଂ କ୍ଲବ ଖଲିଆପାଲି ଓ ସ୍ପୋର୍ଷ୍ଟ ହଷ୍ଟେଲ ବଲାଙ୍ଗିର ଆନୁକୂଲ୍ୟରେ ତୃତୀୟ କୋଚ ଶିବ ପ୍ରସାଦ ପଟ୍ଟନାୟକ ସ୍ମାରକୀ ଫୁଟବଲ
Read More...

ଜିଲ୍ଲା ପ୍ରଶାସନ ଦ୍ୱାରା ୯୨ ବସ୍ତା ଧାନ ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ସବ ଡିଭିଜନ ସ୍କ୍ୱାର୍ଡ ଦ୍ଵାରା ରଞ୍ଜିତ ସାହୁଙ୍କ ୩୪.୪୮ କୁଇଣ୍ଟାଲ ଧାନ (୯୨ ବସ୍ତା) ଟ୍ରାକ୍ଟର ନମ୍ବର ଓଡି ୦୩ ଏଲ୍‌ ୮୬୦୯ ଟ୍ରଲି ସହ ରୁଷୁଡା–ତୁଷୁରା ରାସ୍ତାରୁ ଦେଓଗାଁ ଯୋଗାଣ
Read More...

ଠେମରା ଓ ଅଲଣ୍ଡା ମଝିରେ ଥିବା ଟଙ୍ଗ ଜୋରରେ ବ୍ରିଜ ନିର୍ମାଣ ପାଇଁ ମାଟି ଟେଷ୍ଟିଂ, ଲୋକଙ୍କ ମଧ୍ୟରେ ଖୁସିର ଲହରୀ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଠେମରା ପଞ୍ଚାୟତ ଓ ଅଲଣ୍ଡା ପଞ୍ଚାୟତ ମଝିରେ ବହି ଯାଇଥିବା ଟଙ୍ଗ ଜୋର ଏବେ ଏ ଅଞ୍ଚଳର ଜନସାଧାରଣଙ୍କ ପାଇଁ ଦୁଃଖ ପାଳଟିଛି । ଏହି ଜୋର ପାଇଁ ଟିଟିଲାଗଡ ବ୍ଲକର ଚାଣ୍ଟିପଲା, ଅଇଁଲାଭଟା, ମୁରିବାହାଲ ବ୍ଲକର
Read More...

ଓଡିଶା ହାଇକୋର୍ଟ ଦ୍ୱାରା ଚଳିତ ବର୍ଷ ୧,୩୬,୫୯୯ଟି ମାମଲାର ଫଇସଲା କରାଯାଇଛି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ଜାନୁୟାରୀ ପହିଲାରୁ ଡିସେମ୍ବର ୨୩ ତାରିଖ ଅବଧି ମଧ୍ୟରେ ମୋଟ ୧,୦୨,୨୪୭ଟି ମାମଲା ରୁଜୁ କରାଯାଇଥିବା ବେଳେ ୧,୩୬,୫୯୯ଟି ମାମଲା ଫଇସଲା କରାଯାଇଛି, ଫଳରେ କେସ୍‌ କ୍ଲିୟରାନ୍ସ ହାର ୧୩୩.୬୦ ପ୍ରତିଶତ ହୋଇଛି । ବର୍ତ୍ତମାନ ବିଚାର ନ ହୋଇ
Read More...

ଛତ୍ରପୁରର ଜଣେ ବିଶିଷ୍ଟ ସୁନା ବ୍ୟବସାୟୀ ନରସିଂହ ଆଚାରୀଙ୍କ ଘର ତାଲା ପକାଇ ସିଜ୍‌ କଲା ବ୍ୟାଙ୍କ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ମେନ୍‌ ରୋଡ଼ରେ ଅବସ୍ଥାପିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଜଣେ ବିଶିଷ୍ଟ ସୁନା ବ୍ୟବସାୟୀ ଉକ୍ତ ବ୍ୟାଙ୍କରୁ ଋଣ ନେଇଥିଲେ । ଗ୍ୟାରେଣ୍ଟର ଥିବା ଋଣଗ୍ରାହୀତାଙ୍କ ପରିବାର ୬ ଜଣ ବ୍ୟକ୍ତିଙ୍କ ନାମରେ ଏକ ବଡ଼ଧରଣର
Read More...

ମୁଖ୍ୟମନ୍ତ୍ରୀଙ୍କ ଅନୁଗୁଳ ଗସ୍ତ

ଅନୁଗୁଳ ସେବା ଓ ସଂଗ୍ରାମର ଭୂମି - ମୁଖ୍ୟମନ୍ତ୍ରୀ୧୮୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ୩୫୦ କୋଟିରେ ଦୁଇଟି ପାନୀୟ ଜଳ ପ୍ରକଳ୍ପ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣାମିଶନ ଶକ୍ତି ମା'ମାନଙ୍କୁ ୨୪୨ କୋଟି ଟଙ୍କା, ୭୫ ହଜାର ମହିଳା ଉପକୃତମିଶନ ଶକ୍ତି ମା'ମାନଙ୍କ ସଫଳତା ମୋତେ ଆନନ୍ଦ
Read More...

ଜାନୁଆରୀ ୩ ତାରିଖ ଜିଲ୍ଲାକୁ ପହଂଚିବ ୨୦୨୩ ହକି ବିଶ୍ୱକପ ଟ୍ରଫି

ଉଚ୍ଛ୍ୱସିତ ସ୍ୱାଗତ ନିମନ୍ତେ ଜିଲ୍ଲା ପ୍ରଶାସନର ବିଭିନ୍ନ ସଂଗଠନ ସହିତ ବୈଠକ ଆଲୋଚନା ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆସନ୍ତା ଜାନୁଆରୀ ୧୩ ତାରିଖରୁ ଜାନୁଆରୀ ୨୯ ତାରିଖ ପର୍ଯ୍ୟନ୍ତ ୨୦୨୩ ବିଶ୍ୱ ହକି ମହାକୁମ୍ଭ ଓଡିଶାର ରାଜଧାନୀ ଭୁବନେଶ୍ୱର ସହ ଶିଳ୍ପନଗରୀ ରାଉରକେଲା ଠାରେ
Read More...

ଓଡିଶାରେ ଆୟୋଜିତ ହେଉଥିବା ହକି ବିଶ୍ୱକପ୍ ଲାଗି ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ୍ ରଙ୍ଗାସ୍ୱାମୀଙ୍କୁ ନିମନ୍ତ୍ରଣପତ୍ର…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ୍ ରଙ୍ଗାସ୍ୱାମୀଙ୍କୁ ଓଡିଶାର ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ହକି ବିଶ୍ୱକପ୍ ପାଇଁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି ।
Read More...