Daily Archives

ପ୍ରଗତିଶୀଳ କବି ସନତ୍ ରାୟଙ୍କ ସ୍ମୃତିଚାରଣ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ସନତ୍‌ ରାୟ ସ୍ମୃତି କମିଟି ତରଫରୁ ସେକ୍ଟର- ୫ ସ୍ଥିତ କଲ୍‌ଚରାଲ ଏକାଡେମୀ ପରିସରରେ ଓଡିଆ ସାରସ୍ୱତ ଗଗନର ଜାଜ୍ଜ୍ବଲ୍ୟମାନ ତାରକା ପ୍ରଗତିବାଦୀ କବି ସନତ୍ ରାୟଙ୍କ ଦ୍ୱାଦଶ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଡ. ପ୍ରଭାତ କୁମାର
Read More...

ଗୋପାଳପୁର ବେଳାଭୂମି ମହୋତ୍ସବ – ୨୦୨୨କୁ ଅଧିକ ଆକର୍ଷିତ କରାଯିବ : ଜିଲ୍ଲାପାଳ

ଡିସେମ୍ବର ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଗୋପାଳପୁର ବେଳାଭୂମି ମହୋତ୍ସବରେ ପଲ୍ଲିଶ୍ରୀ ମେଳା ପ୍ରଦର୍ଶିତ ହେବସ୍ମରଣୀକା 'ଶାମୁକା' ଉନ୍ମୋଚନ ହେବ । ଦୈନିକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଡିସେମ୍ବର ୨୪ ତାରିଖ
Read More...

ପ୍ରଭାକର ରଥଙ୍କ ଜନ୍ମ ଶତବାର୍ଷିକୀ ସମିତିର ସମୀକ୍ଷା ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବାଧିତ ଜନବନ୍ଧୁ ପ୍ରଭାକର ରଥଙ୍କ ଜନ୍ମ ଶତବାର୍ଷିକୀ ସମିତିର ଏକ ସମୀକ୍ଷା ବୈଠକ ବିଷ୍ଣୁମୁଣ୍ଡା ଠାରେ ଶିକ୍ଷାବିତ୍‌ କପିଳ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପଦେଷ୍ଟ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଗୁରୁଶ୍ରୀ ଘାସିରାମ ମିଶ୍ର,
Read More...

ପୁଇଁନ୍ତଲା ବ୍ଲକସ୍ତରୀୟ ବିଜ୍ଞାନ ମେଳା ଆୟୋଜିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ରାକ୍ସିମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପୁଇଁନ୍ତଲା ବ୍ଲକସ୍ତରୀୟ ବିଜ୍ଞାନ ମେଳା ଆୟୋଜିତ ହୋଇଯାଇଛି । ପୁଇଁନ୍ତଲା ବ୍ଲକ ଶିକ୍ଷାଧିକାରୀ ଲୋକନାଥ ସୁନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ପିପିର୍ଡା
Read More...

ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭା ଆନୁକୂଲ୍ୟରେ ଗୀତା ଜୟନ୍ତୀ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ବ୍ରାହ୍ମଣ ମହାସଭା ଆନୁକୂଲ୍ୟରେ ବଲାଙ୍ଗିର ନରସିଂହ ମନ୍ଦିର ପ୍ରାଙ୍ଗଣରେ ଗୀତା ଜୟନ୍ତୀ ପାଳିତ ହୋଇଯାଇଛି । ସଭାପତି ଧନଞ୍ଜୟ ମିଶ୍ର ତଥା ସଂପାଦକ ଆଇନଜୀବୀ ଜୟରାମ ମିଶ୍ରଙ୍କ ଆହ୍ୱାନ କ୍ରମେ ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ସରୋଜ କୁମାର ପାଣିଗ୍ରାହୀ
Read More...

ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ଅନୁଷ୍ଠିତ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ସ୍ଥିତ ରାମପୁର ହାଇସ୍କୁଲ ଠାରେ ବିଦ୍ୟାଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ରାଉତ ଅଧ୍ୟକ୍ଷତା କରି ଛାତ୍ରଛାତ୍ରୀଙ୍କୁ ଗ୍ରନ୍ଥକୀଟ ହେବା ପାଇଁ ପରାମର୍ଶ ଦେଇଥିଲେ ।
Read More...

ପଶ୍ଚିମ ଓଡିଶା ସେବା ସଙ୍ଘ ତରଫରୁ ମଦଭାଟି ବନ୍ଦ ପାଇଁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଳକ୍ ଜାମୁଟ ଓ ସିରାବାହାଲ ଗାଁଗୁଡିକରେ ଥିବା ଦୁଇଟି ଦେଶୀ ମଦଭାଟି ଯୋଗୁଁ ଅଞ୍ଚଳରେ ନାନା ପ୍ରକାର ଅସାମାଜିକ କାର୍ଯ୍ୟକଳାପ ବଢୁଥିବା ଅଭିଯୋଗ ହୋଇଥିଲା । ତେବେ ଏହି ଅଭିଯୋଗକୁ ଆଖି ଆଗରେ ରଖି ଆଜି ପଶ୍ଚିମ ଓଡିଶା ସେବା ସଙ୍ଘ
Read More...

କବିତା : ପଥର

ଭିକାରୀ ଚରଣ ମିଶ୍ର ମୁଁ ଅହଲ୍ୟା ନୁହେଁଦିଅଁ କି ଦେଉଳ ନୁହେଁମୁଁ କୌଣସି ଯୁଗ କି ସଭ୍ୟତା ନୁହେଁଅସ୍ତ୍ର ନୁହେଁ କି ଶସ୍ତ୍ର ନୁହେଁମୁଁ କେବଳ ଆହତ ଖେଳନାଟିଏଏ ବିଶ୍ୱର ବିଶ୍ୱକର୍ମାଙ୍କର । ଫୁଲର ଇଚ୍ଛାତମ୍ପର ଫଣାରେ ମୋତେଜନ୍ମଦେବ ପ୍ରଭୁତୁମ ପାଦଚିହ୍ନ ପରେଯେଉଁଠି ନଥିବ ଭୟଫୁଟିବା
Read More...

ବୀରମହାରାଜପୁର ବ୍ଲକସ୍ତରୀୟ ଜେଆରସି ସଚେତନତା ଅଭିଯାନ

ସୁବଲୟା, (କେପିଏନ୍‌ଏସ୍‌) : ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସରକାରୀ ଅପଗ୍ରେଡେଡ ହାଇସ୍କୁଲ, ପିତାମହୁଲ ପ୍ରାଙ୍ଗଣରେ ଏକ ଦିବସୀୟ ବ୍ଲକସ୍ତରୀୟ ଜୁନିଅର ରେଡକ୍ରସ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଂଚ ଆକସ୍ମିକା ବଢେଇ ସ୍ୱତନ୍ତ୍ର ଅତିଥି ଭାବରେ ଯୋଗଦେଇ ରେଡକ୍ରସ
Read More...

ହର୍ଡାଟାଲ ହାଇସ୍କୁଲକୁ ପରିଦର୍ଶନ କଲେ ଜିଲ୍ଲାପରିଷଦ ସଭ୍ୟା ଅନାମିକା ହୋତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ହର୍ଡାଟାଲ ହାଇସ୍କୁଲକୁ ପରିଦର୍ଶନ କରିଛନ୍ତି ଜିଲ୍ଲାପରିଷଦ ସଭ୍ୟା ଅନାମିକା ହୋତା । ଏହି ସ୍କୁଲ ରାଜ୍ୟ ସରକାରଙ୍କ ୫ଟି ଯୋଜନାରେ ସାମିଲ ହୋଇଥିବା ବେଳେ ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ହୋତା ପରିଦର୍ଶ କରି ବିଭିନ୍ନ
Read More...