pakka

ହର୍ଡାଟାଲ ହାଇସ୍କୁଲକୁ ପରିଦର୍ଶନ କଲେ ଜିଲ୍ଲାପରିଷଦ ସଭ୍ୟା ଅନାମିକା ହୋତା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ହର୍ଡାଟାଲ ହାଇସ୍କୁଲକୁ ପରିଦର୍ଶନ କରିଛନ୍ତି ଜିଲ୍ଲାପରିଷଦ ସଭ୍ୟା ଅନାମିକା ହୋତା । ଏହି ସ୍କୁଲ ରାଜ୍ୟ ସରକାରଙ୍କ ୫ଟି ଯୋଜନାରେ ସାମିଲ ହୋଇଥିବା ବେଳେ ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ହୋତା ପରିଦର୍ଶ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ ।

Leave A Reply

Your email address will not be published.

sixteen − four =