pakka
Daily Archives

ବିଶିଷ୍ଟ ଶ୍ରମିକନେତା ଶିବଚରଣ ବୋଇତିଙ୍କ ବିୟୋଗରେ…..

ନିରଞ୍ଜନ ସାମଲ ରାଉରକେଲା : ରାଉରକେଲାରେ ଶିଳ୍ପ ସମ୍ପର୍କରେ ଏକ ନୂତନ ଅଧ୍ୟାୟର ଅବତରଣା କରିଥିବା ଶିବଚରଣ ବୋଇତି ୧୯୪୦ ମସିହାରେ ଅଗଷ୍ଟ ୪ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । କେନ୍ଦ୍ରାପଡ଼ା ଜିଲ୍ଲାର ମାନପୁର ଠାରେ ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିବା ସ୍ୱର୍ଗତ
Read More...

ଗୌଡଗୋଠ ହାଇସ୍କୁଲ ଠାରେ ଅନୁଷ୍ଠିତ ବିଜ୍ଞାନ ମେଳାରେ ଉଦଯାପନୀ ଉତ୍ସବରେ ଯୋଗ ଦେଲେ ବିଧାୟକ ନରସିଂହ ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିର୍ବାଚନ ମଂଡଳୀ ଅନ୍ତର୍ଗତ ଦେଓଗାଁ ବ୍ଲକର ଗୌଡଗୋଠ ହାଇସ୍କୁଲ ଠାରେ ଅନୁଷ୍ଠିତ ବିଜ୍ଞାନ ମେଳାେ ଆଜି ଉଦ୍‌ଯାପିତ ହୋଇଯାଇଛି । ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଧାୟକ ନରସିଂହ ମିଶ୍ର ଯୋଗ ଦେଇଥିବା ବେଳେ ବିଇଓ ଗୋବର୍ଦ୍ଧନ ଭୋଇ,
Read More...

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ବିଭିନ୍ନ ୧୩ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଡିଆରଡିଏ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲପାଳ ସୂର୍ଯ୍ୟନାରାୟଣ ଦାଶ ଓ ଆରକ୍ଷୀ ଅଧିକ୍ଷକ
Read More...

ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଡିସେମ୍ବର ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁସାରେ ଆଜି ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ବ୍ୟାଙ୍କ ଅଧିକାରୀ ଦିବ୍ୟରଞ୍ଜନ ମିଶ୍ର ଆତ୍ମହତ୍ୟା ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶାନ୍ତିପଡାର ନିବାସୀ ତଥା ବ୍ୟାଙ୍କ ଅଧିକାରୀ ଦିବ୍ୟରଞ୍ଜନ ମିଶ୍ର ଆତ୍ମହତ୍ୟା ଘଟଣାରେ ଆଜି ସୋନପୁର ପୋଲିସ ରାଜସ୍ଥାନରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନେ ବ୍ୟବହାର କରୁଥିବା କାର୍ କୁ ମଧ୍ୟ ଜବତ କରିଛି । ସେମାନେ ହେଲେ ଆଦିଲ ଓ
Read More...

ବଲାଙ୍ଗିରଠାରେ ବିଶ୍ଵ ମୃତ୍ତିକା ଦିବସ ପାଳିତ

ମାଟିର ଉପଯୁକ୍ତ ପରୀକ୍ଷା, ଯତ୍ନ ଓ ସଂରକ୍ଷଣ ଉପରେ ଗୁରୁତ୍ଵାରୋପ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଲର୍କିପାଲି ସ୍ଥିତ କୃଷି ବିଭାଗର ଆଞ୍ଚଳିକ ସଂପ୍ରସାରଣ ତାଲିମ ପ୍ରତିଷ୍ଠାନ ଠାରେ ଜିଲ୍ଲା କୃଷି ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ର, ବଲାଙ୍ଗିର ମିଳିତ ଆନୁକୂଲ୍ୟରେ
Read More...

ଗୀତା ଜୟନ୍ତୀ ଉତ୍ସବ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଦିବ୍ୟ ଜୀବନ ସଂଘ ପକ୍ଷରୁ ଭଗବତୀ ନଗର ଠାରେ ଆଜି ଗୀତା ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ହୋମରେ କର୍ତ୍ତା ରୂପେ ରାଧାବଲ୍ଲଭ ପରିଛା ଓ ପ୍ୟାରୀ ମୋହନ ଦାଶ ଯୋଗଦେଇ ଗୀତାର ସମସ୍ତ ଶ୍ଲୋକରେ ଆହୁତି ଦେଇ ଗୀତା ଯଜ୍ଞ କରିଥିଲେ । ଗୁରୁଭାଇ ଓ ଭଉଣୀ
Read More...

ଦେବର୍ଷି ନାରଦ ସମ୍ମାନରେ ସମ୍ମାନିତ ହେଲେ ସାମ୍ବାଦିକ ପ୍ରଦୀପ ସାହୁ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା ତୈଲିକ ବୈଶ୍ୟ ହଳଦିଆ ସାହୁ ସମାଜର ଶତ ବାର୍ଷିକ ଉତ୍ସବ ନର୍ଲା ବ୍ଲକ ରୁପ୍ରା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ବିଧାୟକ ଭୁପିନ୍ଦର ସିଂ, ଜିଲ୍ଲା ସଭାପତି ନୀଳମଣି ସାହୁ, ସାଧାରଣ ସମ୍ପାଦକ ନବୀନ କିଶୋର ସାହୁ ଓ
Read More...

ପଦ୍ମପୁରରେ ସଂଧ୍ୟା ୬ଟା ସୁଦ୍ଧା ୮୦.୫୦% ଭୋଟଦାନ ହୋଇଥିବା ନେଇ ସୂଚନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁରରେ ଉପନିର୍ବାଚନ ଚାଲୁଥିବା ବେଳେ ରେକର୍ଡ ମତଦାନ ହୋଇଥିବା ନେଇ ସୂଚନା ରହିଛି । ସଂଧ୍ୟା ୬ଟା ସୁଦ୍ଧା ୮୦.୫୦% ଭୋଟଦାନ ହୋଇଥିବା ନେଇ ସୂଚନା ଦେଇଛନ୍ତି ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ ।
Read More...

କୋସଲ୍‌ ରାଏଜ୍‌ ଦାବୀରେ ହରିଶଙ୍କରଠୁ ଭୁବନେଶ୍ୱର ପଦଯାତ୍ରା ବଲାଙ୍ଗିରରେ ପହଂଚିଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋସଲ୍‌ ରାଏଜ୍‌ ଦାବୀରେ ହରିଶଙ୍କରଠୁ ଭୁବନେଶ୍ୱର ପଦଯାତ୍ରା ଆଜି ବଲାଙ୍ଗିରରେ ପହଂଚିଛି । ଅନେକ ଦିନରୁ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ତରଫରୁ ଏହି ଦାବୀ ହୋଇ ଆସୁଥିବା ବେଳେ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବା ସହ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ
Read More...