Daily Archives

ବନ୍ଧୁତ୍ୱ ଇଜି ବଲ ମ୍ୟାଚ୍‌ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ ପାଠାଗାରର କ୍ରୀଡା ସମ୍ପାଦକଙ୍କ ଆବାହକତ୍ତ୍ୱରେ ଏକ ବନ୍ଧୁତ୍ୱ ଇଜି ବଲ ମ୍ୟାଚ୍‌ ଡିଏଭି ପଲିଟେକ୍‌ନିକ୍‌ ଖେଳ ପଡିଆରେ ଅନୁଷ୍ଠିତ ହେଇଯାଇଛି । ବାସନ୍ତୀ ପାଠାଗାର, ପ୍ରଗତି ଉତ୍କଳ ସଙ୍ଘ, ଗୋପବନ୍ଧୁ ପାଠାଗାର ବରିଷ୍ଠ ନାଗରିକ ଖେଳାଳିମାନଙ୍କ
Read More...

ରାଜ୍ୟସ୍ତରୀୟ ସୁପର ସ୍ଵିମିଂ ଚାମ୍ପିୟନସିପରେ ଛତ୍ରପୁର କ୍ଲବ ପକ୍ଷରୁ ପ୍ରତିଯୋଗୀ ଜି.ତୁଷାରଙ୍କ ପ୍ରଥମ ସ୍ଥାନ ଅଧିକାର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭୁବନେଶ୍ୱରରେ ଏକ ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଓଡିଶାର ପ୍ରତ୍ୟେକ କୋଣ ଅନୁକୋଣରୁ ୩୫୦ ଖେଳାଳି ଭାଗ ନେଇଥିଲେ । ପ୍ରତ୍ୟେକ ଜିଲ୍ଲାରୁ ବଛା ବଛା ପ୍ରତିଯୋଗୀଙ୍କୁ ଚୟନ କରି ଏହି ପ୍ରତିଯୋଗିତାରେ
Read More...

ଏଫ୍ଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍ ୨୦୨୩ର ଟ୍ରଫି ଟୁର୍ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏଫ୍ଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍ ୨୦୨୩ର ଟ୍ରଫି ଟୁର୍‌କୁ ଶୁଭାରମ୍ଭ କରିଛନ୍ତି । ହକି ଇଣ୍ଡିଆ ଅଧ୍ୟକ୍ଷ ଦିଲ୍ଲୀପ୍ ତିର୍କୀଙ୍କୁ ସେ ଟ୍ରଫି ହସ୍ତାନ୍ତର କରିଛନ୍ତି । ଟ୍ରଫି ଟୁର୍‌ର ସଫଳତା ନେଇ ଶୁଭକାମନା ଜଣାଇଛନ୍ତି
Read More...

ପର୍ଯ୍ୟଟକଙ୍କ କାର ଧକ୍କାରେ ଚାଲିଗଲା ବୃଦ୍ଧ ଦମ୍ପତିଙ୍କ ଜୀବନ

ଦାରିଙ୍ଗବାଡି : ପର୍ଯ୍ୟଟକଙ୍କ କାର ଧକ୍କାରେ ଚାଲିଗଲା ବୃଦ୍ଧ ଦମ୍ପତିଙ୍କ ଜୀବନ । ଦାରିଙ୍ଗବାଡି ଥାନା ଅନ୍ତର୍ଗତ ୫୯ ନମ୍ବର ଜାତୀୟ ରାଜପଥ କିରୀକୁଟି ହାଇସ୍କୁଲ ନିକଟ ପୋଲ ଉପରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକ ହେଲେ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କୁମ୍ଭାରମୁଣ୍ଡା କଲୋନୀ
Read More...

ସରିଲା ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ (ଏମ୍‌ଆଇଓସି)-୨୨

ଭୁବନେଶ୍ୱର : ଚଳିତ ବର୍ଷ ନଭେମ୍ବର ୩୦ରୁ ଆରମ୍ଭ ହୋଇଥିବା ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ (ଏମ୍‌ଆଇଓସି)-୨୨ ରବିବାର ଆନୁଷ୍ଠାନିକ ଭାବେ ଶେଷ ହୋଇଛି । ଗତ ୫ ଦିନ ହେବ ପ୍ରତିଦିନ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ (ଏମ୍‌ଆଇଓସି)-୨୨କୁ
Read More...

ଭାରସାମ୍ୟ ହରାଇ ଓଲଟିଲା ବସ୍ : ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ତେଲକୋଇ : ଭାରସାମ୍ୟ ହରାଇ ଓଲଟିଲା ବସ୍ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ୪୯ ନମ୍ବର ଜାତୀୟ ରାଜପଥ କାଞ୍ଜିପାଣି ଥାନା ଅଧୀନ କୁଆଁର ନିକଟରେ ଏହି ଦୁର୍ଘଟଣା ଘଟିଛି । ସୂଚନାନୁଯାୟୀ, ଅମ୍ବା ନାମକ ଘରୋଇ ବସ୍ ଢେଙ୍କାନାଳ ଜିଲ୍ଲାରୁ ତେଲକୋଇ ଦେଇ କେନ୍ଦୁଝର ଅଭିମୁଖେ ଯାଉଥିଲା । ଏହି ସମୟରେ
Read More...

ପିକ୍‌ଅପ୍‌ ଧକ୍କାରେ କଲେଜ ଛାତ୍ର ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କାରାଗାର ପଛପଟ ରାସ୍ତାରେ ଏକ ପିକ୍‌ଅପ୍‌ ଧକ୍କାରେ କଲେଜ ଛାତ୍ର ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଗୁରୁତର ଛାତ୍ର ପୁଇଁନ୍ତଲା ଗ୍ରାମର ଅଶ୍ୱିନୀ ବେହେରା ବୋଲି ଜଣାପଡିଛି । ସେ ଲୋଇସିଂହା କଲେଜରୁ ଗାଁକୁ
Read More...

ଗୁଜୁରାଟ ନିର୍ବାଚନ : ପ୍ରଧାନମନ୍ତ୍ରୀ ଦେଲେ ଭୋଟ

ଅହମଦାବାଦ : ଗୁଜୁରାଟର ୧୪ଟି ଜିଲ୍ଲାର ୯୩ଟି ଆସନରେ ସୋମବାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭୋଟ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅହମଦାବାଦରେ ଧାଡ଼ିରେ ଠିଆ ହୋଇ ଭୋଟ ଦେଇଛନ୍ତି । ପୂର୍ବାହ୍ନ ସାଢ଼େ ୯ଟାରେ ପ୍ରଧାନମନ୍ତ୍ରୀ
Read More...

ବାରହା ମାଂସ ବିକ୍ରି ବେଳେ ଚଢାଉ କଲା ବନ ବିଭାଗ : ମାଂସ ଜବତ, ଶିକାରୀ ଫେରାର୍

ଘଟଗାଁ : ବାରହା ମାଂସ ବିକ୍ରି ବେଳେ ଚଢାଉ କଲା ବନ ବିଭାଗ । ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ଘଟଗାଁ ବନାଞ୍ଚଳ ଅଧିନସ୍ଥ ଦେଓବନ୍ଧ ଫରେଷ୍ଟ ସେକ୍ସନର ମାନପୁର ଗାଁରେ ରବିବାର ଅପରାହ୍ନରେ ଏକ ବାରହାକୁ ମାରି ଶିକାରୀମାନେ ମାଂସ ବିକ୍ରି କରିବା ବେଳେ ପୋଲିସ ଚଢାଉ କରିଥିଲା । ତେବେ
Read More...

ଦନ୍ତା ଆକ୍ରମଣରେ ଯୁବକ ମୃତ

କରଞ୍ଜିଆ : ଦନ୍ତା ଆକ୍ରମଣରେ ଯୁବକ ମୃତ । କରଞ୍ଜିଆ ବନଖଣ୍ଡ ସାତକୋଶିଆ ରେଞ୍ଜ ଅସୁରଖାଲ ଗାଁ ହୁଡ଼ି ସାହିରେ ଏପରି ଅଘଟଣ ଘଟିଛି । ସୂଚନା ଅନୁସାରେ, ରବିବାର ସନ୍ଧ୍ୟା ୫ଟା ବେଳେ ଯୁବକ ଜଣଙ୍କ ଜଙ୍ଗଲରେ ଜଣକୁ ଖୋଜିବାକୁ ଯାଇ ଦନ୍ତାହାତୀ ହାବୁଡ଼ରେ ପଡିଯାଇଥିଲେ । ଯୁବକ ଜଣଙ୍କ ଦୌଡ଼ି
Read More...