pakka

ବାରହା ମାଂସ ବିକ୍ରି ବେଳେ ଚଢାଉ କଲା ବନ ବିଭାଗ : ମାଂସ ଜବତ, ଶିକାରୀ ଫେରାର୍

bbehera

ଘଟଗାଁ : ବାରହା ମାଂସ ବିକ୍ରି ବେଳେ ଚଢାଉ କଲା ବନ ବିଭାଗ । ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ଘଟଗାଁ ବନାଞ୍ଚଳ ଅଧିନସ୍ଥ ଦେଓବନ୍ଧ ଫରେଷ୍ଟ ସେକ୍ସନର ମାନପୁର ଗାଁରେ ରବିବାର ଅପରାହ୍ନରେ ଏକ ବାରହାକୁ ମାରି ଶିକାରୀମାନେ ମାଂସ ବିକ୍ରି କରିବା ବେଳେ ପୋଲିସ ଚଢାଉ କରିଥିଲା । ତେବେ ଶିକାରୀମାନେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ବେଳେ କେବଳ ବାରହା ମାଂସ ଏବଂ ଙଊ-୦୯-ଈ-୭୮୯୨ ନମ୍ବର ବିଶିଷ୍ଟ ଏକ ମଟରସାଇକେଲ୍ ଜବତ କରିଛି ବନ ବିଭାଗ ।

jay balangir
Leave A Reply

Your email address will not be published.

five − 2 =