Browsing Tag

ghatagaon news

ସ୍କୁଟିକୁ ପଛପଟୁ ଧକ୍କା ଦେଲା ଆଇଚର

ଘଟଗାଁ : କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର-ଢେଙ୍କିକୋଟ ମଧ୍ୟରେ ଥିବା ପିପିଳିଆ ଛକ ନିକଟରେ ସ୍କୁଟିକୁ ପଛପଟୁ ଧକ୍କା ଦେଲା ଆଇଚର୍ ଟ୍ରକ୍ । ଘଟଣାସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଥିବାବେଳେ ସ୍କୁଟି ପଛପଟେ ବସିଥିବା ବ୍ୟକ୍ତି ଜଣଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର
Read More...

ସ୍କୁଟିକୁ ପଛପଟୁ ଧକ୍କା ଦେଲା ଆଇଚର : ୨ ମୃତ

ଘଟଗାଁ : ସ୍କୁଟିକୁ ପଛପଟୁ ଧକ୍କା ଦେଲା ଆଇଚର୍ ଟ୍ରକ୍ ଫଳରେ ଘଟଣାସ୍ଥଳରେ ୨ ସ୍କୁଟି ଚାଳକ ମୃତ । ଏହାସହ ଜଣେ ଗୁରୁତର ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଥାଉକି, କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ
Read More...

ମା’ ତାରିଣୀଙ୍କ ହୁଣ୍ଡିରୁ ମିଳିଲା ୨୨ ଲକ୍ଷ

ଘଟଗାଁ : ଘଟଗାଁ ମା’ ତାରିଣୀଙ୍କ ହୁଣ୍ଡି ଖୋଲାଯାଇ ଗଣତି କରାଯାଇଛି । ଦେବୋତ୍ତର ବିଭାଗର ସମ୍ବଲପୁର ଡିଭିଜନାଲ ଇନ୍‌ସପେକ୍ଟର ଦକ୍ଷିଣ କୁମାର ମାରାଣ୍ଡି, ଦେବୋତ୍ତର ନିରୀକ୍ଷକ ତ୍ରିଲୋଚନ ନାଏକ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସଂଜୀବ କୁମାର ମହାପାତ୍ର, ପୁଲିସ ଏଏସ୍‌ଆଇ ଉପେନ୍ଦ୍ର
Read More...

ଘଟଗାଁ ମା’ ତାରିଣୀଙ୍କ ପୀଠରେ ପାଳିତ ହେଉଛି ମହାସପ୍ତମୀ, ସୁନା ବେଶରେ ଦର୍ଶନ ଦେଉଛନ୍ତି ମା’ ତାରିଣୀ

ଘଟଗାଁ : ନବରାତ୍ର ପାଇଁ ଚଳଚଂଚଳ ପୁରଠାରୁ ପଲ୍ଲି । ଆଜି ରାଜ୍ୟର ପ୍ରତ୍ୟେକଟି ଦେବୀ ପୀଠ ଗୁଡିକରେ ମହାଷ୍ଟମୀ ପୂଜା ଅନୁଷ୍ଠିତ ହେଉଥିବା ବେଳେ ରାଜ୍ୟର ଏକମାତ୍ର ଦେବୀପୀଠ ଘଟଗାଁ ମା' ତାରିଣୀଙ୍କ ପୀଠରେ ଆଜି ମହାସପ୍ତମୀ ପୂଜା ପାଳନ କରାଯାଉଛି । ତେବେ ନବରାତ୍ର ପ୍ରଥମ ଦିନରୁ ଷଷ୍ଠୀ
Read More...

ବୋଲେରୋକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ : ଡ୍ରାଇଭର ଗୁରୁତର

ଘଟଗାଁ : ଘଟଗାଁ ଥାନା ଅନ୍ତର୍ଗତ ମୁଦ୍ରାବେଡ଼ା ଗାଁ ଛକ ନିକଟରେ ବୋଲେରୋକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ ପଦ୍ମାବତୀ । ଦୁର୍ଘଟଣାରେ ଉଭୟ ଗାଡି ଭାଙ୍ଗିରୁଜି ଯାଇଥିବା ବେଳେ ବୋଲେରୋ ଡ୍ରାଇଭର ଗୁରୁତର ହୋଇଥିବା ଜଣାପଡିଛି । ତାଙ୍କୁ ଉଦ୍ଧାର କରାଯାଇ କେନ୍ଦୁଝର ସ୍ୱାସ୍ଥ୍ୟକେନ୍ଦ୍ରରେ
Read More...

ଦୀର୍ଘ ଦିନ ପରେ ଘରକୁ ଆସିଥିବା ପୁଲିସ କନେଷ୍ଟବଳଙ୍କ ଆତ୍ମହତ୍ୟା

ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ହାତିନୋଟା ଗ୍ରାମରେ ଗତକାଲି ରାତିରେ ଗାଁର ପ୍ରେମାନନ୍ଦ ନାଏକ ତାଙ୍କ ଘର ପାଖରେ ଥିବା ସଜନା ଗଛରେ ବେକରେ ଓଢଣୀ ବାନ୍ଧି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ପ୍ରେମାନନ୍ଦ ପୁଲିସ୍ କନେଷ୍ଟବଳ (ଏ.ଏସ୍.ଏ.ପି) ଭାବରେ
Read More...

ଅଟେଇ ସଂରକ୍ଷିତ ଜଙ୍ଗଲରେ ବୁଲୁଛି ମହାବଳ ବାଘ : ୩ଟି ପଞ୍ଚାୟତକୁ ନୋଟିସ୍‌ ଦେଇ ସତର୍କ କଲା ବନ ବିଭାଗ

ଘଟଗାଁ : ଘଟଗାଁ ରେଞ୍ଜ ଅଧୀନ ଅଟେଇ ସଂରକ୍ଷିତ ଜଙ୍ଗଲରେ ମହାବଳ ବାଘ ବୁଲୁଥିବାରୁ ସ୍ଥାନୀୟ ୩ଟି ପଞ୍ଚାୟତର ସରପଞ୍ଚଙ୍କୁ ନୋଟିସ୍ ଦେଇ ସତର୍କ କଲା ବନ ବିଭାଗ । ସଂରକ୍ଷିତ ଜଙ୍ଗଲ ଭିରତରକୁ ସର୍ବସାଧାରଣଙ୍କ ପ୍ରବେଶ ବାରଣ ସହ ଗୃହପାଳିତ ପଶୁଙ୍କୁ ମଧ୍ୟ ନଛାଡିବାକୁ ଆଲର୍ଟ କରିଛି ବନ ବିଭାଗ ।
Read More...

ମା’ ତାରିଣୀଙ୍କ ଚଇତି ପର୍ବ

ଘଟଗାଁ : ଚାଲିଛି ଘଟଗାଁ ମା' ତାରିଣୀଙ୍କ ଚଇତି ପର୍ବ । ଘଟଗାଁ ବାସିନୀ ମାଆ ତାରିଣୀଙ୍କ ଚଇତି ପର୍ବର ଆଜି ଷଷ୍ଠ ଦିବସ । ଆଜି ପଣା ସଂକ୍ରାନ୍ତିରେ ସ୍ବତନ୍ତ୍ର ନୀତିକାନ୍ତି କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ଭୋର୍ ୪ଟାରୁ ମାଙ୍କ ସେବାୟତ ମାନେ ମନ୍ଦିର ପହଡ ଖୋଲି ମାଙ୍କ
Read More...

ଢେଙ୍କିକୋଟ ଓଭର ବ୍ରିଜ୍‌ରୁ ୧୫ ଫୁଟ୍‌ ତଳକୁ ଓଳଟିଲା ଟ୍ରକ୍‌

ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଢେଙ୍କିକୋଟ ଫାଣ୍ଡି ଏନ୍‌ଏଚ୍‌ ୨୦ ଢେଙ୍କିକୋଟ ଓଭର ବ୍ରିଜ୍‌ ଉପରୁ ସର୍ଭିସ ରୋଡ୍‌କୁ ଏକ ଚଉଦ ଚକିଆ ଟ୍ରକ୍‌ ଭାରସାମ୍ୟ ହରାଇ ଓଳଟି ପଡିଥିବା ଜଣାପଡିଛି । ସୂଚନା ଅନୁସାରେ ଟ୍ରକ୍‌ଟି ପାରାଦୀପରୁ ଲୁହାପଥର ଖାଲି କରି ଦୃତଗତିରେ କେନ୍ଦୁଝର ଅଭିମୁଖେ
Read More...

ଅଜଣା ଗାଡି ଧକ୍କାରେ ଦୁଇ ସମୁଦି ମୃତ

ଘଟଗାଁ : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପଣ୍ଡାପଡା ଥାନା ବାଉଟିଆ ନାଳ ନିକଟରେ ଅଜଣା ଗାଡି ଧକ୍କାରେ ଦୁଇ ସମୁଦିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ହରିଚନ୍ଦନପୁର ବ୍ଲକ ଖୁଦପସି ଗ୍ରାମର ଲାଲମୋହନ ରାଉତ ଏବଂ ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ପାଟମୁଣ୍ଡା ଗ୍ରାମର
Read More...
error: Content is protected !!