om academy

ଅଟେଇ ସଂରକ୍ଷିତ ଜଙ୍ଗଲରେ ବୁଲୁଛି ମହାବଳ ବାଘ : ୩ଟି ପଞ୍ଚାୟତକୁ ନୋଟିସ୍‌ ଦେଇ ସତର୍କ କଲା ବନ ବିଭାଗ

jsm

ଘଟଗାଁ : ଘଟଗାଁ ରେଞ୍ଜ ଅଧୀନ ଅଟେଇ ସଂରକ୍ଷିତ ଜଙ୍ଗଲରେ ମହାବଳ ବାଘ ବୁଲୁଥିବାରୁ ସ୍ଥାନୀୟ ୩ଟି ପଞ୍ଚାୟତର ସରପଞ୍ଚଙ୍କୁ ନୋଟିସ୍ ଦେଇ ସତର୍କ କଲା ବନ ବିଭାଗ । ସଂରକ୍ଷିତ ଜଙ୍ଗଲ ଭିରତରକୁ ସର୍ବସାଧାରଣଙ୍କ ପ୍ରବେଶ ବାରଣ ସହ ଗୃହପାଳିତ ପଶୁଙ୍କୁ ମଧ୍ୟ ନଛାଡିବାକୁ ଆଲର୍ଟ କରିଛି ବନ ବିଭାଗ । ଏହାସହ ସେଠାକାର ୪୦ ଜଣ ମଇଁଷି ମାଲିକଙ୍କୁ ମଧ୍ୟ ନୋଟିସ୍‌ ଜାରି କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.

17 + sixteen =