ଆଜି କୋଟିଆ ଆସିବେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ

କୋରାପୁଟ : ଆଜି କୋଟିଆ ଆସିବେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ । ସୂଚନା ଅନୁସାରେ ପୂର୍ବରୁ ଶେଷ ମୁହୂର୍ତ୍ତରେ କୋଟିଆ ଗସ୍ତ ବାତିଲ କରିଥିବା ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପିଡିକା ରାଜନ୍ନା ଦୋରା ଆଜି ଆସୁଥିବା ସୂଚନା ମିଳିଛି । କୋଟିଆ ଗ୍ରାମପୁଞ୍ଜର ଫଗୁଣସେନେରୀ ଓ ଫାଟୁସେନେରୀଠାରେ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗଦେବେ ବୋଲି ଖବର ମିଳିଛି ।

Leave A Reply

Your email address will not be published.

five × four =