Browsing Tag

koraput news

ଶିବ ମନ୍ଦିରରେ ଭାଲୁ ବଜାଉଛି ଘଣ୍ଟି : ଭିଡ଼ିଓ ଭାଇରାଲ୍‌

କୋରାପୁଟ : କୋରାପୁଟ ଜିଲ୍ଲା ବୋରିଗୁମ୍ମା ଚମ୍ପିଆ ଶିବ ମନ୍ଦିରରେ ଭାଲୁ ବଜାଉଛି ଘଣ୍ଟି । ସୂଚନା ଅନୁଯାୟୀ ଚମ୍ପିଆ ଶିବ ମନ୍ଦିରରେ ଗତ ରାତିରେ ଦୁଇଟି ଭାଲୁ ଖାଦ୍ୟ ଅନ୍ୱେଷଣରେ ପଶିଥିଲେ । ପ୍ରବେଶ ଦ୍ୱାରରେ ଘଣ୍ଟି ବଜାଉଥିବା ସମୟରେ କିଛି ଯୁବକ ଘଣ୍ଟି ଶବ୍ଦ ଶୁଣି ମନ୍ଦିରକୁ ଯାଇ ଭାଲୁ
Read More...

ଦେହରେ ଗଞ୍ଜେଇ ଗୁଡ଼ାଇ ଚାଲାଣ କରୁଥିବା ବେଳେ ଧରି ଦେଲା ପାଲିସ

କୋରାପୁଟ : ନିଜ ଦେହରେ ଗଞ୍ଜେଇକୁ ପ୍ୟାକିଂ କରି ଚାଲାଣ କରିବା ସମୟରେ ଗିରଫ ହେଲେ ଅଭିଯୁକ୍ତ । ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣର ଏହି ଘଟଣା କୋରାପୁଟ ନନ୍ଦପୁରରେ ଘଟିଛି । ନିଜ ଦେହରେ ଗଞ୍ଜେଇକୁ ଗୁଡ଼ାଇଥିଲା ଅଭିଯୁକ୍ତ । ବେଶ୍ ଚାଲାକି ସହ ସେଲୋ ଟ୍ୟାପରେ ପେଟ, ପିଠି ଏବଂ ଛାତିରେ
Read More...

କୋରାପୁଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା : ୧ ମୃତ, ୨ ଆହତ

କୋରାପୁଟ : କୋରାପୁଟରେ ଘଟିଛି ଏକ ଅଭାବନୀୟ ଘଟଣା । ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଥିବା ଜଣା ପଡିଛି । ଏପର୍ଯ୍ୟନ୍ତ ଆହତଙ୍କ ପରିଚୟ ମିଳିନାହିଁ । ଦୁର୍ଘଟଣାଟି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଚିକାମ୍ବ ପଂଚାୟତର ଗଦଳା ଗାଁ
Read More...

କାର୍‌-ପିକ୍‌ଅପ୍‌ ଗାଡି ମୁହାଁମୁହିଁ ଧକ୍କା

କୋରାପୁଟ : କାର୍‌-ପିକ୍‌ଅପ୍‌ ଗାଡି ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବା ଖବର ମିଳିଛି । କୋରାପୁଟ-ଜୟପୁର ୨୬ ନମ୍ବର ଜାତୀୟ ରାଜପଥର ଦେଓଘାଟି ନିକଟରେ ଏକ କାର୍‌ ସହ ପିକ୍‌ଅପ୍‌ ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା
Read More...

ରେଳ ଧାରଣାରେ କଟି ଜଣେ ମୃତ

କୋରାପୁଟ : କୋରାପୁଟ ସୁକୁ ବ୍ରିଜ୍‌ ନିକଟରେ ଅଘଟଣ । ରେଳ ଧାରଣାରେ କଟି ଅଚିହ୍ନା ବ୍ୟକ୍ତିଙ୍କ ମୃତ୍ୟୁ । ଜିଆର୍‌ପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ବୁଧବାର ଦିନ ସକାଳୁ ସକାଳୁ କୋରାପୁଟ ସୁକୁ ବ୍ରିଜ୍‌ ନିକଟରେ ଘଟିଛି ଅଘଟଣ । ରେଳ ଧାରଣାରେ କଟି
Read More...

କୋରାପୁଟରୁ ଗଡିବ ଲକ୍ଷ୍ମୀ ବସ୍

କୋରାପୁଟ : ଆଜି କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ ଗଡିବ । ଏହାର ଶୁଭାରମ୍ଭ ସମାରୋହ ଲାଣ୍ଡିଗୁଡ଼ାସ୍ଥିତ ସରକାରୀ ମହାବିଦ୍ୟାଳୟ ପଡିଆରେ ଆୟୋଜନ ହେବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଉଦ୍‌ଘାଟନ କରିବେ ।ଏହି ବସ୍‌ ଶୁଭାରମ୍ଭ ଉତ୍ସବରେ ରାଜ୍ୟ ପରିବହନ ମନ୍ତ୍ରୀ
Read More...

ଗଞ୍ଜେଇ ଭର୍ତ୍ତି କାର ଜବତ

କୋରାପୁଟ : କାରରେ ବିପୁଳ ପରିମାଣର ଗଞ୍ଜେଇ ଚାଲାଣବେଳେ ଆଜି ପୁଲିସ ଜବତ କରିଛି । କୋରାପୁଟ ଜିଲ୍ଲାର ଲମତାପୁଟ କଡ୍ରି ଗାଁ ନିକଟରେ କାରରୁ ଆଜି ମାଛକୁଣ୍ଡ ପୁଲିସ ୯୦ କେଜି ଗଞ୍ଜେଇ ଜବତ କରିଛି । ଚଢ଼ାଉ ବେଳେ କାର୍‌ ଛାଡ଼ି ଗଞ୍ଜେଇ ମାଫିଆ ଖସି ପଳେଇଥିବା ସୂଚନା ମିଳିଛି । ସୂଚନା
Read More...

ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀ

କୋରାପୁଟ : କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀ ଭିଜିଲାନ୍ସ ହାତରେ ଧରାପଡିଥିବା ସୂଚନା ମିଳିଛି । ସେ ରିଲାଏନ୍ସ ନାମକ ଏକ ଘରୋଇ ବସରେ କଟକସ୍ଥିତ ନିଜ ଘରକୁ ଯିବା ବେଳେ ଜୟପୁର ସ୍ଥିତ ଟାଙ୍କୁଆ ନିକଟରେ ଜୟପୁର ଭିଜିଲାନ୍ସ ଟିମ୍ ମାଡି ବସିଛି । ବସରେ
Read More...

ସାଇବର ଥାନାକୁ ବଡ଼ ସଫଳତା : ଅନଲାଇନ୍ ଠକେଇ ମାମଲାରେ ୩ଜଣଙ୍କୁ ବାନ୍ଧିଲା ପୋଲିସ

କୋରାପୁଟ : ସାଇବର ଥାନାକୁ ବଡ଼ ସଫଳତା । ଅନଲାଇନ୍ ଠକେଇ ମାମଲାରେ ବିହାରରୁ ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୁଲିସ । ଦେଢ଼ ଲକ୍ଷ ଟଙ୍କା, ଗୋଟିଏ ଲାପଟପ ଓ ୧୪ଟି ମୋବାଇଲ୍ ଜବତ ।
Read More...

ନିଜ ଉପରକୁ ନିଜେ ଗୁଳି ଚଳାଇଲେ ଇନ୍ସପେକ୍ଟର

କୋରାପୁଟ : କୋରାପୁଟ ଜିଲ୍ଲା ପୁଲିସ ମୁଖ୍ୟାଳୟର ନକ୍ସଲ ସେଲ ଭିତରେ ଜଣେ ଇନ୍ସପେକ୍ଟର ନିଜ ଉପରକୁ ଗୁଳି ଚଳାଇଥିବା ଜଣାପଡିଛି । ଇନ୍ସପେକ୍ଟର ଜଣକ ହେଲେ ନରେନ୍ଦ୍ର ବିଶ୍ଵାଳ । ସେଲ୍‌ରେ ଥିବା ଏକେ- ୪୭ ବନ୍ଧୁକରେ ସେ ନିଜ ବେକରେ ଗୁଳି ଫୁଟାଇଥିବା କୁହାଯାଉଛି । ତାଙ୍କୁ ପ୍ରଥମେ
Read More...