Browsing Tag

koraput news

ମାଳି ପର୍ବତରେ ପାଳନ ହେଲା ମା ପାକୁଳି ଦେବୀ ଡଙ୍ଗର ଯାତ୍ରା

କୋରାପୁଟ, (ସୁନାମ ହନ୍ତାଳ) : ମାଳି ପର୍ବତରେ ମହାସମାରୋହରେ ପାଳନ ହେଲା ମା ପାକୁଳି ଦେବୀ ଡଙ୍ଗର ଯାତ୍ରା । ସୂଚନା ଯୋଗ୍ୟ ଯେ, କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ମାଳି ପର୍ବତ ଉପରେ ଏକ ପୁରାତନ ପ୍ରାକୃତିକ ଗୁମ୍ଫା ରହିଛି ଏବଂ ଏହି ଗୁମ୍ଫାରେ ଅଂଚଳର ହଜାର ହାଜର ଆଦିବାସୀମାନେ ଚାଷ…
Read More...

ଆୟୁଷ୍ମାନ ଭାରତ ପ୍ରାଧନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ

କୋରାପୁଟ, (ସୁନାମ ହନ୍ତାଳ) : ସେମିଲିଗୁଡା ବ୍ଲକର ୧୭ଟି ଗ୍ରାମ ପଂଚାୟତର ଦୁଧାରି ଓ କୁନ୍ଦୁଲି ଗାଁରେ ଆୟୁଷ୍ମାନ କାର୍ଡର ଶୁଭାରମ୍ଭ । ଓଡିଶାରେ ଆୟୁଷ୍ମାନ ଭାରତ ଯୋଜନାର ଲୋକାର୍ପଣ ହୋଇଯାଇଛି । ଏନେଇ ଦୁଧାରି ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପଡିଆ ଏବଂ କୁନ୍ଦୁଲି ମିନିଷ୍ଟାଡିୟମରେ ଆୟୁଷ୍ମାନ…
Read More...

କାଦୁଅ ରାସ୍ତା ପାଇଁ ରାଜପଥ ଜାମ୍‌

କୋରାପୁଟ : କାଦୁଅ ରାସ୍ତା ପାଇଁ ରାଜପଥ ଜାମ୍‌ । ଆଗକୁ ଗଡୁନି ଗାଡି । ରାସ୍ତାରେ ଆମ୍ବୁଲାନ୍ସ ସହ ଅଟକି ରହିଛି ଶହ ଶହ ଗାଡି । ଅସରାଏ ବର୍ଷାରେ ବେହାଲ କୋରାପୁଟ ସୁନାବେଡା ସ୍ଥିତ ଏନ୍‌ଏଚ-୨୬ । ୭କିଲୋମିଟର ଯାଏ ଶହ ଶହ ଗାଡି ଠିଆ ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି । କୋରାପୁଟ…
Read More...

ମା’ ଦୁର୍ଗା ବଡେ଼ଇ ମହାସଂଘ ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (ସୁନାମ ହନ୍ତାଳ) : କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଅନ୍ତର୍ଗତ କାଡାମଗୁଡା ନିକଟସ୍ଥ ଗୁରୁ ଫାର୍ମହାଉସ ଠାରେ ନୂତନ ଭାବେ ମା' ଦୁର୍ଗା ବଡେ଼ଇ ମହାସଂଘର କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଟ୍ଟାଙ୍ଗି, ଶୁଙ୍କି, ନନ୍ଦପୁର, ସେମିଳିଗୁଡା, ଦାମନଯୋଡି, ପାଡୁଆ…
Read More...

କ୍ଷୁଦ୍ର ଜଳସେଚନ କେନାଲ ନିର୍ମାଣରେ ନିମ୍ନମାନ କାର୍ଯ୍ୟକୁ ନେଇ
ଅଭିଯୋଗ ଆଣିଲେ ଦୁଧାରୀ ସମିତି ସଭ୍ୟା :

କୋରାପୁଟ, (ସୁନାମ ହନ୍ତାଳ) : ଜିଲ୍ଲାର ସେମିଳିଗୁଡା ବ୍ଳକ ଅନ୍ତର୍ଗତ ଦୁଧାରୀ ଡଙ୍ଗାମୁଣ୍ଡି ଏବଂ କାଳିଆଘାଟ ଠାରେ କେନାଲ ନିର୍ମାଣରେ ନିମ୍ନମାନ କାର୍ଯ୍ୟ ଚାଲିଛି ଭଳି ସାଙ୍ଘାତିକ ଅଭିଯୋଗ ନେଇ ଜିଲ୍ଲା ପ୍ରଶାସନକୁ ତଦନ୍ତ କରିବା ପାଇଁ ଦୁଧାରୀ ସମିତି ସଭ୍ୟା ସୁଷମା ପାଙ୍ଗି ଅଭିଯୋଗ…
Read More...

ସିକ୍ୟୁରିଟି ଗାର୍ଡଙ୍କ ଧର୍ମଘଟର ତୃତୀୟ ଦିନରେ ପହଞ୍ଚିଲେ କୋରାପୁଟ ଓ ପଟ୍ଟାଙ୍ଗି ବିଧାୟକ

କୋରାପୁଟ, (ସୁନାମ ହନ୍ତାଳ) : କୋରାପୁଟ ଜିଲ୍ଲା ସୁନାବେଡ଼ା ହାଲରେ କାର୍ଯ୍ୟରତ ପ୍ରାଇଭେଟ୍ ସିକ୍ୟୁରିଟି କର୍ମଚାରୀଙ୍କ ଆନ୍ଦୋଳନର ତୃତୀୟ ଦିନର ଧାରଣାରେ ପହଞ୍ଚିଲେ ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ । ପରେ ହାଲ୍‌ ଇଡି ଏବଂ ଲେବର କମିସନରଙ୍କୁ ସ୍କିଲ ହିସାବରେ ବାର୍ଷିକ ବୋନସ…
Read More...

ବ୍ଲକରେ ଚାଲିଛି ପିସି କାରବାର

ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଆଣିଲେ ସମିତି ସଭ୍ୟା ସୁଷମା ପାଙ୍ଗି କୋରାପୁଟ, (ସୁନାମ ହନ୍ତାଳ) : ବ୍ଲକରେ ଚାଲିଛି ପିସି କାରବାର । ଏଭଳି ସାଙ୍ଘାତିକ ଅଭିଯୋଗ ହୋଇଛି କୋରାପୁଟ ଜିଲ୍ଲାର ସେମିଳିଗୁଡା ବ୍ଲକରେ । ଏନେଇ ଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି ଦୁଧାରୀ ସମିତି…
Read More...

ସୁନାବେଡ଼ା ହାଲ ଟାଉନସିପରେ ପ୍ରାଇଭେଟ୍ ସିକ୍ୟୁରିଟି ଗାର୍ଡଙ୍କ ଧର୍ମଘଟ : ସମାନ କାମକୁ ସମାନ ଦରମା ଦାବି

କୋରାପୁଟ, (ସୁନାମ ହନ୍ତାଳ) : ପ୍ରାଇଭେଟ୍ ସିକ୍ୟୁରିଟି ଗାର୍ଡଙ୍କ ଧର୍ମଘଟ । ସମାନ କାମକୁ ସମାନ ଦରମା ଦାବି । ସୁନାବେଡ଼ା ହାଲରେ କାର୍ଯ୍ୟରତ ପ୍ରାଇଭେଟ୍ ସିକ୍ୟୁରିଟି କର୍ମଚାରୀ ସଂଘ ଆନ୍ଦୋଳନରେ ଓହ୍ଲାଇବା ସହ ଆଜି ଠାରୁ କାର୍ଯ୍ୟବନ୍ଦ କରିଛନ୍ତି । ସୁନାବେଡ଼ା ହାଲ ଟାଉନସିପ ସିକ୍ୟୁରିଟି…
Read More...

ପୂର୍ବ ପୁରୁଷ ଜମିକୁ ନେଇ ବିବାଦ

କୋରାପୁଟ, (ସୁନାମ ହନ୍ତାଳ) : କୋରାପୁଟ ଜିଲ୍ଲା ସେମିଲିଗୁଡା ତହସିଲ ଅନ୍ତର୍ଗତ ପାକଝୋଲା ଗ୍ରାମ ପଞ୍ଚାୟତର ବେହେରା ଗୁଡା ଗ୍ରାମର ସୁଂଗାଡି ଦାସୀ ଜମି ବେନିୟମରେ ହଡପ କରିଥିବା ଅଭିଯୋଗ ଆଣିଛନ୍ତି । ପୂର୍ବ ପୁରୁଷରୁ ସମୁଦାୟ ଦୁଇ ଏକର ଜମି ଜାତି ପରଜା ନାମରେ ପଞ୍ଜିକୃତ ହୋଇଥିଲା । ଏହି…
Read More...

ଗ୍ରୀନ ପ୍ଲାଏଉଡ୍‌ ରାଜେଶ ମିତ୍ତାଳ ପ୍ରକଳ୍ପରେ ସ୍ଥାନୀୟ ୭୦ ଭାଗ ନିଯୁକ୍ତିକୁ ନେଇ ଗ୍ରାମବାସୀ ଦେଲେ ସମର୍ଥନ

କୋରାପୁଟ, (ସୁନାମ ହନ୍ତାଳ) : କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ଅନ୍ତର୍ଗତ ଦଳେଇଗୁଡ଼ା ଓ ପାକଝୋଲା ଗ୍ରାମ ପଂଚାୟତର ଅଧୀନରେ ଥିବା କାଡ଼ାମଗୁଡ଼ା ଗ୍ରାମରେ ଦୁଇ ପଞ୍ଚାୟତବାସୀ ଶତାଧିକ ଲୋକେ ଆଲଚନାରେ ଭାଗ ନେଇଥିଲେ । ଉକ୍ତ ବୈଠକରେ ପ୍ରତି ଗ୍ରାମରୁ ଜଣେ ଲେଖାଏ ନିଜନିଜର ମତ ସାବ୍ୟସ୍ତ…
Read More...