Browsing Tag

koraput news

ଦିନିକିଆ କୋରାପୁଟ ଗସ୍ତରେ କେନ୍ଦ୍ରୀୟ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ

କୋରାପୁଟ, (ସୁନାମ ହନ୍ତାଲ) : ଦିନିକିଆ କୋରାପୁଟ ଗସ୍ତରେ କେନ୍ଦ୍ରୀୟ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଡଃ. ସୁକାନ୍ତ ମଜୁମଦାର । କୋରାପୁଟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ରରେ ଆକାଂକ୍ଷା ଜିଲ୍ଲାରେ ଭାରତ ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ ସମୀକ୍ଷା ବୈଠକ କରିଛନ୍ତି । ପରେ ସେମିଳିଗୁଡା ବ୍ଲକ…
Read More...

ଜାତୀୟ ସ୍ତରୀୟ ପରବ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

କୋରାପୁଟ, (ସୁନାମ ହନ୍ତାଳ) : କୋରାପୁଟ ନୂତନ ପରବ ପଡ଼ିଆରେ ଜାତୀୟ ସ୍ତରୀୟ ଲୋକ ମହୋତ୍ସବ ପରବ ଉଦ୍‌ଘାଟିତ ହୋଇଯାଇଛି । ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଯୋଗଦେଇ ଆଜି ଜିଲ୍ଲା…
Read More...

ଅବ୍ୟବସ୍ଥା ଘେରରେ ଓଡେଶୁ ଗାଁ

କୋରାପୁଟ, (କେପିଏନ୍‌ଏସ୍‌) : କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଯାଗୁଗୁଡା ପଞ୍ଚାୟତ ଅନ୍ତର୍ଗତ ଓଡ଼େଶୁ ଗାଁ ଆଜି ପର୍ଯ୍ୟନ୍ତ ସରକାରଙ୍କ ଅନେକ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହୋଇ ରହିଥିବା ଜଣାପଡିଛି । ଗାଁର ଚତୁଃପାର୍ଶ୍ଵରେ ବଣ ପାହାଡ ଘେରି ରହିଥିବା ବେଳେ ଓଡେଶୁ ଗାଁଟି ପଞ୍ଚାୟତରୁ…
Read More...

ଖୋଲିଲା ଗିର୍ଲିମାଳି ଇକୋ ରିଟ୍ରିଟ୍

କୋରାପୁଟ, (ସୁନାମ ହନ୍ତାଳ) : ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଦୁଧାରୀ ପଞ୍ଚାୟତର ପୁଟସିଲ ଓ ଫୁଲବନ୍ଧ ମଧ୍ୟରେ ଥିବା ପର୍ବତ ଗିର୍ଲିମାଳି ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଓଡ଼ିଶା ସରକାର ଗତ କିଛି ବର୍ଷ ପୂର୍ବେ ଏହାକୁ ପର୍ଯ୍ୟଟନ ସ୍ଥଳିର ମାନ୍ୟତା ଦେଇଥିଲେ । ଏଥିସହ ଏଠାକୁ ବିଦେଶୀ…
Read More...

କୋରାପୁଟ ଆଞ୍ଚଳିକ ପରିବହନ ବିଭାଗ ଓ ପୋଲିସର ମିଳିତ ଯାନବାହାନ ଯାଞ୍ଚ : ଦୁର୍ଘଟଣା ହାର କମାଇବା ନେଇ ଉଦ୍ୟମ

କୋରାପୁଟ, (ବିକ୍ରାନ୍ତ କୁମାର ବେବର୍ତ୍ତା) : କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ ଏବେ ଦୁର୍ଘଟଣା ପ୍ରବଣ ଅଞ୍ଚଳ ଭାବେ ପରିଚିତ ରହିଥିବା ବେଳେ ଦିନକୁ ଦିନ କୌଣସି ନା କୌଣସି ସ୍ଥାନରେ ଛୋଟବଡ ଦୁର୍ଘଟଣା ଘଟୁଥିବାର ନଜର ମଧ୍ୟ ରହିଛି । ତେଣୁ ଆଜି କୋରାପୁଟ ଆଞ୍ଚଳିକ ପରିବହନ ବିଭାଗର…
Read More...

ହିଣ୍ଡାଲ୍‌କୋ ବିରୋଧରେ ବିଶାଳ ସମାବେଶ

କୋରାପୁଟ, (ସୁନାମ ହନ୍ତାଳ) : ଜଳ, ଜଙ୍ଗଲ, ଜମିର ସୁରକ୍ଷାକୁ ନେଇ ମାଳି ପର୍ବତ ସୁରକ୍ଷା ସମିତି ପକ୍ଷରୁ ଆରମ୍ଭ ହୋଇଥିବା ଜନ ସମ୍ପର୍କ ପଦଯାତ୍ରା ଗୁରୁବାର ଶେଷ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସୋରିଷପଦର ପଞ୍ଚାୟତ ଅନ୍ତର୍ଗତ ଡେକାପାର ଗାଁରେ ଏକ ବିଶାଳ ସମାବେଶ ଆୟୋଜିତ କରାଯାଇଛି ।…
Read More...

ଭତ୍ତା ଆଣିବାକୁ ଯାଇ ବୃଦ୍ଧା ମୃତ

କୋରାପୁଟ, (କେପିଏନ୍‌ଏସ୍‌) : ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ହିତାଧିକାରୀଙ୍କ ପାଇଁ ସରକାର ବିଭିନ୍ନ ପ୍ରକାର ନିୟମ ଲାଗୁ କରିଥିଲେ ମଧ୍ୟ ତାହା କିନ୍ତୁ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରେ ପାଳନ କରାଯାଉନଥିବା ଦେଖିବାକୁ ମିଳିଛି । ଯେଉଁମାନେ ଶଯ୍ୟାଶାୟୀ, ଯେଉଁ ମାନେ ବ୍ୟାଙ୍କ ଯାଇ ପାରୁ…
Read More...

ସ୍ତ୍ରୀକୁ ହତ୍ୟା ପାଇଁ ସଇତାନ ସ୍ଵାମୀ ରଚିଥିଲା ବ୍ଲୁ ପ୍ରିଣ୍ଟ

କୋରାପୁଟ, (ସୁନାମ ହନ୍ତାଳ) : କୋରାପୁଟ ଜିଲ୍ଲାରେ ଏମିତି ବି ପ୍ରି-ପ୍ଲାନ୍ ମର୍ଡର ହେବ ତାହା ପୁଣି ଗ୍ରାମାଞ୍ଚଳରେ କିଏ କେବେ ବି ଭାବି ରଥିଲେ । ନିଜ ପତ୍ନୀକୁ ରାସ୍ତାରୁ ହଟାଇବା ପାଇଁ ସ୍ଵାମୀ ଦୀର୍ଘ ୮ ଦିନରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା । ଏହିପରି ଏକ ଘଟଣା କୋରାପୁଟ ଜିଲ୍ଲା…
Read More...

କୋରାପୁଟ ମହାବିଦ୍ୟାଳୟରେ କେନ୍ଦ୍ର ସାହିତ୍ୟ ଏକାଡେମୀର ସଂପାନ୍ନ

ଏକବିଂଶ ଶତାବ୍ଦୀ ଓଡ଼ିଆ କବିତାର ଭାଷା ଓ ଶୈଳୀ କୋରାପୁଟ, (କେପିଏନ୍‌ଏସ୍‌) : କେନ୍ଦ୍ର ସାହିତ୍ୟ ଏକାଡେମୀ ଏବଂ ସରକାରୀ ମହାବିଦ୍ୟାଳୟ କୋରାପୁଟର ମିଳିତ ଆନୁକୂଲ୍ୟରେ କଲେଜ ପରିସରରେ ଏକବିଂଶ ଶତାବ୍ଦୀ ଓଡ଼ିଆ କବିତାର ଭାଷା ଓ ଶୈଳୀ ଶୀର୍ଷକ ଏକ ସଂପାନ୍ନ ଅନୁଷ୍ଠିତ ହୋଇଯାଇଛି । ଏହାକୁ…
Read More...

୨ ବାଇକ୍‌ ମୁହାଁମୁହିଁ ଧକ୍କା : ଜଣେ ମୃତ, ୩ ଗୁରୁତର

କୋରାପୁଟ, (କେପିଏନ୍‌ଏସ୍‌) : କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଆଲମଣ୍ଡା ପଞ୍ଚାୟତ ଏଡଗୁମବାଲସା ଗାଁ ନିକଟ ଦେଇ ଯାଇଥିବା ମୁଖ୍ୟ ରାସ୍ତାରୁ ଆସୁଥିବା ବାଇକ୍‌ ସହ ଆଉ ଏକ ବାଇକ୍‌ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଯାଇଛି । ଜମିଜମା ସଂପର୍କିତ କାମ ପାଇଁ ମୃତବ୍ୟକ୍ତି ଭଗି ଜଗଦୀଶ କୁମାର…
Read More...