Browsing Tag

koraput news

ଦୁଧାରି ମାଉଳି ମନ୍ଦିର ଠାରେ ୨୭ତମ କୋରାପୁଟ ପର୍ବ ଆରମ୍ଭ ହେବ

କୋରାପୁଟ, (ସୁନାମ ହନ୍ତାଳ) : କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ଦୁଧାରି ଗ୍ରାମ ପଂଚାୟତର ୨୦୦ ବର୍ଷର ଅଧିକ ପୁରାତନ ମାଉଳି ମନ୍ଦିର ଠାରେ ଜିଲ୍ଲାସ୍ତରୀୟ ଆଦିବାସୀ କଳା, ସାଂସ୍କୃତିକ ୨୭ତମ କୋରାପୁଟ ପର୍ବର ଶୁଭାରମ୍ଭ କରାଯାଇଛି । ଜିଲ୍ଲାସ୍ତରୀୟ ବୈଠକରେ, ଜିଲ୍ଲା ପ୍ରଶାସନ,…
Read More...

ସ୍କୁଟି ଉପରେ ଚଢିଗଲା ଟ୍ରକ୍‌ : ଜଣେ ମୃତ, ଜଣେ ଆହତ

କୋରାପୁଟ : ଡୁମୁରିପୁଟ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ୍‌ ସହ ସ୍କୁଟିର ଧକ୍କାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି । କୋରାପୁଟ ଜିଲ୍ଲା ୨୬ ନମ୍ୱର ଜାତୀୟ ରାଜପଥ ଡୁମୁରିପୁଟ ନିକଟରେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ, ଟ୍ରକ ଓ ସ୍କୁଟି ଉଭୟ କୋରାପୁଟଠାରୁ…
Read More...

ସୁବାଈରୁ ଆରମ୍ଭ ହେଲା ବିଜେଡିର ଜନସମ୍ପର୍କ ପଦଯାତ୍ରା

କୋରାପୁଟ, (ସୁନାମ ହନ୍ତାଳ) : ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଛି ବିଜେଡିର ଜନସମ୍ପର୍କ ପଦଯାତ୍ରା । ପଟ୍ଟାଙ୍ଗି ପୂର୍ବତନ ବିଧାୟକ ପ୍ରପୁଲ ପାଙ୍ଗିଙ୍କ ନେତୃତ୍ୱରେ ପଟ୍ଟାଙ୍ଗି ନିର୍ବାଚନଣ୍ଡଳୀର ସୁବାଈ ଗ୍ରାମ ପଂଚାୟତରୁ ପଦଯାତ୍ରାର ଶୁଭାରମ୍ଭ କରାଯାଇଛି । ବିଜେପି ସରକାରଙ୍କ ୧୦୦ ଦିନର…
Read More...

କୋରାପୁଟିଆ ଜନ ସୁରକ୍ଷା ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (ସୁନାମ ହନ୍ତାଳ) : ସେମିଳିଗୁଡା ଅନ୍ତର୍ଗତ ଜାନିଗୁଡ଼ା ସିଂହବାହୀନି ସଭାଗୃହ ଠାରେ ଜିଲ୍ଲାସ୍ତରୀୟ କୋରାପୁଟିଆ ଜନ ସୁରକ୍ଷା ସଂଘ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷାର ଉନ୍ନତି, ପରିବେଶ ସୁରକ୍ଷା, ଜଳ, ଜଙ୍ଗଲ, ଜମି ସୁରକ୍ଷା ଦେବା ଏବଂ ଖଣି ଖନନ ବନ୍ଦ କରିବା,…
Read More...

ଶିଶୁ ସୁରଭି ମହୋତ୍ସବ ୨୦୨୪ ଉଦ୍‌ଯାପିତ

କୋରାପୁଟ, (ସୁନାମ ହନ୍ତାଳ) : କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ଅନ୍ତର୍ଗତ, ସୁବାଈ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି ୨୦୨୪’ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟରର ୧୪ଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ…
Read More...

ବାଲି ରୟାଲଟି ସମସ୍ୟାକୁ ନେଇ ସେମିଲିଗୁଡା – ସୁନାବେଡ଼ା ଟିପ୍ପର ମାଲିକ ସଂଘର ଅନିର୍ଦ୍ଧିଷ୍ଟ କାଳ ବନ୍ଦ ଡାକରା

କୋରାପୁଟ, (ସୁନାମ ହନ୍ତାଳ) : କୋରାପୁଟ ଜିଲ୍ଲା ସୁନାବେଡ଼ ସେମିଲିଗୁଡାରେ ବାଲି ରୟାଲଟି ମିଳୁନଥିବାରୁ ଟିପର ମାଲିକ୍ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ବିଭିନ୍ନ ସମୟରେ ଅତ୍ୟଧିକ ଫାଇନ୍‌ ଦେଇ କ୍ଷତିଗ୍ରସ୍ତ ହେଉଛନ୍ତି । ରୟାଲଟି ଅଭାବ ସମସ୍ୟା ଦୁର…
Read More...

ସେମିଳିଗୁଡାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

କୋରାପୁଟ, (ସୁନାମ ହନ୍ତାଳ) : କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ବିଲେଇଗୁଡା ଉଚ୍ଚ ସରକରୀ ବିଦ୍ୟାଳୟରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମୁଦାୟ ୭୬୩ ଜଣ ପଞ୍ଜିକରଣ କରିଥିବା ବେଳେ, ବୟସ୍କ ବୃଦ୍ଧବୃଦ୍ଧା ୨୪୦ଜଣ ଭିନ୍ନକ୍ଷମ ମାନଙ୍କୁ ପ୍ରମାଣପତ୍ର…
Read More...

ସେମିଲିଗୁଡା ଜୀବନ ଜ୍ୟୋତି ପଡିଆରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ

କୋରାପୁଟ, (ସୁନାମ ହନ୍ତାଳ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୪ତମ ଜନ୍ମ ଦିବସରେ ଓଡ଼ିଶାର ମହିଳା ମାନଙ୍କୁ ସ୍ୱାବଲମ୍ବୀ ହେବା ପାଇଁ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି । ଓଡିଶାର ପ୍ରତ୍ୟକ ବ୍ଲକରେ ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ମହିଳା ମାନଙ୍କ ପାସବୁକ ନମ୍ବରକୁ ସୁଭଦ୍ରା…
Read More...

ଆଧାର କାର୍ଡରେ ମୋବାଇଲ ନମ୍ବର ଲିଙ୍କ ଜରୁରୀ ନୁହେଁ

କୋରାପୁଟ, (ସୁନାମ ହନ୍ତାଳ) : ସୁଭଦ୍ରା ଯୋଜନାରେ ଆଧାର କାର୍ଡରେ ମୋବାଇଲ ନମ୍ବର ଲିଙ୍କ ନିମନ୍ତେ ବିଭିନ୍ନ ମୋ' ସେବା କେନ୍ଦ୍ର ଓ ଜନସେବା କେନ୍ଦ୍ରରେ ମହିଳାଙ୍କ ଭିଡ ଲାଗି ରହୁଥିଲା । ଆଧାର କାର୍ଡରେ ମୋବାଇଲ ନମ୍ବର ଲିଙ୍କ ଜରୁରୀ ନୁହେଁ ବୋଲି ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଆଜି ଏକ…
Read More...

ଦଳେଇଗୁଡା ଆମ୍ବ ବଗିଚାରେ ଝୁଲନ୍ତା ମୃତଦେହ ଉଦ୍ଧାର

କୋରାପୁଟ, (ସୁନାମ ହନ୍ତାଳ) : କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକର ପାକଝୋଲା ପଞ୍ଚାୟତ ଦଳେଇଗୁଡ଼ା ନିକଟସ୍ଥ ଆମ୍ବ ବଗିଚାରେ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି । ଯୁବକ ଜଣକ ପ୍ରଫୁଲ୍ଲ ହନ୍ତାଳ ପରଜା ମୁଠାଇ ଗ୍ରାମ ପଂଚାୟତ ଲେକିଡ଼ିଗୁଡା ଗ୍ରାମର ବୋଲି ଜଣାଯାଇଛି । ଯୁବକ ଜଣକ…
Read More...