pakka

ପିକ୍‌ଅପ୍‌ ଧକ୍କାରେ କଲେଜ ଛାତ୍ର ଗୁରୁତର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କାରାଗାର ପଛପଟ ରାସ୍ତାରେ ଏକ ପିକ୍‌ଅପ୍‌ ଧକ୍କାରେ କଲେଜ ଛାତ୍ର ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଗୁରୁତର ଛାତ୍ର ପୁଇଁନ୍ତଲା ଗ୍ରାମର ଅଶ୍ୱିନୀ ବେହେରା ବୋଲି ଜଣାପଡିଛି । ସେ ଲୋଇସିଂହା କଲେଜରୁ ଗାଁକୁ ଫେରୁଥିବା ବେଳେ ତାଙ୍କ ବାଇକ୍‌କୁ ପିକ୍‌ଅପ୍‌ ଧକ୍କା ଦେଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

two × one =