pakka

କୋସଲ୍‌ ରାଏଜ୍‌ ଦାବୀରେ ହରିଶଙ୍କରଠୁ ଭୁବନେଶ୍ୱର ପଦଯାତ୍ରା ବଲାଙ୍ଗିରରେ ପହଂଚିଲା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋସଲ୍‌ ରାଏଜ୍‌ ଦାବୀରେ ହରିଶଙ୍କରଠୁ ଭୁବନେଶ୍ୱର ପଦଯାତ୍ରା ଆଜି ବଲାଙ୍ଗିରରେ ପହଂଚିଛି । ଅନେକ ଦିନରୁ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ତରଫରୁ ଏହି ଦାବୀ ହୋଇ ଆସୁଥିବା ବେଳେ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବା ସହ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯିବ ବୋଲି ଆଜି କୋଶଳ ରାଏଜ ମୁକ୍ତି ମୋର୍ଚ୍ଚାର ଆବାହକ ସୁଶିଳ କୁମାର ଗୁରୁ କହିଛନ୍ତି ।

Leave A Reply

Your email address will not be published.

two + 15 =