pakka

ଧନୁଯାତ୍ରାର ଶିଶୁ କଳାକାର ଶ୍ରେୟାଂଶଙ୍କ ଅକାଳ ବିୟୋଗ

bbehera

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ଧନୁଯାତ୍ରା ମହୋତ୍ସବରେ ବଳରାମ ଭୂମିକାର ଶିଶୁ କଳାକାର ଶ୍ରେୟାଂଶ ପୂଜାରୀ(୧୨)ଙ୍କ ଆଜି ଅକାଳ ବିୟୋଗ ହୋଇଥିବା ଜଣାପଡିଛି । ଆଜି ସେ ଘରେ ଖେଳୁଥିବା ସମୟରେ ହଠାତ୍ ଚେତା ହରାଇ ତଳେ ପଡି ଯାଇଥିଲେ । ପରିବାର ଲୋକେ ସଂଗେ ସଂଗେ ବରଗଡ଼ ଡାକ୍ତରଖାନାକୁ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁରେ ବରଗଡ଼ ଅଞ୍ଚଳରେ ବିଶେଷ କରି ଧନୁଯାତ୍ରା କଳାକାର ସହରରେ ଶୋକର ଛାୟା ଖେଳିଯାଇଛି । ଆସନ୍ତା ଡ଼ିସେମ୍ବର ୨୭ ତାରିଖରୁ ହେବାକୁ ଥିବା ଧନୁଯାତ୍ରା ମହୋତ୍ସବରେ ବଳରାମ ଭୂମିକାରେ ଅଭିନୟ ପାଇଁ କିଛି ଦିନ ହେବ ସାଥୀ ଶିଶୁ କଳାକାରଙ୍କ ସହ ଅମ୍ବାପାଲି ଆଖାଡାରେ ହସଖୁସିରେ ଅଭ୍ୟାସ କରୁଥିଲେ ।

Leave A Reply

Your email address will not be published.

four + 10 =