Daily Archives

ଘୁନସର ଛକ ଠାରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା : ସ୍ୱାମୀ ସ୍ତ୍ରୀ ଓ ପୁତ୍ର ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ବଲାଙ୍ଗିର…

ଖପ୍ରାଖୋଲ,(ଅଶୋକ ବାଗ) : ଖପ୍ରାଖୋଲ ଲାଠୋର ରାସ୍ତା ଘୁନସର ଛକ ଠାରେ ଆଜି ଅପରାହ୍ନରେ ଗୋଟିଏ ବାଇକ ଏବଂ ଟାଟା ଏସି ମଧ୍ୟରେ ଦୁର୍ଘଟଣା ଘଟିଥିବାରୁ ବାଇକ ଚାଳକ ଗୁରୁତର ହେବା ସହିତ ସ୍ତ୍ରୀ ଓ ପୁତ୍ର ଆହତ ହୋଇଛନ୍ତି । ସମସ୍ତ ଆହତ ମାନଙ୍କୁ ଚିକିତ୍ସା ପାଇଁ ବଲାଙ୍ଗିର ଭୀମଭୋଇ ଡାକ୍ତରଖାନାକୁ
Read More...

ଜେସିଆଇ ପକ୍ଷରୁ ଦୁଇ ଦିନିଆ ପ୍ରଭାବଶାଳୀ ବକ୍ତବ୍ୟ କଳା ଏବଂ ବ୍ୟକ୍ତିତ୍ୱ ବିକାଶ କର୍ମଶାଳାର ଆୟୋଜନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜେସିଆଇ ପକ୍ଷରୁ ଦୁଇ ଦିନିଆ ପ୍ରଭାବଶାଳୀ ବକ୍ତବ୍ୟ କଳା ଏବଂ ବ୍ୟକ୍ତିତ୍ୱ ବିକାଶ କର୍ମଶାଳା ଆୟୋଜିତ ହୋଇଯାଇଛି । ଆନ୍ତର୍ଜାତୀୟ ସାମାଜିକ ସଂଗଠନ ଜେସିଆଇ ବଲାଙ୍ଗିର ଜିଲ୍ଲା ସଭାପତି ଜେସି ସୃଷ୍ଟି ଅଗ୍ରୱାଲଙ୍କ ନେତୃତ୍ୱରେ ବଲାଙ୍ଗିର ହୋଟେଲ ସାଇ ପ୍ୟାଲେସରେ
Read More...

୧୯୯୩ ମ୍ୟାଟ୍ରିକ ବ୍ୟାଚ୍‌ର ବନ୍ଧୁମିଳନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ମହତାବ ଉଚ୍ଚ ବିଦ୍ୟାଳୟର ୧୯୯୩ ବ୍ୟାଚ୍‌ର ବନ୍ଧୁମିଳନ ରବିବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୂର୍ବତନ ଶିକ୍ଷକ କୁଳମଣି ମହାନ୍ତି, ସୁବାସ ଚନ୍ଦ୍ର ନରେନ୍ଦ୍ର, ଚକ୍ରଧର ତ୍ରିପାଠୀ ପ୍ରମୁଖ ଶିକ୍ଷକମାନେ ଯୋଗ
Read More...

ଗୋପାଳପୁର ବେଳାଭୂମି ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା

ଅନ୍ୟତମ ଆକର୍ଷଣ ବୋଲିଉଡ଼ ସଙ୍ଗୀତ ତାରକା ସୋନା ମହାପାତ୍ରଙ୍କ ସଙ୍ଗୀତ ଧ୍ୱନିରେ ଦର୍ଶକ ମସଗୁଲ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବେଳାଭୂମି ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାର ଅନ୍ୟତମ ଆକର୍ଷଣ ହୋଇଛି, ଲୋକକଳା, ଲୋକସଂସ୍କୃତି, ଯୋଡିଶଙ୍ଖ ଧ୍ୱନି ଏବଂ ତୀକ୍ଷଣ ବେଗର
Read More...

ହମିରପୁର ଉନ୍ନୟନ ପରିଷଦ ତରଫରୁ ବଡଦିନ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ସ୍ଥିତ ସାଇ ମନ୍ଦିର ପ୍ରାଙ୍ଗଣରେ ହମିରପୁର ଉନ୍ନୟନ ପରିଷଦ ତରଫରୁ ପବିତ୍ର ଖ୍ରୀଷ୍ଟମାସ ପାଳନ ସହ ନୂଆ ବର୍ଷ ପାଇଁ ଅଭିନନ୍ଦନ ଜ୍ଞାପନ କରାଯାଇଛି । ପରିଷଦର ସଭାପତି ଡଃ ସୁମନ ଦତ୍ତଙ୍କ ସଭାପତିତ୍ୱ ଓ ନିରଞ୍ଜନ ଦାସଙ୍କ ଆବାହକତ୍ୱରେ ଆୟୋଜିତ ଏହି
Read More...

ବାଲିଗୁଡାରେ ବଡ଼ଦିନ ପର୍ବ ଓ ଶହୀଦ ଖଗେଶ୍ୱର ମଲିକଙ୍କ ସ୍ମୁତିରେ ଶହୀଦ ଦିବସ ପାଳିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡାରେ ବଡ଼ଦିନ ପର୍ବ ଶାନ୍ତି ଶୃଙ୍ଖଳାର ସହିତ ପାଳିତ ହୋଇଯାଇଛି । ଖ୍ରୀଷ୍ଟ ଧର୍ମାବଳମ୍ବୀମାନଙ୍କ ପାଇଁ ବର୍ଷସାରାର ଅନ୍ୟତମ ପବିତ୍ର ପର୍ବ । ଏ ନେଇ ସବୁଆଡ଼େ ହର୍ଷୋଲ୍ଲାସର ମାହୋଲ । ଶନିବାର ରାତିରେ ଧରାବତରଣ
Read More...

ବାଗଝରଣ ଗାଁରୁ ରନ୍ଧା ମଦ ସହ ଦୁଇ ଜଣ ଗିରଫ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ଥାନା ମହରାପଦର ପଞ୍ଚାୟତ ଅନ୍ତର୍ଗତ ବାଗଝରଣ ଗ୍ରାମରେ ପାଟଣାଗଡ଼ ଅବକାରୀ ବିଭାଗ ଦୁଇ ଜଣକୁ ଗିରଫ କରିଛି । ସୂଚନା ଅନୁସାରେ ପାଟଣାଗଡ଼ ଅବକାରୀ ବିଭାଗ ପେଟ୍ରୋଲିଙ୍ଗ କରୁଥିବା ବେଳେ ବେଆଇନ ମଦ କାରବାର କରୁଥିବା ସୂଚନା ପାଇ ବାଗଝରଣ ଗ୍ରାମର କେଶବ ଭୋଇ
Read More...

ଛେଣ୍ଡ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୩୧ତମ ଦ୍ୱିଦିବସୀୟ ବାର୍ଷିକୋତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସମସ୍ତଙ୍କ ମଧ୍ୟରେ ଯୋଗ୍ୟତା ଅଛି । ଯୋଗ୍ୟତା ହିସାବରେ ପିଲାଙ୍କୁ ଗଢିବା ଦରକାର । ବିଦ୍ୟାର୍ଥୀଙ୍କ ସଫଳତା ନିମନ୍ତେ ସାମର୍ଥ୍ୟ ଓ ସୃଜନଶୀଳତା ଜରୁରୀ ବୋଲି ଅତିଥିମାନେ ଛେଣ୍ଡ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୩୧ତମ ଦ୍ବିଦିବସୀୟ ବାର୍ଷିକୋତ୍ସବ
Read More...

ଏଟିଏମ କାର୍ଡ ଓ ମୋବାଇଲ ଫୋନ ଚୋରି ଅଭିଯୋଗ, ୧ ଗିରଫ

ବାଲୁଗାଁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଏକାଧିକ ଏଟିଏମ କାର୍ଡ ଓ ମୋବାଇଲ ଫୋନ ଚୋରି ଅଭିଯୋଗ ପୂର୍ବରୁ ହୋଇଥିବା ବେଳେ ସିସିଟିଭି ଫୁଟେଜ ଏବଂ ନିଜସ୍ୱ ତଦନ୍ତ ଆଧାରରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଶିବ ପ୍ରସାଦ ପଣ୍ଡା
Read More...

ବିଦ୍ୟୁତ ଆଘାତରେ ଚାଲିଗଲା ରାଜମିସ୍ତ୍ରୀଙ୍କ ଜୀବନ

ରାଜନଗର : ରାଜନଗର ଥାନା ସାତଭାୟା ଥଇଥାନ ଅଞ୍ଚଳ ବଗପାଟିଆରେ ବିଦ୍ୟୁତ ଆଘାତ ଲାଗି ଜଣେ ରାଜମିସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବଗପାଟିଆର ରୋହିତ ବେହେରାଙ୍କ ଘରେ ରଡ କାମ କରୁଥିବା ବେଳେ ରାଜମିସ୍ତ୍ରୀ ହେମନ୍ତ ମଣ୍ଡଳଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି ।
Read More...