Daily Archives

ଭୁବନେଶ୍ଵରରେ ପହଞ୍ଚିଲା ବିଶ୍ଵକପ୍ ହକି ଟ୍ରଫି

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ଭୁବନେଶ୍ଵରରେ ପହଞ୍ଚିଲା ବିଶ୍ଵକପ୍ ହକି ଟ୍ରଫି । ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ବୁଲିବା ପରେ ଟ୍ରଫି ଓଡ଼ିଶା ଫେରିଛି । ଭୁବନେଶ୍ଵର ବିମାନ ବନ୍ଦରରେ ହକି ଇଣ୍ଡିଆ ସଭାପତି ଓ କ୍ରୀଡ଼ା ମନ୍ତ୍ରୀ ସ୍ଵାଗତ କରିଛନ୍ତି । ଭୁବନେଶ୍ଵର ମହାନଗର ନିଗମକୁ
Read More...

ଘରୋଇ ବସ୍ ମାଲିକ ସଂଘର ନବ ନିର୍ବାଚିତ ସଭାପତି ଦୁର୍ଗା ଚରଣ ବେହେରାଙ୍କୁ ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସର୍କିଟ ହାଉସଠାରେ ବିଜେଡି ପକ୍ଷରୁ ନବ ନିର୍ବାଚିତ ବଲାଙ୍ଗିର ଘରୋଇ ବସ୍ ମାଲିକ ସଂଘର ସଭାପତି ଦୁର୍ଗା ଚରଣ ବେହେରାଙ୍କୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ଅବସରରେ ବରିଷ୍ଟ ବିଜେଡି ନେତା ଓଁକାର ନାୟକ, ନରସିଂହ ବାଗ, ଜିତେନ୍ଦ୍ର
Read More...

ବଲାଙ୍ଗିର ଗାୟତ୍ରୀ ଶକ୍ତିପୀଠରେ ମାତାଜୀଙ୍କ ଶତବାର୍ଷିକୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଦିନ ୧୧ଟା ସମୟରେ ଗୋପାଳଜୀ ମନ୍ଦିର ସ୍ଥିତ ଗାୟତ୍ରୀ ଶକ୍ତିପୀଠ ଠାରେ ଜିଲ୍ଲା ସଂଯୋଜକ ଉଦୟନାଥ ପାତ୍ରଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିର ଜିଲ୍ଲା ଗାୟତ୍ରୀ ପରିବାରର ଏକ ବୈଠକ ମାତାଜୀଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ
Read More...

ଆଦିତି କଲେଜରେ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଦିତି କଲେଜର ବାର୍ଷିକ କ୍ରୀଡ଼ା ଉତ୍ସବ ସହରର ରୋୟାଲ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି । ଉଭୟ ବାଳକ ଓ ବାଳିକା ବର୍ଗଙ୍କ ବିଭିନ୍ନ ଇଭେଣ୍ଟ ମଧ୍ୟରେ ଡିସକସ୍ ଥ୍ରୋ, ସଟ୍ ଫୁଟ, ସ୍କିପିଂ ତଥା ୧୦୦ ମିଟର, ୪୦୦ ମିଟର ଦୌଡ ଅନୁଷ୍ଠିତ ହୋଇଥିଲା । ବାଳିକା
Read More...

କଂଟାବାଂଜି ଜିଲ୍ଲା ଦାବୀ ପ୍ରସଙ୍ଗ : କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ଭେଟିଲା ଜିଲ୍ଲା ସଂଘର୍ଷ ସମିତି,…

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ନିର୍ବାଚନ ମଣ୍ଡଳୀର କଂଟାବାଂଜି ଏନଏସି, ତୁରେକେଲା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ୩ ଗୋଟି ବ୍ଲକକୁ ନେଇ ଏକ ସ୍ୱତନ୍ତ୍ର ଜିଲ୍ଲା ଦାବୀ ନେଇ ଜିଲ୍ଲା ସଂଘର୍ଷ ସମିତି ଦାବୀ କରିଆସିଛି । କଂଟାବାଂଜି ଜିଲ୍ଲା ଦାବୀକୁ ଯଥାର୍ଥ ଦର୍ଶାଇ ସଂଘର୍ଷ
Read More...

ଛେଲିଆପାଟ ଏମ୍‌.ଇ ସ୍କୁଲ ଭରସୁଜାର ସପ୍ତମ ଶ୍ରେଣୀ ୧୯୯୩-୯୪ ବ୍ୟାଚ୍‌ର ବନ୍ଧୁ ମିଳନ

ଆଗଲପୁର, (କେପିଏନ୍‌ଏସ୍‌) : ଛେଲିଆପାଟ ଏମ୍‌.ଇ ସ୍କୁଲ ଭରସୁଜାର ସପ୍ତମ ଶ୍ରେଣୀ ୧୯୯୩-୯୪ ବ୍ୟାଚ୍‌ର ବନ୍ଧୁ ମିଳନ ଭରସୁଜା ଗ୍ରାମ ସ୍ଥିତ ଆମ୍ବ ତୋଟାଠାରେ ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁସାରେ ଏହି ବ୍ୟାଚ୍‌ରେ ଅଧ୍ୟୟନ କରୁଥିବା ସମସ୍ତ ଛାତ୍ରଛାତ୍ରୀ ଏକଜୁଟ ହୋଇ ବଣଭୋଜିର ଆୟୋଜନ କରି
Read More...

ବହଲପଦର ପଂଚାୟତରେ ମାହେଶ୍ୱରୀର ନୂତନ କର୍ମକର୍ତ୍ତା ମନୋନୀତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୁଇଁନ୍ତଲା ବ୍ଲକର ବହଲପଦର ପଂଚାୟତରେ ପ୍ରଥମ କରି ଯୁବପିଢିଙ୍କୁ ସମାଜ ସେବା ପାଇଁ ସେବା ମନବୃତ୍ତିରେ ମାହେଶ୍ୱରୀ ଅନୁଷ୍ଠାନର ନୂତନ କର୍ମକର୍ତ୍ତା ମନୋନୀତ ହୋଇଛନ୍ତି । ବହଲପଦର ପଂଚାୟତ କାର୍ଯ୍ୟାଳୟରେ ଅଙ୍କୁଶ କୁମାର ପାଣ୍ଡିିଆଙ୍କ ଅଧ୍ୟକ୍ଷତାରେ
Read More...

ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ ପାଇଁ ସୁବର୍ଣ୍ଣଦୀପ ପତ୍ରିକାର ସମ୍ପାଦକ ସମ୍ବର୍ଦ୍ଧିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡରୁ ପ୍ରକାଶିତ ଯୁଗ ଉପଯୋଗୀ ଶିଶୁ-କିଶୋର ପତ୍ରିକା ସୁବର୍ଣ୍ଣଦୀପ ପତ୍ରିକା ଦୀର୍ଘ ୨୮ ବର୍ଷରୁ ଅଧିକ ହେଲା ନିରବଚ୍ଛିନ୍ନ ଭାବେ ପ୍ରକାଶ ପାଇ ଆସୁଛି । ଏଭଳିକି ମହାମାରୀ କରୋନା ସମୟରେ ମଧ୍ୟ ନିୟମିତ ପ୍ରକାଶ ପାଇଛି । ପତ୍ରିକାର ସମ୍ପାଦକ ପ୍ରଦୀପ୍ତ ଭାନୁ
Read More...

ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ବଲାଙ୍ଗିର ରୋଟାରୀ କ୍ଲବ ପରିଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ବଲାଙ୍ଗିର ରୋଟାରୀ ଭବନ ପରିଦର୍ଶନରେ ଆସିଥିଲେ । ଏକ ଆୟୋଜିତ ସଭାରେ ରୋଟାରୀ କ୍ଲବର ସଞ୍ଜୟ ଅଗ୍ରୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ସମ୍ମାନିତ ଅତିଥି
Read More...

ନାଟକ ସାମନ୍ତ ଚନ୍ଦ୍ରଶେଖର ଖଣ୍ଡପଡ଼ାରେ ମଞ୍ଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ସଂପର୍କ ଓଡ଼ିଶାର ସୁପ୍ରସିଦ୍ଧ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତ ଚନ୍ଦ୍ରଶେଖରଙ୍କ ଜୀବନୀ ଆଧାରିତ ଓଡିଆ ଭାଷାର ପ୍ରଥମ ନାଟକ 'ସାମନ୍ତ ଚନ୍ଦ୍ରଶେଖର' ପଠାଣି ସାମନ୍ତଙ୍କ ଜନ୍ମ ସ୍ଥାନ ନୟାଗଡର ଖଣ୍ଡପଡ଼ାରେ ଆସନ୍ତା ୩୦
Read More...