ଘରୋଇ ବସ୍ ମାଲିକ ସଂଘର ନବ ନିର୍ବାଚିତ ସଭାପତି ଦୁର୍ଗା ଚରଣ ବେହେରାଙ୍କୁ ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସର୍କିଟ ହାଉସଠାରେ ବିଜେଡି ପକ୍ଷରୁ ନବ ନିର୍ବାଚିତ ବଲାଙ୍ଗିର ଘରୋଇ ବସ୍ ମାଲିକ ସଂଘର ସଭାପତି ଦୁର୍ଗା ଚରଣ ବେହେରାଙ୍କୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ଅବସରରେ ବରିଷ୍ଟ ବିଜେଡି ନେତା ଓଁକାର ନାୟକ, ନରସିଂହ ବାଗ, ଜିତେନ୍ଦ୍ର ମିଶ୍ର, ବୁଲୁ ବେହେରା, ଆଇନଜୀବୀ ବାଲାଜୀ ପଣ୍ଡା, ପୂର୍ବତନ ପୌର ପରିଷଦ ଅଧ୍ୟକ୍ଷ ପ୍ରଦୀପ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.

nine − two =