Daily Archives

ଜାତୀୟ ଉପଭୋକ୍ତା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଜିଲ୍ଲା ବୈଧ ମାପ ବିଜ୍ଞାନ ବିଭାଗ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ 'ଉତ୍ସର୍ଗ'ର ମିଳିତ ଆନୁକୂଲ୍ୟରେ ରାଉରକେଲାର ଝିରପାଣି ସ୍ଥିତ ସାଇନିଂ କ୍ଲବ ଠାରେ ଜିଲ୍ଲାସ୍ତରୀୟ ଜାତୀୟ ଉପଭୋକ୍ତା ଦିବସ ପାଳିତ ହୋଇଯାଇଛି । ବୈଧମାପ ବିଜ୍ଞାନର ସହକାରୀ
Read More...

ଖାଉଟି ଅଦାଲତ ବଲାଙ୍ଗିରରେ ଜ୍ୟୋସ୍ନା ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ୮୧ ହଜାର କ୍ଷତିପୂରଣ ଦେବେ ତହସିଲଦାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଖାଉଟି ବିବାଦ ପ୍ରତିକାର ଆୟୋଗର ପ୍ୟାନାଲ ସଦସ୍ୟା ଶ୍ରୀମତୀ ଜ୍ୟୋସ୍ନା ମିଶ୍ର, ବିନିକା ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀ ଖାଉଟିଙ୍କ ପ୍ରତି ଅଣଦେଖା ଓ ତାଙ୍କ ବିଶୃଙ୍ଖଳିତ ନୀତିର ଖିଲାପରେ ଯଥା ବଲାଙ୍ଗିର ସ୍ଥିତ ଶାନ୍ତିପଡ଼ା ନିବାସୀ
Read More...

ଭାରସାମ୍ୟ ହରାଇ ଓଲଟିଲା ପିକ୍‌ନିକ୍ ବସ୍ : ଡ୍ରାଇଭର ଓ ହେଲପର ଗୁରୁତର

କେନ୍ଦ୍ରପଡ଼ା : କେନ୍ଦ୍ରପଡ଼ା ସଦର ଥାନା ଅନ୍ତର୍ଗତ ଲୋକନାଥପୁର ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ପିକ୍‌ନିକ୍ ବସ୍‌ ଓଲଟିପଡିଥିବା ଜଣାପଡିଛି । ଦୁର୍ଘଟଣାରେ ଏକାଧିକ ଲୋକ ଆହତ ହୋଇଥିବା ଜଣାପଡିଛି । ସ୍ଥାନୀୟ ଲୋକେ ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ
Read More...

ସନ ରାଇଜ ସ୍ପୋର୍ଟସ କ୍ଲବ ତରଫରୁ ଖେଳକୁଦ ସମାରୋହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ ଜେଲ୍ ରୋଡ଼ଠାରେ ସନ ରାଇଜ ସ୍ପୋର୍ଟସ କ୍ଲବ ଛତ୍ରପୁର ଆନୁକୂଲ୍ୟରେ ଶନିବାର ଏକ ଖେଳକୁଦ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଂଶଗ୍ରହଣ କରିଥିବା ଖେଳାଳିମାନଙ୍କ ମଧ୍ୟରେ ଜୁନିୟର ଦୌଡ଼ ପ୍ରତିଯୋଗିତାରେ ଛାତ୍ରଦଳରେ କୃଷ୍ଣସ୍ୱାଇଁ ଓ
Read More...

ବର୍ଣ୍ଣାଢ୍ୟ ପଟୁଆରରେ ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ୧୩୫ତମ ଜନ୍ମୋତ୍ସବ ପାଳନ

ଠାକୁରଙ୍କ ରଥ ବିଜେନଗର ପରିକ୍ରମା ବେଳେ ଉଦଣ୍ଡକୀର୍ତ୍ତନରେ ଛତ୍ରପୁର ସହର ମୁଖରୀତ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସତସଙ୍ଘବିହାର ପରିସରରେ ବର୍ଣ୍ଣାଢ୍ୟ ପଟୁଆରରେ ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ୧୩୫ତମ ଜନ୍ମୋତ୍ସବ ପାଳନ ବିଧିବଦ୍ଧ ଭାବେ ରବିବାର ପ୍ରତ୍ୟୁଷରୁ
Read More...

କେରାଣ୍ଡିତୋଳା ନାରାୟଣପୁର ଗ୍ରାମରେ ଅସହାୟ ବ୍ୟକ୍ତିଙ୍କୁ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ରାଧେ ଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଶନିବାର ଅସହାୟ ବରିଷ୍ଠ ନାଗରିକମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି । ଛତ୍ରପୁର ବ୍ଲକ ଅନ୍ତର୍ଗତ କେରାଣ୍ଡିତୋଳା ଗ୍ରାମର ଶ୍ରୀ ଚନ୍ଦ୍ରଶେଖର
Read More...

ପଦ୍ମଶ୍ରୀ ରଞ୍ଜନା ଗୌହରଙ୍କୁ ‘ସପ୍ତଶଯ୍ୟା ସମ୍ମାନ’ରେ ସମ୍ବର୍ଦ୍ଧିତ

ଢେଙ୍କାନାଳ : ସାଂସ୍କୃତିକ ଅନୁଷ୍ଠାନ 'ଦେବାଂଶୀ ଡ୍ୟାନ୍ସ ଏକାଡେମୀ' ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିୟମରେ ଶନିବାରଠାରୁ ଆରମ୍ଭ ହୋଇଛି 'ସପ୍ତଶଯ୍ୟା ମହୋତ୍ସବ' । ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରିଗେଡିୟର କାମାକ୍ଷା ପ୍ରସାଦ ସିଂଦେଓ, ରାଣୀ ସାବିତ୍ରୀ ଦେବୀ ଅତିଥି ଭାବେ ଯୋଗଦେଇ ଏହାକୁ
Read More...

ଗୋପାଳପୁର ବେଳାଭୂମି ପରିସରରେ ଟମାଟୋରେ ବିଶ୍ୱର ସର୍ବବୃହତ ସାଣ୍ଟାକ୍ଳଜ୍‌

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମି ପରିସରରେ ଟମାଟୋରେ ବିଶ୍ୱର ସର୍ବବୃହତ ସାଣ୍ଟାକ୍ଳଜ୍‌ ପ୍ରସ୍ତୁତ କରିଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଗୋପାଳପୁର ବେଳାଭୂମି ମହୋତ୍ସବ କାର୍ଯ୍ୟକ୍ରମରେ ସାମିଲ ହେବା ଅବସରରେ ଏହି
Read More...

ଡାକ୍ତରଖାନା ଆଗରେ ନିର୍ମିତ୍ତ ଉଠା ଦୋକାନ ଗୃହକୁ ଉଦ୍‌ଘାଟନ କଲେ ବିଧାୟକ ସରୋଜ ମେହେର

ପାଟଣାଗଡ, (କେପିଏନ୍‌ଏସ୍‌) : ଉପଖଣ୍ଡ ଡାକ୍ତରଖାନା ଗେଟ୍‌ ଆଗରେ ଥିବା ଉଠା ଦୋକାନୀମାନଙ୍କ ଥଇଥାନ ପାଇଁ ନିର୍ମିତ୍ତ ଉଠା ଦୋକାନ ଗୃହକୁ ପାଟଣାଗଡ ବିଧାୟକ ସରୋଜ ମେହେର ଉଦ୍‌ଘାଟନ କରିଥିଲେ । ଏଥିରେ ପାଟଣାଗଡ ଏନ୍‌ଏସିର ଅଧ୍ୟକ୍ଷା ମାନସୀ ବିଶ୍ୱାଲ, ଉପନଗରପାଳ ପ୍ରଫୁଲ୍ଲ କୁମାର ମେହେର,
Read More...

ଟ୍ରାକ୍ଟର ଧକ୍କାରେ ଯୁବକଙ୍କ ମୃତ୍ୟୁ

ତୁରୁମୁଙ୍ଗା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଖିରେଇଟାଙ୍ଗିରୀ ଗ୍ରାମ କରଣବନ୍ଧ ସାହି ନିକଟରେ ଟ୍ରାକ୍ଟର ଧକ୍କାରେ ଜଣେ ଯୁବକର ମୃତ୍ୟୁ ଘଟିଛି । ମୃତ ଯୁବକ ଡାବରଚୁଆ ଗ୍ରାମର ସୁକୁଟା ସର୍ଦ୍ଦାର(୩୭) ବୋଲି ଜଣାପଡିଛି । ସୂଚନା ଅନୁସାରେ, ସେ କରଣବନ୍ଧ ସାହି ନିକଟରେ
Read More...