pakka

ଗୋପାଳପୁର ବେଳାଭୂମି ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା

bbehera
  • ଅନ୍ୟତମ ଆକର୍ଷଣ ବୋଲିଉଡ଼ ସଙ୍ଗୀତ ତାରକା ସୋନା ମହାପାତ୍ରଙ୍କ ସଙ୍ଗୀତ ଧ୍ୱନିରେ ଦର୍ଶକ ମସଗୁଲ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବେଳାଭୂମି ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାର ଅନ୍ୟତମ ଆକର୍ଷଣ ହୋଇଛି, ଲୋକକଳା, ଲୋକସଂସ୍କୃତି, ଯୋଡିଶଙ୍ଖ ଧ୍ୱନି ଏବଂ ତୀକ୍ଷଣ ବେଗର ଆତସବାଜି ରୋଷଣୀରେ ଦୁଲକୀ ଉଠିଛି, ମେଗା ମହାମଞ୍ଚ । ବୋଲିଉଡ଼ ସଙ୍ଗୀତ ତାରକା ସୋନା ମହାପାତ୍ରଙ୍କ ସଙ୍ଗୀତ ଧ୍ୱନିରେ ଦର୍ଶକ ମସଗୁଲ ହୋଇଥିଲେ । ଆସ୍କା ସାଂସଦ ପ୍ରମିଳା ବିଶୋଇ, ମାନନୀୟା ମନ୍ତ୍ରୀ ଶ୍ରୀମତୀ ଉଷାଦେବୀ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ପ୍ରମୁଖ ବହୁ ଗଣ୍ୟମଣ୍ୟ ଅତିଥି ଯୋଗଦେଇଥିଲେ ।

jay balangir
Leave A Reply

Your email address will not be published.

1 × five =