Daily Archives

ଅପରାଧ ଦମନ ପାଇଁ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଓ ଟାଉନ ଥାନା ପରିସରରେ ଟାଉନ ପୋଲିସର ପେଟ୍ରୋଲିଂ ସମ୍ବନ୍ଧୀୟ ବୈଠକ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ବଢିବାରେ ଲାଗିଛି ଅପରାଧିକ କାର୍ୟ୍ୟ କଳାପ । ତେବେ ଏହି ଅପରାଧିକ କାର୍ଯ୍ୟକୁ ରୋକିବା ପାଇଁ ଏବେ ଏସ୍‌ପି ନିତିନ କୁଶଲକରଙ୍କ ନିର୍ଦ୍ଦେଶ କ୍ରମେ ଟାଉନ ଥାନା ଆଇଆସିଙ୍କ ତତ୍ୱାବଧାନରେ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଓ ଟାଉନ ଥାନା ପରିସରରେ
Read More...

ଶଲାବୁଢା ଅଟଲ ବିହାରୀ ପଣ୍ଡାଙ୍କ ଜନ୍ମ ଜୟନ୍ତୀ ସମାରୋହ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜିର ସଂଧ୍ୟାରେ ସ୍ଥାନୀୟ ପତିତପାବନ ଏକାଡେମୀ ସଭା ଗୃହ ଠାରେ ଶଲାବୁଢା ଅଟଲ ବିହାରୀ ପଣ୍ଡାଙ୍କ ଜନ୍ମ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ବଲାଙ୍ଗିର ପୌରପରିଷଦର ପୌରଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଯୋଗ ଦେଇ ଶଲାବୁଢା ଅଟଲ ବିହାରୀ
Read More...

ଆନନ୍ଦନଗର ଠାରୁ ୧୦ ଫୁଟ୍‌ ଲମ୍ବର ଅଜଗର ସାପ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସହରର ଆନନ୍ଦନଗର ଠାରୁ ଏକ ଘରୁ ଗୋଟିଏ ୧୦ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର ହୋଇଥିବା ନେଇ ଖବର ମିଳିଛି । ଖବର ଅନୁଯାୟୀ ଆନନ୍ଦନଗରର ପ୍ରଭାତ ସୁନାଙ୍କ ତାଙ୍କ ଘରେ ଏକ ସାପକୁ ଦେଖି ସଙ୍ଗେ ସଙ୍ଗେ ସାପ ଧରାଳୀ ଦେବରାଜକୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ । ସାପ
Read More...

ନାବାଳିକା ଦୁଷ୍କର୍ମ ମାମାଲାରେ ଜଣେ ବ୍ୟକ୍ତିଙ୍କୁ ୨୦ ବର୍ଷ କାରାଦଣ୍ଡ ହେବା ସହ ୫୦,୦୦୦ ଟଙ୍କା ଜୋରିମାନା ଲଗାଯାଇଥିବା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଧାନସଭା ନିର୍ବାଚନ ମଂଡଳୀ ଅନ୍ତର୍ଗତ ଦେଓଗାଁ ଥାନାର ଜଣେ ବ୍ୟକ୍ତିଙ୍କୁ ୨୦ ବର୍ଷ କାରାଦଣ୍ଡ ହେବା ସହ ୫୦,୦୦୦ ଟଙ୍କା ଜୋରିମାନା ଲଗାଯାଇଥିବା ନେଇ ଏସ୍‌ପି ନିତନ କୁଶଲକର ଆଜି ଏନେଇ ସୂଚନା ଦେଇଛନ୍ତି । ଦେଓଗାଁ ଥାନା କେସ୍ ନମ୍ବର ୫୦/୨୦୨୦ ୟୁ
Read More...

କଂଗ୍ରେସକୁ ପାଲଟା ଜବାବ୍‌ ଦେଲା ବିଜେଡି

ମ୍ୟୁନିସିପାଲିଟିର ପ୍ରତ୍ୟେକ ଉନ୍ନତିମୂଳକ କାମର ଟେଣ୍ଡର ହୋଇଛି : ବିଜେଡି ବଲାଙ୍ଗିର, (ଦେବଶିଷ ମିଶ୍ର) : ବଲାଙ୍ଗିର ମ୍ୟୁନିସପାଲିଟିର କାର୍ଯ୍ୟକଳାପରେ ଅନିୟମିତତା ରହିଥିବା ଅଭିଯୋଗରେ କିଛି ଦିନ ପୂର୍ବରୁ ନଗର କଂଗ୍ରେସ ଧାରଣା ଦେବା ସହ ଏଥିପାଇଁ ବିଜେଡିର ନେତୃତ୍ୱ ଓ ଶାସନ କଳକୁ
Read More...

‘ଜଗଦାନନ୍ଦଙ୍କ କଳା ଜଗତକୁ ଅବଦାନ’ ଆଲୋଚନାଚକ୍ର ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯାଦବ ଭବନ, ବଲାଙ୍ଗିର ଠାରେ ବରିଷ୍ଠ କଳାକାର, ସୁସାହିତ୍ୟିକ, ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କ ୮୦ତମ ଜନ୍ମଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜଗଦାନନ୍ଦଙ୍କ କଳା ଜଗତକୁ ଅବଦାନ ଆଲୋଚନାଚକ୍ର ଅନୁଷ୍ଠିତ
Read More...

ବିଶ୍ଵ ଏଡ୍‌ସ ଦିବସ ପାଳନ ଅବସରରେ ‘ସମାନତା ଓ ଏଡ୍‌ସ ସଚେତନତା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ଅଂଚଳର ଅଗ୍ରଣୀ ଉଚ୍ଚ ଶିକ୍ଷାନୁଷ୍ଠାନ ଗାଦିବ୍ରହ୍ମ ଡିଗ୍ରୀ ମହାବିଦ୍ୟାଳୟର ରେଡ ରିବନ କ୍ଲବ ଓ ରେଡକ୍ରସ ୟୁନିଟ ଆନୁକୂଲ୍ୟରେ ଓ ଜାତୀୟ ଏଡ୍‌ସ ନିୟନ୍ତ୍ରଣ ସମାଜ(ଏନ୍‌ଏସିଓ) ଓ ଓଡିଶା ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ
Read More...

ବଡବନ୍ଧ ଜୟ ଜଗନ୍ନାଥ ଫୁଟବଲ ପ୍ରତିଯୋଗିତା ଉଦ୍‌ଘାଟିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡବନ୍ଧ ଖେଳ ପଡ଼ିଆରେ ସ୍ଥାନୀୟ ଜୟ ଜଗନ୍ନାଥ ଫୁଟବଲ ସଂଘ ପକ୍ଷରୁ ଆଜି ଫୁଟବଲ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ରେଙ୍ଗଟାସିଲ୍ ଓ ହାତୀସରା ମଧ୍ୟରେ ହୋଇଥିବା ଆଜିର ପ୍ରଥମ ମ୍ୟାଚ୍‌ରେ ରେଙ୍ଗଟାସିଲ ୫-୪ ଗୋଲରେ ବିଜୟୀ ହୋଇଥିବା ବେଳେ
Read More...

ଅଟଳବିହାରୀ ପଣ୍ଡାଙ୍କ ଜନ୍ମ ଜୟନ୍ତୀ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପତିତପାବନ ହାଇସ୍କୁଲ ଠାରେ ଶଳାବୁଢା ସିନେମାରେ ଅଭିନୟ କରି ଚର୍ଚ୍ଚାର ପାତ୍ର ଅଟଳବିହାରୀ ପଣ୍ଡାଙ୍କ ଜନ୍ମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ଯୋଗଦେଇଥିଲେ ବଲାଙ୍ଗିର ପୌରାଧକ୍ଷା ଲିକା ସାହୁ ।
Read More...

ନିର୍ବିରୋଧ ହେଲା ଡିସିସିବି ବ୍ୟାଙ୍କ ଉପସଭାପତି ପଦ, ଏକା ନାମାଙ୍କନ ଦାଖଲ କଲେ ଦିପ୍ତିମୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କିଛି ଦିନ ପୂର୍ବରୁ କଂଗ୍ରେସ ସମର୍ଥିତ ନିର୍ଦ୍ଦେଶକ ସ୍ମାରକ ମିଶ୍ର ୮- ୬ ବ୍ୟବଧାନରେ ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ପଦ ହାତେଇ ନେଇଥିଲେ । ଆଜି ଉପସଭାପତି ପଦ ପାଇଁ ନାମାଙ୍କନ ଶେଷ ତାରିଖ ଥିବା ବେଳେ ୧୩ ନଂ ଜୋନ ନିର୍ଦ୍ଦେଶକ
Read More...