pakka

ନାବାଳିକା ଦୁଷ୍କର୍ମ ମାମାଲାରେ ଜଣେ ବ୍ୟକ୍ତିଙ୍କୁ ୨୦ ବର୍ଷ କାରାଦଣ୍ଡ ହେବା ସହ ୫୦,୦୦୦ ଟଙ୍କା ଜୋରିମାନା ଲଗାଯାଇଥିବା ନେଇ ଏସ୍‌ପିଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଧାନସଭା ନିର୍ବାଚନ ମଂଡଳୀ ଅନ୍ତର୍ଗତ ଦେଓଗାଁ ଥାନାର ଜଣେ ବ୍ୟକ୍ତିଙ୍କୁ ୨୦ ବର୍ଷ କାରାଦଣ୍ଡ ହେବା ସହ ୫୦,୦୦୦ ଟଙ୍କା ଜୋରିମାନା ଲଗାଯାଇଥିବା ନେଇ ଏସ୍‌ପି ନିତନ କୁଶଲକର ଆଜି ଏନେଇ ସୂଚନା ଦେଇଛନ୍ତି । ଦେଓଗାଁ ଥାନା କେସ୍ ନମ୍ବର ୫୦/୨୦୨୦ ୟୁ / ଏସ୍‌ ୩୭୬-ଏବି / ୩୭୬ (୨) (ଏନ୍‌) / ୫୦୬ ଆଇପିସି / ୬ ପୋସ୍କୋରେ ଏକ ମାମାଲା ରୁଜୁ ହୋଇଥିବା ବେଳେ ଆଜି ମାମାଲାର ଶୁଣାଣୀ ହୋଇ ଅଭିଯୁକ୍ତ ଟିକେଲାଲ ସାହୁକୁ ୨୦ ବର୍ଷ ପାଇଁ କାରାଦଣ୍ଡ ହେବା ସହ ୫୦,୦୦୦ / – ଟଙ୍କା ଜୋରିମାନା ଲଗାଯାଇଥିବା ନେଇ ଏସ୍‌ପି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

one + 15 =