pakka

ଆନନ୍ଦନଗର ଠାରୁ ୧୦ ଫୁଟ୍‌ ଲମ୍ବର ଅଜଗର ସାପ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସହରର ଆନନ୍ଦନଗର ଠାରୁ ଏକ ଘରୁ ଗୋଟିଏ ୧୦ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର ହୋଇଥିବା ନେଇ ଖବର ମିଳିଛି । ଖବର ଅନୁଯାୟୀ ଆନନ୍ଦନଗରର ପ୍ରଭାତ ସୁନାଙ୍କ ତାଙ୍କ ଘରେ ଏକ ସାପକୁ ଦେଖି ସଙ୍ଗେ ସଙ୍ଗେ ସାପ ଧରାଳୀ ଦେବରାଜକୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ । ସାପ ଧରାଳୀ ଦେବରାଜ ଘଟଣାସ୍ଥଳରେ ପହଂଚି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ନିକଟସ୍ଥ ଏକ ଜଙ୍ଗଲରେ ଛାଡି ଦେଇଥିବା କହିଛନ୍ତି ।

Leave A Reply

Your email address will not be published.

5 × four =